Vastu Tips- କାର୍ତ୍ତିକ ପୂର୍ଣ୍ଣିମା ରାତିରେ ଝାଡୁରେ କରନ୍ତୁ ଏହି ଉପାୟ, ବଢି ଚାଲିବ ଧନ ସମ୍ପତି

ନମସ୍କାର ବନ୍ଧୁଗଣ ତେବେ କାର୍ତ୍ତିକ ପୂର୍ଣ୍ଣିମା, ରାସ ବା ରାସ ପୂର୍ଣ୍ଣିମା ନାମରେ ମଧ୍ୟ ପରିଚିତ ‌ । ଓଡ଼ିଶାର ଆଚାର ବିଚାର, ଚାଲିଚଳଣି ତଥା ଧର୍ମୀୟ ଭାବନା ସହିତ ଏହି ପର୍ବ ଜଡ଼ିତ । ଉତ୍କଳର ପ୍ରାଚୀନ ଇତିହାସ ଓ ଖ୍ରୀଷ୍ଟ ପୂର୍ବୀୟ କାଳରେ ଓଡ଼ିଶାରେ ନୌବାଣିଜ୍ୟ ଦୃଷ୍ଟିକୋଣରୁ ଏହି ପର୍ବର ବୈଶିଷ୍ଟ୍ୟ ରହିଛି । ତେବେ ଏହି ଦିନ ସକାଳୁ ଭୋରରୁ ଉଠି ନିଜର କାର୍ଯ୍ୟ ସାରି ତୁଳସୀ ଗଛ ମୂଳେ ପୂଜା ଅର୍ଚ୍ଚନା କରିବା ଉଚିତ ।

ତେବେ ଏହି ଦିନ ଭଗବାନ ଙ୍କ ପାଖରେ ଶୁଦ୍ଧ ଘିଅ ର ଦୀପ ଜାଳିବା ଏବଂ ମହାଦେବ ଙ୍କୁ ଆରାଧାନା କରିବା ଏବଂ ତା ସହ ଭଗବାନ ବିଷ୍ଣୁ ଙ୍କୁ ମଧ୍ୟ ଆରଧନା କରିବା ଏବଂ ତାଙ୍କ ସହ ମହାଲକ୍ଷ୍ମୀ ଙ୍କୁ ମଧ୍ୟ ପୂଜା କରିବା ତେବେ ଭଗବାନ ବିଷ୍ଣୁ ଙ୍କୁ ଭୋଗ ଲଗେଇବା ବେଳେ ସେଥିରେ ତୁଳସୀ ପତ୍ର ଦେବା ଆବଶ୍ୟକ । ତେବେ ଏହି ଦିନ କୌଣସି ଆବଶ୍ୟକତା ଥିବା ବ୍ୟକ୍ତି କୁ ନିଜ ସାମର୍ଥ୍ୟ ଅନୁଯାୟୀ ଦାନ ଧର୍ମ କରିବା ଉଚିତ ।

ଏହା ସହ ଯଦି ଆପଣଙ୍କ ଘର ପାଖରେ କୌଣସି ଗାଈ ଥିବ ତେବେ ତାକୁ ନିଜ ହାତରେ ଖାଇବା ଦେବା ମଧ୍ୟ ବହୁତ ଶୁଭ ହୋଇଥାଏ । ତେବେ ଝାଡୁ କୁ ମାତା ଲକ୍ଷ୍ମୀ ଙ୍କ ପ୍ରତୀକ ବୋଲି କୁହାଯାଏ ତେବେ ଆଜି ଆମେ ଏହି ଝାଡୁ କୁ ନେଇ କିଛି ଉପାୟ ବିଷୟ ରେ ଆଲୋଚନା କରିବା ଯାହା ଦ୍ୱାରା ଆପଣ ଧନୀ ହୋଇ ପାରିବେ । ଅସନ୍ତୁ ଜାଣି ନେବା ।

୧-ପ୍ରଥମରେ ଏହି ପୂର୍ଣ୍ଣିମା ରେ ଏକ ନୂତନ ଝାଡୁ ନିଅନ୍ତୁ ଏବଂ ଏକ ମନ୍ଦିର ରେ ଯାଇ ସଫା କରି ସେଇ ଝାଡୁ କୁ ସେଇଠାରେ ରଖି ଆସନ୍ତୁ ତେବେ ଏହା ଆପଣ ଏଭଳି ସମୟରେ କରିବେ ଯେପରି ଆପଣ ଙ୍କୁ କେହି ନ ଦେଖି ପାରନ୍ତି । ଏହା ଦ୍ୱାରା ମଧ୍ୟ ଆପଣଙ୍କ ଜୀଵନ ରେ ଥିବା ସବୁ ସମସ୍ୟା ଦୂର ହୋଇଯିବ ।

୨- ଦ୍ଵିତୀୟ ରେ ଯଦି ଆପଣଙ୍କ ଘରେ କାହାକୁ ନଜର ଲାଗି ଯାଇଛି କିମ୍ବା ଖରାପ ଦୃଷ୍ଟି ପଡିଛି ତେବେ ଝାଡୁ ରେ ସେହି ବ୍ୟକ୍ତି କୁ ତିନିଥର ଝାଡି ଦିଅନ୍ତୁ ଦେଖିବେ ତାହା ସମ୍ପୂର୍ଣ୍ଣ ଭଲ ହୋଇଯିବ ।

୩- ତୃତୀୟ ରେ ହେଉଛି ଝାଡୁ ରେ ମାତା ଲକ୍ଷ୍ମୀ ଙ୍କ ବାସ କରନ୍ତି ତେବେ ଏହି ଝାଡୁ କୁ କାହାକୁ ବି ଦାନ କରନ୍ତୁ ନାହିଁ । ଝାଡୁ ଯେତେବି ପୁରୁଣା ହେଲେ ବି କାହାକୁ ଦିଅନ୍ତୁ ନାହିଁ କାରଣ ଏହି ଝାଡୁ ସହ ଆପଣଙ୍କ ଘରୁ ମାତା ଲକ୍ଷ୍ମୀ ମଧ୍ୟ ପଳେଇବ ।

୪- ଚତୁର୍ଥ ରେ ହେଉଛି ଝାଡୁ କୁ କେବେବି ଛିଡା କରି ରଖନ୍ତୁ ନାହିଁ କାରଣ ଏପରି କରିବା ଦ୍ୱାରା ମାତା ଲକ୍ଷ୍ମୀ ଘର ଛାଡ଼ି ପଳେଇ ଥାଆନ୍ତି । ତେଣୁ ଝାଡୁ କୁ ସର୍ଵଦା ତଳେ ଶୁଆଇ ଏବଂ ସମସ୍ତ ଙ୍କ ଠାରୁ ଲୁଚେଇ ରଖିବା ଉଚିତ ।

୫- ପଞ୍ଚମ ରେ ହେଉଛି ଏହି ପୂର୍ଣ୍ଣିମା ଦିନ ମାତା ଲକ୍ଷ୍ମୀ ଙ୍କୁ କ୍ଷୀରି ଭୋଗ କରନ୍ତୁ ଏବଂ ମଂଦିର ରେ ଗୋଟିଏ କିମ୍ବା ତିନୋଟି ଝାଡୁ ଦାନ କରନ୍ତୁ ଦେଖିବେ ସବୁ ସମସ୍ୟା ଦୂର ହୋଇଯିବ ।

ଯଦି ଆମ୍ଭେ ତାହାର ପାଳନ କରିବା ତେବେ ମଙ୍ଗଳ ହେବ । ବନ୍ଧୁଗଣ ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *