ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଜଣେ ବ୍ୟକ୍ତି ନିଜ କାମରେ ସଫଳତା ପାଇବା ପାଇଁ ଅନେକ ପ୍ରଚେଷ୍ଟା କରିଥାଏ । ଜୀବନରେ ସମସ୍ତ କାର୍ଯ୍ୟ କରିବା ବେଳେ ଆମକୁ ଏପରି କିଛି ତଥ୍ୟ ବିଷୟରେ ଜାଣିବାକୁ ହେବ । ଯେଉଁ କାରଣରୁ ଆପଣଙ୍କ ସେହି କାର୍ଯ୍ୟ କରିବା ଆହୁରି ସହଜ ଓ ସୁଗମ୍ୟ ହୋଇଯିବ । ସେହି ପରି କିଛି ମହତ୍ଵପୂର୍ଣ୍ଣ ତଥ୍ୟ ଆଜି ଆପଣଙ୍କ ଆଗରେ ଉପସ୍ଥାପନା କରିବା ପାଇଁ ଯାଉଅଛୁ । ଯାହା ଆପଣଙ୍କ ନିହାତି ଭାବରେ କାମରେ ଆସିବ ।
ପିଲାଙ୍କ ପଢିବା ଘରେ ଶୁଦ୍ଧ ଘିଅ ଦୀପ ଲଗାଇଲେ । ଓ ସେହି ଘରେ ସରସ୍ଵତୀ ଜନ୍ତ୍ର ରଖିଲେ । ପିଲାଙ୍କ ପାଠ ପଢାରେ ମନ ଲାଗିଥାଏ । ଯଦି ପିଲାଙ୍କ ପାଠ ପଢାରେ ମନ ଲାଗୁନଥାଏ । ତେବେ ପୂର୍ବ ଦିଗକୁ ମୁହଁ କରି ପାଠ ପଢିବା ଦ୍ଵାରା ପାଠ ମନେ ରହିଥାଏ । ବାଦାମ, ମିଶ୍ରୀ ଓ ମହୁରୀ ଗୁଣ୍ଡ କରି ରାତିରେ ଖାଇବା ପୂର୍ବରୁ ୨ ଚାମଚ ଉଷୁମ ପାଣିରେ ଖାଇଲେ ।
ସ୍ମରଣ ଶକ୍ତି ବୃଦ୍ଧି ପାଇଥାଏ । ସକାଳୁ ଉଷୁମ ପାଣିରେ ୧ ଚାମଚ ଗୁଆ ଘିଅ ମିଶାଇ ପିଇଲେ । ମନ ସତେଜ ରହିବା ସହ ଶରୀରରେ ଚମକ ଆସିଥାଏ । ଘରର ଛାତ ଉପରେ ଦକ୍ଷିଣପୂର୍ବ କୋଣରେ ପକ୍ଷୀ ମାନଙ୍କ ପାଇଁ ପାଣି ପିଇବାକୁ ରଖିବା ଦ୍ଵାରା ପରିବାରର ଆୟ ବୃଦ୍ଧି ହୋଇଥାଏ । ସକାଳୁ ଉଠି ଗଣେଶଙ୍କ ଉପରେ ନାଲି ରଙ୍ଗର ଫୁଲ ଚଢାଇଲେ ।
ଘର କରିବାର ମନସ୍କାମନା ପୂରଣ ହୋଇଥାଏ । ମଙ୍ଗଲ ବାର ଗାଈକୁ ମସୁର ଡାଲି ସହିତ ଗୁଡ ମିଶାଇ ଖାଇବାକୁ ଦେଲେ । ସମସ୍ତ ମନସ୍କାମନା ପୂରଣ ହୋଇଥାଏ । ଯଦି ପୁତ୍ର ଓ କନ୍ୟାର ବିବାହ ହୋଇ ପାରୁନଥାଏ । ତେବେ ୧୩ ଦିନ ପର୍ଯ୍ୟନ୍ତ ଓସ୍ତ ଗଛ ମୂଳରେ ପାଣି ଦିଅନ୍ତୁ । ଶୁଭଫଳ ପ୍ରାପ୍ତି ହୋଇଥାଏ । ଯଦି ବିବାହ ପାଇଁ ପୁତ୍ର କିମ୍ବା କନ୍ୟା ରାଜି ହେଉନାହାନ୍ତି ।
ତେବେ ତାଙ୍କ ଶୋଇବା ଘର ଉତ୍ତର ପଟରେ କ୍ରିଷ୍ଟାଲ ବଲ୍ କାଚ ପ୍ଳେଟରେ ରଖନ୍ତୁ । ଯଦି ପୁତ୍ର କିମ୍ବା କନ୍ୟାର ଜାତକରେ ମଙ୍ଗଳ ଦୋଷ ରହିଥାଏ । ତେବେ ମଙ୍ଗଳ ବ୍ରତ କଲେ । ତାହା ଦୂର ହୋଇଥାଏ । ଯେଉଁ କନ୍ୟାର କାଖରେ ଚୁଟି ରହିଥାଏ । ସେ ସମସ୍ତ ପରିସ୍ଥିତିକୁ ସାହସର ସହ ସାମ୍ନା କରିଥାଏ । ଯଦି ଆପଣଙ୍କର କୌଣସି କାମ ହୋଇପାରୁନଥାଏ କିମ୍ବା ଅଟକୁଥାଏ ।
ତେବେ ଗାଈ କାନରେ କହିଦିଅନ୍ତୁ, ନିଶ୍ଚୟ ମନବାଞ୍ଛା ପୂରଣ ହୋଇବ । ଯଦି କୌଣସି କାର୍ଯ୍ୟରେ ଘରୁ ବାହାରୁଛନ୍ତି । ତେବେ ଗୋଟିଏ ଲେମ୍ବୁରେ ୪ ଟି ଲବଙ୍ଗ ପୋତି ସାଙ୍ଗରେ ନେଇକି ଗଲେ ଶୁଭ ହୋଇଥାଏ । ଯେଉଁ କନ୍ୟାର ଛାତିରେ ଚୁଟି ରହିଥାଏ । ସେ କନ୍ୟା ସ୍ଵାର୍ଥପର ଓ ଲଜ୍ୟାହୀନା ହୋଇଥାଏ । ଯଦି ଏହି ପୋଷ୍ଟଟି ପସନ୍ଦ ଆସିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲିବେ ନାହିଁ । ଧନ୍ୟବାଦ