Jyotish Shastra- କାନ୍ଦିବାର ଦିନ ହେଲା ଶେଷ, ୨୦୨୦ ରୁ ୨୦୪୦ ପର୍ଯ୍ୟନ୍ତ କୋଟିପତି ଏହି 5 ରାଶି

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ନକ୍ଷତ୍ର ର ଚଳନ ସର୍ଵଦା ବଦଳି ଯାଇଥାଏ । ଏହାର ପରିବର୍ତ୍ତନ ଫଳ ରେ କିଛି ରାଶି ମାନଙ୍କ ଉପରେ ଭଲ ପ୍ରଭାବ ପଡ଼ିଥାଏ ଯାହା ଦ୍ୱାରା ସେମାନଙ୍କ ଜୀବନରେ ଖୁସି ଆସିଥାଏ ।

ଯଦି ଏହାର ପ୍ରଭାବ ଖରାପ ହୁଏ ତେବେ ସେହି ରାଶି ଗୁଡିକ ଙ୍କ ଜୀଵନ ରେ ଅନେକ ସମସ୍ୟା ମଧ୍ୟ ଦେଖା ଦେଇଥାଏ । ତେବେ ରାଶିଚକ୍ର ର ଏଭଳି କିଛି ରାଶି ଅଛନ୍ତି ଯେଉଁ ମାନଙ୍କ ଉପରେ ମହାକାଳ ଙ୍କ କୃପାଦୃଷ୍ଟି ପଡ଼ିବାକୁ ଯାଉଛି । ଏହା ସହିତ ଏମାନଙ୍କ ଗ୍ରହ ର ଚଳନ ରେ ମଧ୍ୟ ଶୁଭ ପରିବର୍ତ୍ତନ ହେବାକୁ ଯାଉଛି । ଯାହାଦ୍ୱାରା ଏମାନଙ୍କ ଜୀବନ ରେ ଧନର ବର୍ଷା ହେବ ଏବଂ ସୁଖ ସମୃଦ୍ଧି ପ୍ରତିଷ୍ଠା ହେବ । ତେବେ ଆସନ୍ତୁ ଜାଣିବା ସେହି ରାଶି ଗୁଡ଼ିକ ସମ୍ବନ୍ଧରେ ।

୧- ବନ୍ଧୁଗଣ ପ୍ରଥମ ରାଶି ହେଉଛି ‘ବୃଷ ରାଶି’ । ଏହି ରାଶି ର ବ୍ୟକ୍ତି ମାନଙ୍କ ଉପରେ ମହାଦେବଙ୍କ ବହୁତ କୃପା ରହିବ । ଏମାନଙ୍କ ସମୟ ବହୁତ ଉତ୍ତମ ରହିବ । ବ୍ୟବସାୟ ରେ ଉନ୍ନତି କରିବେ । ଅଧିକ ସମୟ ଧରି ଅଟକି ରହୁଥିବା କାମ ସବୁ ସଫଳତା ପୁର୍ବକ ସମ୍ପୂର୍ଣ୍ଣ ହେବ । ଆର୍ଥିକ ସ୍ଥିତି ସୁଦୃଢ ହେବ ଏବଂ ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

୨- ବନ୍ଧୁଗଣ ଦ୍ଵିତୀୟ ରେ ହେଉଛି ‘ସିଂହ ରାଶି’ । ଏହି ରାଶି ବ୍ୟକ୍ତି ମାନଙ୍କ ଉପରେ ରହିବ ମହାଦେବ ଙ୍କ ଅଶେଷ କୃପା । ନିଜର କାର୍ଯ୍ୟ ରେ ସଫଳ ହେବେ । ବ୍ୟବସାୟ କୁ ବହୁତ ଆଗକୁ ନେବେ । ଅନେକ ଲୋକଙ୍କ ସାହାଯ୍ୟ ମଧ୍ୟ ପାଇବେ । ଜୀଵନ ରେ ବହୁତ ସୁଖ ଏବଂ ଧନ ସମୃଦ୍ଧି ମଧ୍ୟ ପ୍ରାପ୍ତ କରିବେ ।

୩- ବନ୍ଧୁଗଣ ତୃତୀୟ ରେ ହେଉଛି ‘ମୀନ ରାଶି’ । ଏହି ରାଶି ର ବ୍ୟକ୍ତି ମାନେ ମଧ୍ୟ ଭୋଳାନାଥ ଙ୍କ କୃପା ରେ ବହୁତ ଭଲ ରେ ରହିବେ ଏବଂ ଜୀବନରେ ବହୁତ ପରିବର୍ତ୍ତନ ମଧ୍ୟ ଆସିପାରେ । କାର୍ଯ୍ୟ ରେ ସଫଳତା ମିଳିବ ଏବଂ ବିବାହ ର ମଧ୍ୟ ଯୋଗ ରହିଛି ।

୪- ବନ୍ଧୁଗଣ ଚତୁର୍ଥ ରାଶି ହେଉଛି ‘ବିଚ୍ଛା ରାଶି’ । ଏହି ରାଶି ର ବ୍ୟକ୍ତି ମାନେ ମଧ୍ୟ ମହାକାଳ ଙ୍କ ଆଶୀର୍ବାଦ ଲାଭ କରିବେ । ଏହା ଦ୍ୱାରା ସେମାନେ ନିଜର ସମସ୍ତ କାର୍ଯ୍ୟ ରେ ସଫଳ ହେବେ । ବ୍ୟବସାୟ ରେ ଉନ୍ନତି କରିବେ । ଦାମ୍ପତ୍ୟ ଜୀଵନ ସୁଖମୟ ହେବ । କୌଣସି ସମସ୍ୟା ଥିଲେ ତାର ସମାଧାନ ମଧ୍ୟ ବାହାରି ଯିବ ।

୫- ବନ୍ଧୁଗଣ ପଞ୍ଚମ ରେ ହେଉଛି ‘କୁମ୍ଭ ରାଶି’ । ଏହି ରାଶି ର ବ୍ୟକ୍ତି ମାନଙ୍କ ଉପରେ ରହିବ ଭୋଳାନାଥ ଙ୍କ ଅଶେଷ କୃପା । ତାହା ଯୋଗୁଁ ସେମାନେ ଅଚାନକ ଧନ ଲାଭ କରିବେ । ବ୍ୟବସାୟ ଭଲ ହେବ ଏବଂ ଚାକିରୀ କ୍ଷେତ୍ରରେ ମଧ୍ୟ ସଫଳତା ମିଳିବ । ମାତା ପିତାଙ୍କ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ । ସର୍ବଦା ଖୁସି ରେ ରହିବେ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *