ବନ୍ଧୁଗଣ, ଆଜି ଆମ୍ଭେ ଆପଣ ମାନଙ୍କୁ ଏଭଳି ଜିନିଷ ସମ୍ବନ୍ଧରେ କହିବାକୁ ଯାଉଅଛୁ ଯାହାକୁ ଯଦି ଆପଣ ଖାଉଛନ୍ତି ତେବେ ଏହା ଆପଣଙ୍କ ଇମ୍ୟୁନିଟି କୁ ୧୦ ଗୁଣା ବଢାଇ ପାରିବ । ଆସନ୍ତୁ ଜାଣିବା ସେହି ଜିନିଷ ଟି କଣ ଅଟେ । ତାହା ଅଟେ ରସୁଣ । ଆପଣ ମାନେ ଭାବୁଥିବେ ଯେ ରସୁଣ ତ ଆମ୍ଭେ ସବୁଦିନ ତଡକା ଲଗାଇ ଖାଉଅଛୁ ମାତ୍ର ଏହାର ଖାଇବାର ପଦ୍ଧତି ମଧ୍ୟ ଅଲଗା ରହିଅଛି । ରସୁଣ କୁ କଞ୍ଚା ଖାଇବା ଆବଶ୍ୟକ । ଏହାକୁ ଆଦୌ ଗରମ କରି ଖାଇବା କଥା ନୁହେଁ । କାରଣ ଯଦି ଆପଣ ଗରମ କରି ଖାଉଛନ୍ତି ତେବେ ଏହାର ସମସ୍ତ ପୌଷ୍ଟିକ ତତ୍ଵ ନଷ୍ଟ ହୋଇଯାଇଥାଏ ।
ଆଜି ଆମ୍ଭେ ଆପଣ ମାନଙ୍କୁ ଏହା କହିବାକୁ ଯାଉଅଛୁ ଯଦି ଆପଣ ରଶୁଣ କୋଲ କୁ ନିଜ କାନରେ ରଖି ରାତିରେ ଶୁଅନ୍ତି ତେବେ ଆପଣଙ୍କୁ କେଉଁ କେଉଁ ଲାଭ ମିଳିଥାଏ ? ମାତ୍ର ଆପଣଙ୍କୁ ଏହି ବିଷୟ ପ୍ରତି ଧ୍ୟାନ ଦେବାର ଅଛି ଯେ ଯଦି ଆପଣ ରଶୁଣର ବଡ କୋଲ ନେବେ । ଛୋଟ କୋଲ ଆଦୌ ନେବେ ନାହିଁ । ଏହାକୁ ଆପଣ ରାତିରେ ନିଜ କାନରେ ରଖନ୍ତୁ । ଏହାଦ୍ଵାରା ଯଦି ଆପଣଙ୍କ କାନ ଦରଦ କରୁଥାଏ ତେବେ ଏହା ଆପଣଙ୍କ କାନ ଦରଦ କୁ ଭଲ କରିଥାଏ ।
ଆପଣ ରାତିରେ ନିଜ କାନରେ ରଶୁଣ ରଖି ଶୁଅନ୍ତୁ ସକାଳେ ଆପଣ ନିଜେ ଅନୁଭବ କରିପାରିବେ ଯେ ଆପଣଙ୍କ କାନର ସମସ୍ତ ଦରଦ ଭଲ ହୋଇ ଯାଇଅଛି । ଏହା ବ୍ୟତୀତ ଯଦି ଆପଣଙ୍କୁ ବହୁତ ଜୋରସେ ଜ୍ଵର ହୋଇଅଛି ଏବଂ ଆପଣ ମେଡ଼ିସିନ ମଧ୍ୟ ନେଇ ସାରିଛନ୍ତି । ମାତ୍ର ମେଡ଼ିସିନ ମଧ୍ୟ ଆପଣଙ୍କ ଜ୍ଵର ଠିକ କରିପାରୁନାହିଁ ତେବେ ଏହି ସ୍ଥିତିରେ ମଧ୍ୟ ରଶୁଣ ର ବ୍ୟବହାର କରି ପାରନ୍ତି ।
ରଶୁଣର ଗୋଟିଏ କୋଲ ନିଜ କାନରେ ଲଗାଇ ରଖିବା ଦ୍ଵାରା ଆପଣଙ୍କ ଜ୍ଵର ଭଲ ହୋଇଯିବ । ମାତ୍ର ଯଦି ଆପଣଙ୍କ ଜ୍ଵର ଭଲ ହେଉ ନାହିଁ ତଥା ଆପଣ ବହୁତ ଚିନ୍ତିତ ଅଛନ୍ତି ତେବେ ଆପଣ ଏହାର ବ୍ୟବହାର କରି ଅବଶ୍ୟ ଦେଖନ୍ତୁ । ଏହା ସହିତ ଯଦି ଆପଣଙ୍କ କାନ ଫୁଲୁଅଛି, ଏବଂ ଏହି ଫୁଲା ଯୋଗୁଁ ଆପଣଙ୍କ କାନ ବାରମ୍ବାର କୁଣ୍ଡାଇ ହେଉଛି ତେବେ ଆପଣ କାନରେ ରସୁଣ ରଖିବା ଦ୍ଵାରା ଏହି ସବୁ ସମସ୍ୟାରୁ ମୁକ୍ତି ମିଳିଥାଏ ।
ଆପଣ ଏହାର ଲାଭ ଉଠାଇବାକୁ ଚାହୁଁଥିଲେ ଆପଣ ସକାଳେ ଉଠି ଗୋଟିଏ କୋଲ ରଶୁଣ ସେବନ କରନ୍ତୁ । ଆପଣ ସର୍ବ ପ୍ରଥମେ ରସୁଣ ର ଗୋଟେ କୋଲ ଖାଲି ପେଟରେ ଖାଇଲେ, ଆପଣଙ୍କୁ ରସୁଣ ର ଉଚିତ ଫାଇଦା ମିଳିବ । ରସୁଣ ରେ ଏତେ ଗୁଣ ରହିଅଛି ଆପଣ ଏହାର ଗୁଣ ସମ୍ବନ୍ଧରେ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ । ରସୁଣ ଆଣ୍ଟି ବ୍ୟାକ୍ଟେରିୟାଲ ହୋଇଥାଏ ଅର୍ଥାତ ଏହା ଆମ୍ଭକୁ ଖରାପ ବ୍ୟାକ୍ଟେରିୟା ଠାରୁ ବଞ୍ଚାଇ ରଖିଥାଏ । ଏହା ସହିତ ଏହା ଆମ୍ଭକୁ କ୍ୟାନ୍ସର ଭଳି ମାରାତ୍ମକ ରୋଗରୁ ମଧ୍ୟ ବଞ୍ଚାଇଥାଏ । ଏହା ଭାଇରାଲ ଇନଫେକସନ ଅର୍ଥାତ ଆଜିକାଲି ର ଭାଇରସ ଠାରୁ ମଧ୍ୟ ବଞ୍ଚାଇ ରଖିଥାଏ ।
ଏହା ଆମ୍ଭ ଶରୀରର କ୍ଷତ ସ୍ଥାନକୁ ମଧ୍ୟ ସଠିକ କରିଥାଏ । ରସୁଣ ମଧ୍ୟରେ ଅନେକ ପ୍ରକାରର ଭିଟାମିନ ତଥା ମିନେରାଲ ରହିଅଛି । ଏହା ଆମ୍ଭ ଶରୀର ନିମନ୍ତେ ବହୁତ ଲାଭ ଦାୟକ ଅଟେ । ଆମ୍ଭେ ରସୁଣ କୁ ଖାଲି ପେଟରେ ଖାଇଲେ ଏହା ଆମ୍ଭ ନିମନ୍ତେ ବହୁତ ଲାଭକାରୀ ସାବ୍ୟସ୍ତ ହୋଇଥାଏ । ସକାଳେ ଉଠି ସର୍ବ ପ୍ରଥମେ ଆପଣ ଏକ ଚାମଚ ମହୁ ସହିତ ୧ କୋଲ ରଶୁଣ ସେବନ କରନ୍ତୁ । ଏହା ଆପଣଙ୍କ ଶରୀରର ଇମ୍ୟୁନିଟି କୁ ବଢାଇବାର କାର୍ଯ୍ୟ କରିଥାଏ । ଏହାକୁ ସେବନ କରିବା ଦ୍ଵାରା ଆପଣଙ୍କୁ କେବେ କୌଣସି ବିମାରୀ ହେବ ନାହିଁ । ଏହା ସହିତ ଆପଣଙ୍କୁ କେବେ ମଧ୍ୟ ହୃଦଘାତ ଭଳି ସମସ୍ୟା ର ସାମ୍ନା କରିବାକୁ ହୋଇ ନଥାଏ । ରସୁଣ ଖାଲି ପେଟରେ ଖାଇବା ଦ୍ଵାରା ଆମ୍ଭର ମସ୍ତିଷ୍କ ମଧ୍ୟ ତେଜ ହୋଇଥାଏ ।
ଥଣ୍ଡା ଜ୍ଵର ରୁ ବଞ୍ଚିବା ନିମନ୍ତେ ଆପଣ ସକାଳୁ ନୀତିଦିନ ରସୁଣ ର ଗୋଟିଏ କୋଲ ନିଶ୍ଚିନ୍ତ ଖାଆନ୍ତୁ । ଏହା ସହିତ ସକାଳୁ ୩୦ ମିନିଟ ପର୍ଯ୍ୟନ୍ତ ଆପଣ ନିଶ୍ଚିତ ଖରାରେ ବୁଲନ୍ତୁ ଅଥବା ବ୍ୟାୟାମ କରନ୍ତୁ । କ୍ୟାନ୍ସର ଭଳି ଘାତକ ବିମାରୀ ରୁ ମଧ୍ୟ ରସୁଣ ବଞ୍ଚାଇଥାଏ । ଯଦି ଆପଣଙ୍କୁ ନିଦ ଆସୁ ନାହିଁ ତେବେ ରାତିରେ ଶୋଇବା ପୂର୍ବରୁ ରସୁଣ ଖାଇ ଶୁଅନ୍ତୁ । ରସୁଣ ଖାଇବା ସହିତ ଯଦି ଆପଣ ଏକ ଗିଲାସ ଗରମ ପାଣି ସେବନ କରନ୍ତି ତେବେ ମଧ୍ୟ ତାହା ଆପଣଙ୍କ ନିମନ୍ତେ ବହୁତ ଲାଭ ଦାୟକ ସାବ୍ୟସ୍ଥ ହେବ ।
ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ