ସ୍ଵାମୀ ଓ ସ୍ତ୍ରୀଙ୍କର ଏହି ଭୁଲ ପାଇଁ ଜନ୍ମ ହୁଅନ୍ତି ଯାଆଁଳା ପିଲା (Twin Baby)

ବନ୍ଧୁଗଣ, ଆଜି ଆମ୍ଭେ ଆପଣ ମାନଙ୍କୁ କହିବାକୁ ଯାଉଅଛୁ ଯେ ଏଭଳି କିଛି ଭୁଲ ନିମନ୍ତେ ଜନ୍ମ ହୁଏ ଜାଁଆଳା ଛୁଆ । ଆପଣ ମାନେ ନିଶ୍ଚିତ କେଉଁଠାରେ ଜାଁଆଳା ଛୁଆଙ୍କୁ ଦେଖିଥିବେ । ସାଧାରଣତ ଜାଁଆଳା ଛୁଆ ଜନ୍ମ ହେବା ସ୍ଵାଭାବିକ ହୋଇ ସାରିଲାଣି ।

ମାତ୍ର ଏହି ଜାଁଆଳା ପିଲା କେତେକ କ୍ଷେତ୍ରରେ ଦେଖିବାକୁ ଏକାଭଳି ହୋଇଥିବା ସମୟରେ ଆଉ କେତେକ କ୍ଷେତ୍ରରେ ଭିନ୍ନ ଭିନ୍ନ ହୋଇଥାନ୍ତି । କିନ୍ତୁ ଆପଣ କଣ ଜାଣିଛନ୍ତି ଯେ କେଉଁ କାରଣ ବଶତ ଜାଁଆଳା ପିଲା ଜନ୍ମ ହୋଇଥାନ୍ତି ? ଆଜି ଆପଣଙ୍କୁ କହିବାକୁ ଯାଉଅଛୁ ଯେ ଗ-ର୍ଭ-ବ-ତୀ ମହିଳା ମାନେ ଗ-ର୍ଭ ଧାରଣ ପୂର୍ବରୁ ଅଥବା ଗ-ର୍ଭ ଧାରଣ ସମୟରେ ଏଭଳି କେଉଁ ଭୁଲ କରିଥାନ୍ତି ଯେ ତାଙ୍କ ଗ-ର୍ଭ ରେ ଥିବା ସନ୍ତାନ ଜାଁ-ଆ-ଳା ହୋଇଥାନ୍ତି ।

୧- ସାଧାରଣତ ଆମ୍ଭ ଗାମାଞ୍ଚଳରେ ଏହି ମାନ୍ୟତା ରହିଅଛି ଯେ ଗ-ର୍ଭ-ବ-ତୀ ମହିଳା ମାନେ ଯଦି ଗ-ର୍ଭ ଧାରଣ ସମୟରେ ଜାଁଆଳା ଫଳ ଖାଇ ଦେଇଥାନ୍ତି ତେବେ ସେମାନଙ୍କର ଜାଁଆଳା ସନ୍ତାନ ଜନ୍ମ ହୋଇଥାଏ । ମାତ୍ର ବୈଜ୍ଞାନିକ ମାନେ ବିଶେଷ ଗବେଷଣା ଦ୍ଵାରା ଏହାର କିଛି କାରଣ ବାହାର କରିଛନ୍ତି । କଣ ପାଇଁ ଗୋଟିଏ ଶୂ-କ୍ରା-ଣୁ ଦୁଇ ଭାଗ ହୋଇ ଦୁଇଟି ଭ୍ରୁ-ଣ-ର ରୂପ ନେଇଥାଏ । ଏହା ପରେ ଜାଁଆଳା ସନ୍ତାନ ର ଉତ୍ପତ୍ତି ହୋଇଥାଏ ।

ଏହା ସହିତ ଯେଉଁ ମହିଳା ମାନେ ଅଧିକ ଗ-ର୍ଭ ନି-ରୋ-ଧ-କ ବ-ଟି-କା ସେବନ କରିଥାନ୍ତି ଅଥବା ଗ-ର୍ଭ-ପା-ତ ମଧ୍ୟ କରାଇ ଥାନ୍ତି ସେମାନଙ୍କ ଠାରେ ଜାଁଆଳା ସନ୍ତାନ ଜନ୍ମ ହେବାର ସମ୍ଭାବନା ଥାଏ । ଗ-ର୍ଭ ନି-ରୋ-ଧ-କ ବ-ଟି-କା ସେବନ କରିବା ଦ୍ଵାରା ସେମାନଙ୍କ ଶରୀରରେ ହ-ଲି-କା-ଲ ଶି-ମୋ-ଲା-ଇ-ଟି-ଙ୍ଗ ହ-ର-ମୋ-ନ ର ମାତ୍ରା କମି ଯାଇଥାଏ । ଏହା ଫଳରେ ଶୂକ୍ରାଣୁ ର ୨ ୟ ଅ-ଣ୍ଡ-କୋ-ଷ ତିଆରି ହୋଇଥାଏ । ଏହା ଫଳରେ ୨ ଟି ସନ୍ତାନ ର ଉତ୍ପତ୍ତି ହୋଇଥାଏ ।

୨- ଯଦି ପୂର୍ବରୁ ଯେଉଁ ମହିଳା ମାନଙ୍କ ପରିବାରରେ ଜାଁଆଳା ସନ୍ତାନ ଜନ୍ମ ହୋଇଥାଏ, ତେବେ ସେମାନଙ୍କ ଠାରେ ମଧ୍ୟ ଜାଁଆଳା ସନ୍ତାନ ହେବାର ବହୁତ ସମ୍ଭାବନା ରହିଥାଏ ।

୩- ଯେଉଁ ମହିଳା ମାନେ ଅଧିକାଂଶ ମାଂ-ସ ଜାତୀୟ ଖାଦ୍ୟ ଖାଇଥାନ୍ତି ମୋଟାପଣ ହେବା ସହିତ ସେମାନଙ୍କ ହାଇଟ ମଧ୍ୟ ଅଧିକ ରହିଥାଏ । ଏପରି କ୍ଷେତ୍ରରେ ଜାଁଆଳା ପିଲା ହେବାର ଅଧିକ ସମ୍ଭାବନା ରହିଥାଏ । କାରଣ ଏମାନଙ୍କ ହରମୋନ ରେ ଅଧିକାଂଶ ପରିବର୍ତ୍ତନ ଦେଖିବାକୁ ମିଳିଥାଏ ।

୪- ଯେଉଁ ମହିଳା ପୂର୍ବରୁ ୨ ଟି ଅଥବା ୩ ଟି ସନ୍ତାନ ଜନ୍ମ କରି ସାରିଛନ୍ତି, ସେମାନଙ୍କ କ୍ଷେତ୍ରରେ ମଧ୍ୟ ଜାଁଆଳା ସନ୍ତାନ ଦେଖା ଯିବାର ସମ୍ଭାବନା ରହିଥାଏ । ସେମାନଙ୍କ ଶରୀରରେ ଅ-ଣ୍ଡ-କୋ-ଷ ନିର୍ମିତ ହେବାର କ୍ଷମତା ବହୁତ ବଢିଯାଇଥାଏ ଏବଂ ଏହା ସୁରକ୍ଷିତ ମଧ୍ୟ ରହିଥାଏ । ଏଣୁ ଏମାନଙ୍କ କ୍ଷେତ୍ରରେ ଜାଁଆଳା ସନ୍ତାନ ଜନ୍ମ ହୋଇଥାଏ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *