Ajira Anuchinta- ସ୍ଵାମୀ ଓ ସ୍ତ୍ରୀଙ୍କ ସମ୍ପର୍କ କିପରି ହେବା ଉଚିତ ? କଣ କଲେ ସ୍ଵାମୀ ସ୍ତ୍ରୀଙ୍କ ସମ୍ପର୍କ ମଧୁର ହେବ ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ ଏପରି ସମ୍ପର୍କ ଗଢି ଉଠିଥାଏ । ଯେଉଁ କାରଣରୁ ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ ଯେତେ ମଧ୍ୟ ବିବାଦ ଲାଗିଥାଉ । କିଛି ସମୟ ପରେ ଦମ୍ପତିଙ୍କ ମଧ୍ୟରେ ବୁଝାବଣା ହୋଇ ରାଗ ଶାନ୍ତ ହୋଇ ଉଭୟ ଉଭୟଙ୍କୁ କ୍ଷମା କରିଦେଇଥାଏ । ଆଜି ସେପରି ଏକ ଦମ୍ପତିଙ୍କ ଗପ ଜାଣିବାକୁ ପାଇବେ । ଉଦାଳକ ନାମରେ ଜଣେ ରୁଷି ଥିଲେ । ତାଙ୍କ ସ୍ତ୍ରୀ’ ନାମ ଥିଲା ଚଣ୍ଡୀ ।

ସ୍ଵାମୀ ସ୍ତ୍ରୀଙ୍କୁ ଯାହା କହେ । ସ୍ତ୍ରୀ ସବୁବେଳେ ସେହି କାର୍ଯ୍ୟର ବିପରୀତ କାର୍ଯ୍ୟଟି କରିଥାଏ । ସ୍ଵାମୀ ଯଦି ସ୍ତ୍ରୀ କୁ ଆଜି ଏହି ଜାଗାକୁ ଯିବାକୁ ମନା କରିବ । ସ୍ତ୍ରୀ ସେହି ଜାଗାକୁ ହିଁ ଜବରଦସ୍ତି ଯିବା ପାଇଁ ବାହାରିବ । ଏହିପରି ସବୁ ଦିନ ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ ଝଗଡା ଲାଗିବା ସହ ମାନମାଳିନ୍ୟ ହେଉଥିଲା । ତଥାପି ସ୍ଵାମୀ ଓ ସ୍ତ୍ରୀ ମିଶିକି ଚଳୁଥିଲେ । ଦିନକର କଥା ରୁଷି ଉଦାରକଙ୍କ ଘରକୁ ରୁଷି ଦୁର୍ବାଶା ଆସିଥିଲେ ।

ରୁଷି ଉଦାରକ ତାଙ୍କ ସ୍ତ୍ରୀଙ୍କୁ କହିଲେ ତୁମେ ଯାଇ ରୁଷି ଦୁର୍ବାଶାଙ୍କ ପାଇଁ ଭୋଜନର ବ୍ୟବସ୍ତା କର । ସ୍ତ୍ରୀର କାମ ହେଉଛି ସ୍ଵାମୀ ଯାହା ସବୁ କହେ । ସ୍ତ୍ରୀ ତାର ଓଲଟା କରିଥାଏ । ସେଥିପାଇଁ ସ୍ତ୍ରୀ ରାଗ ତମତମ ହୋଇ ଆସି କହିଲା ମୁଁ କିଛି ଅତିଥି ସତ୍କାର କାର୍ଯ୍ୟ କରିପାରିବି ନାହିଁ । ଏହି କଥା ଶୁଣି ରୁଷି ଉଦାରକ ଚାଲାକରେ କହିଲେ, ଆରେ ମୁଁ ପରା ରୁଷି ଦୁର୍ବାଶାଙ୍କୁ ସେଇଆ କହୁଛି । ତୁମେ ଏଠି କାଇଁ ବସିଛ ଏଠାରୁ ପଳାଇଯାଅ ।

ସ୍ଵାମୀର ଏପରି କଥା ଶୁଣି ସ୍ତ୍ରୀ ଜଣଙ୍କ ତାର ବିପରୀତ କଥା କହିଲେ । କଣ ପାଇଁ ରୁଷି ଦୁର୍ବାଶାଙ୍କୁ ତୁମେ ବିଦା କରିଦେଉଛ । ସେ ଆମର ଅତିଥି ଆମେ ତାଙ୍କୁ ଉପଯୁକ୍ତ ଅତିଥି ସମ୍ମାନ କରିବା ଦରକାର । ଏହି ସବୁ ଘଟଣା ରୁଷି ଦୁର୍ବାଶା ଦେଖୁଥିଲେ । ସେ ଚୁପଚାପ ରୁଷି ରୁଷି ଉଦାରକଙ୍କୁ କହିଲେ । ତୁମେ ଯାହା କହୁଛ ତୁମ ସ୍ତ୍ରୀ ତାର ଓଲଟା କାର୍ଯ୍ୟ କରୁଛନ୍ତି । ତେଣୁ ତୁମେ ଏବେ ଯେଉଁ କାର୍ଯ୍ୟ ସ୍ତ୍ରୀ ଦ୍ଵାରା ଯେଉଁ କରାଇବା ପାଇଁ ଚାହୁଁଛ ।

ସେହି କାର୍ଯ୍ୟର ବିପରୀତ କଥା କୁହ, ଯାହା ଦ୍ଵାରା ତୁମ ସ୍ତ୍ରୀ ତାର ଓଲଟା କରିବେ । ଏଥିରେ ତୁମର ଲାଭ ହୋଇବା ସହିତ ତୁମ କାର୍ଯ୍ୟ ଆରାମରେ ହେଇଯିବ । ତାପରେ ରୁଷି ଉଦାଳକଙ୍କର ଯାହା ଦରକାର ସେ ତାଙ୍କ ସ୍ତ୍ରୀଙ୍କୁ ତାର ଓଲଟା କାର୍ଯ୍ୟ କରିବାକୁ କହିବେ ଓ ତାଙ୍କ ସ୍ତ୍ରୀ ଯେଉଁ କାର୍ଯ୍ୟ କରିବ । ରୁଷି ଉଦାରକଙ୍କର ଠିକ କାମଟି ହୋଇଯିବ । ଥରେ ରୁଷି ଉଦାରକଙ୍କର ବାପାଙ୍କର ଶ୍ରାଦ୍ଧ ହୋଇଥିଲା ।

ତେଣୁ ତାଙ୍କ ଶ୍ରାଦ୍ଧର ସବୁ ଜିନିଷ ତାଙ୍କ ସ୍ତ୍ରୀଙ୍କୁ କହିଲେ । ଗଙ୍ଗାରେ ନେଇ ଫୋପାଡି ଦେଇକି ଆସେ । ତାପରେ ତାଙ୍କ ସ୍ତ୍ରୀ ତାର ଓଲଟା କରିବାକୁ ଯାଇ ଗଙ୍ଗାରେ ପକାଇବା ପରିବର୍ତ୍ତେ ବାଡିର ଗୋବର ଗଦାରେ ପକାଇଦେଲା । ରୁଷି ଉଦାରକଙ୍କ ତାଙ୍କ ସ୍ତ୍ରୀ ର ଏପରି କାର୍ଯ୍ୟ ଦେଖି ସ୍ତ୍ରୀ ଉପରେ ବହୁତ ରାଗିଗଲେ । ଯେତେ ଦିନର ରାଗ ଥିଲା ତା ସହିତ ସେହି ଦିନର ରାଗ ମିଶାଇ ତାଙ୍କ ସ୍ତ୍ରୀଙ୍କୁ ପଥର ହେବାର ଅଭିଶାପ ଦେଇଦେଲେ ।

ଏହି ଅଭିଶାପ ଶୁଣି ସ୍ତ୍ରୀ ଚଣ୍ଡୀ ରୁଷି ଉଦାଳକଙ୍କୁ ଯେତେ ନେହୁରା ହେଲେ, ସେ ଏପରି ଭୁଲ ଜୀବନରେ କେବେ କରିବେ ନାହିଁ ବୋଲି କହିଲେ । ରୁଷି ସେ କଥା ଜମାରୁ ଶୁଣିଲେ ନାହିଁ । ତାପରେ ସ୍ତ୍ରୀ ବହୁତ କାନ୍ଦିବାର ଦେଖି ରୁଷି ଦୁର୍ବାଶା ତରଳି ଯାଇ ସ୍ତ୍ରୀଙ୍କୁ କହିଲେ । ମୁଁ ଅଭିଶାପ ଦେଇଛି ମାନେ ତାହା ନିଶ୍ଚୟ ସତ ହେବ କିନ୍ତୁ ଯେଉଁ ଦିନ ତୁ ହୋଇଥିବା ପଥରରେ ଅର୍ଜୁନଙ୍କ ହାତ ବାଯିବ ।

ସେହି ଦିନ ତୁ ପଥରରୁ ମୁକ୍ତି ପାଇ ପୁନଶ୍ଚ ମନୁଷ୍ୟ ହୋଇପାରିବୁ । ଏହାପରେ କେତେ ବର୍ଷ ବିତିଗଲା । ଦିନେ ଅର୍ଜୁନ ସେହି ରାସ୍ତା ଦେଇ ଘୋଡା ଚଳାଇ ଯାଉଥିଲେ । ଘୋଡାଟି ଯେତେବେଳେ ସେହି ପଥର ଦେହରେ ବାଜିଗଲା । ଘୋଡାଟି ନିଜକୁ ସେହି ପଥରରୁ ମୁକୁଳାଇ ପାରିଲା ନାହିଁ । ତାପରେ ଶେଠୀ ଆସି ରୁଷି ଦୁର୍ବାଶା ପହଞ୍ଚିଲେ ।

ସମସ୍ତ ଘଟଣାକୁ ଅର୍ଜୁନକୁ ଜଣାଇବା ସହିତ ତାଙ୍କ ହାତ ସେହି ପଥରରେ ଛୁଆଁଇବାକୁ କହିଲେ । କାରଣ ଅର୍ଜୁନ ପଥରରେ ହାତ ମାରିଲେ ତାଙ୍କ ସ୍ତ୍ରୀ ପଥରରୁ ମୁକ୍ତି ପାଇ ପୁନଶ୍ଚ ସେହି ଅବସ୍ତାକୁ ଫେରିଆସିବ । ଏହି ଗପଟିର କହିବାର ଅର୍ଥ ଏହା କି ଯେ ସ୍ଵାମୀର ପ୍ରତ୍ଯେକଟି ଆଦେଶ ସ୍ତ୍ରୀ ପାଳନ କରିବା ଉଚିତ । ତେଣୁ ଯଦି ଛୋଟ ବଡ ଭୁଲ୍  ହୋଇଯାଇଥାଏ । ସ୍ଵାମୀ ଭୁଲକୁ କ୍ଷମା କରିଦେଇଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *