Ajira Anuchinta- ଏହା କଲେ ସନ୍ତାନ ମାନଙ୍କର ମଙ୍ଗଳ ହେବ

ଆମ ଜୀବନରେ ଏମିତି କିଛି ଘଟିଥାଏ ଯାହାର ଆକଳନ ଆମେ ପୂର୍ବର ରୁ କରିପାରି ନ ଥାଉ । ଏମିତି କିଛି ନୀତି ନିୟମ ରହିଛି ଯାହାର ପାଳନ କରିଲେ ଆମ ଜୀବନରେ ସୁଖ ସମୃଦ୍ଧି ଲାଭ ହୋଇଥାଏ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ନୀତିବାଣୀ ବା ଉପଦେଶ ନେଇ ଆସିଛୁ ଯାହା ଆମ ଶାସ୍ତ୍ର ରେ ଲେଖା ରହିଛି । ଏହାର ପାଳନ କରିଲେ ବ୍ୟକ୍ତି ଜୀବନରେ ଉନ୍ନତି ହେବା ସହ ଅନେକ ସଫଳତା ମଧ୍ୟ ପ୍ରାପ୍ତ ହୋଇଥାଏ । ତେବେ ଆସନ୍ତୁ ଜାଣିବା ସେହି ବିଷୟରେ ସଂପୂର୍ଣ୍ଣ ବିବରଣୀ ।

୧- ଯେଉଁ ନାରୀ ମାନଙ୍କର ମାସିକ ଧର୍ମ ହୋଇଥିବା ସମୟରେ ଚତୁର୍ଥ, ଷଷ୍ଠ, ଦଶମ ଓ ଦ୍ଵାଦଶ ଦିନରେ ସ୍ଵାମୀ ସ୍ତ୍ରୀଙ୍କର ସହବାସ କରନ୍ତି ତେବେ ନିଶ୍ଚିନ୍ତ ଭାବେ ପୁତ୍ର ସନ୍ତାନ ପ୍ରାପ୍ତ ହୋଇଥାଏ । ୨- କୌଣସି ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଲଗାତାର କଳହ ହେଉଥାଏ ତେବେ ଏହାର ନିବାରଣ ପାଇଁ ବିବାହର ଫୋଟୋରେ ଦୁଇଟି ମୟୁର ପର ବାନ୍ଧି ରଖନ୍ତୁ । ଏହା ଦ୍ଵାରା ଦାଂପତ୍ଯ ଜୀବନ ସୁଖମୟ ହେବ ।

୩- ଆଜିକାଲି ପ୍ରତେକ ବାପା ମା ନିଜ ପିଲାଙ୍କର ଜନ୍ମଦିନ ପାଳନ କରୁଛନ୍ତି । କିନ୍ତୁ ଜନ୍ମଦିନ ରେ ପିଲା ମାନଙ୍କୁ ଖସା ଲଡୁ ଖାଇବାକୁ ଦେବା ସହ ତାଙ୍କ ଦେହରେ ଖସା ଲଗାଇଲେ ଆସନ୍ତା ବର୍ଷ ଯାଏଁ ସେମାନଙ୍କ ଜୀବନରେ କିଛି ବାଧା ଆସିବ ନାହି ।

୩- ଜନ୍ମ ମାସ, ଜନ୍ମଦିନ, ଜନ୍ମ ନକ୍ଷତ୍ରରେ କେବେ ବି ଭୁଲରେ ପୁଅ ବା ଝିଅ ମାନଙ୍କର ବିବାହ କରନ୍ତୁ ନାହି । ଏହା କ୍ଷତିକାରକ ଅଟେ । ଘରେ ଠାକୁର ପୂଜା କରିବା ସମୟରେ ବିନା କାରଣରେ ଶିଶୁଟି କାନ୍ଦିବାକୁ ଲାଗିଥାଏ ତେବେ ବିପଦ ଆସିବାର ସୂଚନା ମିଳିଥାଏ । ଏହାର ନିବାରଣ ପାଇଁ ହଳଦୀ ଆଣି ଠାକୁର ଘରେ ଲଗାଇ ଦିଅନ୍ତୁ ।

୪- ମହିଳା ମାନେ ପ୍ରତିଦିନ ମଥାରେ ସିନ୍ଦୁର ଲଗାଇବା ଉଚିତ । ଏହା ସହ ମହିଳା ମାନେ ନିଜ କେଶରେ ଧଳା ରଙ୍ଗର ଫୁଲ ଲଗାଇଲେ ମନ ସ୍ଵଚ୍ଛ ଓ ଶାନ୍ତ ରହିଥାଏ ।

୫- ପୁରୁଷ ମାନେ ପୂଜା କରିବା ସମୟରେ ମା ଦୂର୍ଗାଙ୍କ ଫୋଟୋ ବା ମୂର୍ତ୍ତିରେ ସିନ୍ଦୁର ଲଗାଇବା ଉଚିତ ନୁହେଁ । ନାରୀମାନେ ପୂଜା କରିବା ସମୟରେ ହନୁମାନଙ୍କ ଫୋଟୋ ବା ମୂର୍ତ୍ତିରେ ସିନ୍ଦୁର ଲଗାଇବା ଉଚିତ ନୁହେଁ ।

୬- ଯଦି ପିଲାମାନେ ରାତିରେ ବାରମ୍ବାର ଚମକୁଥାନ୍ତି ତେବେ ଶୁକ୍ରବାର ଦିନ ଗାଈର ଲାଞ୍ଜରେ ପିଲାକୁ ୩ଥର ଝାଡି ଦିଅନ୍ତୁ । ଏହା କରିବା ଦ୍ଵାରା ପିଲାମାନେ ଚମକିବେ ନାହି ।

୭- କେବେ ବି ଜୀବନରେ ବାପା ମାଙ୍କୁ ମିଛ କଥା କହିବା ଉଚିତ ନୁହେଁ । ଏହା ସହ କୌଣସି କଥା ଜରୁରୀ ହୋଇଥିଲେ ତାହା ସ୍ତ୍ରୀ ଙ୍କୁ କହିବା ଉଚିତ ନୁହେଁ ।

୮- ମହିଳାମାନେ ସ୍ନାନ କରିବା ପରେ ମଥାରେ ସିନ୍ଦୁର ଲଗାଇଥାନ୍ତି ସ୍ଵାମୀଙ୍କର ମଙ୍ଗଳ ପାଇଁ । କିନ୍ତୁ ସିନ୍ଦୁର ଲଗାଇବା ସମୟରେ ରୂପା କଏନ ବା ଝିଙ୍କ କାଠିରେ ସିନ୍ଦୁର ଲଗାଇବା ଉଚିତ ।ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *