ନମସ୍କାର ବନ୍ଧୁଗଣ । ଆଜିକାଲିର ଏହି ବ୍ୟସ୍ତ ବହୁଳତା ଜୀବନରେ ଆମ ସମସ୍ତ ଙ୍କର ସବୁଠାରୁ ବଡ ସମସ୍ଯା ଏହାକି ଆମେ ଆମେ ମାନେ ନିଜର ସ୍ମରଣ ଶକ୍ତି କୁ ଧୀରେ ଧୀରେ ହରାଇ ବସିଲୁଣି । ଯାହାର କାରଣ ରୁ ଆମେ ମାନେ ଆମର ପ୍ରିୟ ପରିଜନ ମାନଙ୍କ ର ଜନ୍ମଦିନ ଭୁଲି ଯାଉଛୁ । କୌଣସି ମିଟିଙ୍ଗ ଆଦି ଫିକ୍ସ କରି ମଧ୍ୟ ଆମେ ମାନେ ତାହାକୁ ମଧ୍ୟ ଭୁଲି ଯାଉଛୁ । ତାହାସହ ଅନେକଥର ଜରୁରୀ ଜିନିଷ ଗୁଡିକୁ ମଧ୍ୟ କେଉଁଠି ନା କେଉଁଠି ରଖି ଭୁଲି ଯାଇଥାଉ ।
ଯାହା କାରଣ ରୁ ଆମ ମାନଙ୍କୁ ଅନେକ ସମସ୍ଯା ଆଦିର ସମ୍ମୁଖୀନ ହେବାକୁ ପଡିଥାଏ । ବନ୍ଧୁଗଣ ଏହି ଭୁଲି ଯାଉଥିବା ସମସ୍ଯା ବର୍ତ୍ତମାନ ର ପାଠ ପଢୁଥିବା ପିଲା ମାନଙ୍କରେ ମଧ୍ୟ ଦେଖା ଯାଇଥାଏ । ଯାହା କାରଣରୁ ପିଲା ମାନେ ପାଠ ରେ ଉନ୍ନତି କରି ପାରି ନଥାନ୍ତି । ବନ୍ଧୁଗଣ ଆଜି ଆମେ ଆୟୁର୍ବେଦିକ ବିଜ୍ଞାନ ରୁ କିଛି ଏପରି ଉପାୟ ମାନ ନେଇ ଆସିଛୁ, ଯାହା ସାହାର୍ଯ୍ୟ ରେ ଆପଣ ନିଜର ହଜି ଯାଇଥିବା ସ୍ମରଣଶକ୍ତି କୁ ଫେରି ପାଇବେ ।
ତାହାସହ ଆପଣ ନିଜର ସ୍ମରଣ ଶକ୍ତି କୁ ବଢାଇ ମଧ୍ୟ ପାରିବେ । ବନ୍ଧୁଗଣ ସ୍ମରଣ ଶକ୍ତି କୁ ବଢାଇବା ପାଇଁ ଯଦି ଆପଣ ପ୍ରତିଦିନ ଏକ ମୁଠା ଅଖରୋଟ ର ସେବନ କରନ୍ତି ଏହା ଦ୍ଵାରା ଏହା ଆପଣ ଙ୍କର ସ୍ମୃତି ଶକ୍ତି କୁ ପ୍ରଖର କରିଥାଏ । ତେଣୁ ଆପଣ ଙ୍କୁ ଏହାର ସେବନ ପ୍ରତିଦିନ ନିଶ୍ଚୟ କରିବା ଉଚିତ ।
ଦ୍ଵିତୀୟ ରେ ବନ୍ଧୁଗଣ ଗାଜର ହାଲ୍ୱା ଖାଇବା ଦ୍ଵାର ମସ୍ତିଷ୍କ ର ସିରା ପ୍ରଶିରା ଗୁଡିକ ମଜବୁତ ହୋଇଥାନ୍ତି । ତେଣୁ ସ୍ମରଣ ଶକ୍ତି କୁ ମଜବୁତ କରିବା ପାଇଁ ଆପଣ ଗାଜର ହାଲ୍ୱା ର ସେବନ ମଧ୍ୟ କରି ପାରନ୍ତି । ତୃତୀୟ ରେ ବନ୍ଧୁଗଣ ରାତିରେ ୧୦ ତ ବାଦାମ କୁ ପାଣି ରେ ଭିଯାଇ ସକାଳେ ଏହାର ଚୋପା ଛଡାଇ, ଏହାକୁ ମିଶ୍ରି ଓ ଲହୁଣୀ ସହ ସେବନ କରିବା ଦ୍ଵାରା ଆପଣ ଙ୍କର ସ୍ମରଣଶକ୍ତି ବଢିଥାଏ । ଗାଈ ର ଶୁଦ୍ଧ ଦେଶୀ ଘିଅ ଦ୍ଵାରା ମୁଣ୍ଡର ମାଲିସ କରିବା ଦ୍ଵାରା ମଧ୍ୟ ସ୍ମରଣ ଶକ୍ତି ବଢିଥାଏ ।
ପଞ୍ଚମ ରେ ଜୀରା, ମିଶ୍ରି ଓ ଅଦା କୁ ବାଟି ଏହି ପେଷ୍ଟ ର ସେବନ କରିବା ଦ୍ଵାରା ଅମଧ୍ୟ ମଣିଷ ର ସ୍ମରଣ ଶକ୍ତି ବୃଦ୍ଧି ପାଇଥାଏ । ସକାଳେ ଉଠି ଅଁଳା ଆଚାର ଖାଇବା ଦ୍ଵାରା ମଧ୍ୟ ସ୍ମୃତି ଶକ୍ତି ବଢିଥାଏ । ଗୁଲକନ୍ଦ କୁ ପ୍ରତିଦିନ ଦିନରେ ୪/୫ ଥର ଖାଇବା ଦ୍ଵାରା ମଧ୍ୟ ଆପଣ ଙ୍କର ସ୍ମରଣ ଶକ୍ତି ବଢି ଯାଇଥାଏ ।
ତେବେ ବନ୍ଧୁଗଣ ଆପଣ ମଧ୍ୟ ଏହି ସବୁ ଉପାୟ ଗୁଡିକୁ ପ୍ରୟୋଗ କରି ନିଜର ସ୍ମରଣ ଶକ୍ତି କୁ ପ୍ରଖର କରନ୍ତୁ । ତେବେ ଆପଣ ମାନଙ୍କୁ ଆମର ଏହି ପୋଷ୍ଟ ତି ଭଲ ଲାଗିଲେ, ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ