ବନ୍ଧୁଗଣ, ଶ୍ରୀ କୃଷ୍ଣ କହିଛନ୍ତି ଯେ ଆତ୍ମା କୁ ଶସ୍ତ୍ର କାଟି ପାରି ନଥାଏ । ଅଗ୍ନି ଜଳାଇ ପାରିନଥାଏ । ଜଳ ଓଦା କରି ପାରି ନଥାଏ । ଏବଂ ବାୟୁ ଶୁଖେଇ ପାରି ନଥାଏ । ଅର୍ଥାତ ମନୁଷ୍ୟ ର ଶରୀରରେ ଥିବା ଆତ୍ମା ଅମର ହୋଇଥାଏ ।
ତାଙ୍କୁ କେହି ମଧ୍ୟ ମାରି ପାରିବେ ନାହିଁ । ମାତ୍ର ମନୁଷ୍ୟର ଶରୀର ଅମର ହୋଇ ନଥାଏ । ତାହାର ମୃ-ତ୍ୟୁ ଗୋଟିଏ ନା ଗୋଟିଏ ଦିନ ଅବଶ୍ୟ ହେବା ଶୁନିଶ୍ଚିତ । ଯାହାର ଜନ୍ମ ହୋଇଛି ତାହାର ମୃ-ତ୍ୟୁ ମଧ୍ୟ ନିଶ୍ଚିତ । ଯେଉଁ ସମୟରେ ମନୁଷ୍ୟ ଏହି ଭୌତିକ ସଂସାରରେ ଜନ୍ମ ନେଇଥାଏ, ସେହି ସମୟରେ ତାର ମୃ-ତ୍ୟୁ ର ସମୟ ତଥା ତାହାର କାରଣ ନିର୍ଦ୍ଧାରିତ ହୋଇଯାଏ । ଏହା ଏକ ଏଭଳି ବାକ୍ୟ ଅଟେ ଯାହା ସମ୍ବନ୍ଧରେ ମନୁଷ୍ୟ ସଂପୂର୍ଣ୍ଣ ତଥ୍ୟ ଜାଣିବା ନିମନ୍ତେ ଜିଜ୍ଞାସା ରଖିଥାଏ ।
ହିନ୍ଦୁ ଧର୍ମ ର ପ୍ରାଚୀନ ଗ୍ରନ୍ଥରେ ମୃ-ତ୍ୟୁ ସମ୍ବନ୍ଧୟ ସମସ୍ତ ଘଟଣା ତଥା ବିଷୟ ବସ୍ତୁ କୁ ଉଜାଗର କରାଯାଇଅଛି । ଗରୁଡ ପୁରାଣ ରେ ଏହି ସବୁ ବିଶେଷ କଥା ସମ୍ବନ୍ଧରେ ବିଶେଷ କଥା କୁହାଯାଇଅଛି ।
୧- ଗରୁଡ ପୁରାଣ ଅନୁଯାୟୀ ଯେତେବେଳେ ମନୁଷ୍ୟ ର ମୃ-ତ୍ୟୁ ତାହାର ନିକଟତର ହୋଇଥାଏ ସେତେବେଳେ ସେ ଶରୀରର ସାହାରା ଛାଡିଦେଇଥାଏ । ଏହିଭଳି ମନୁଷ୍ୟ ଙ୍କୁ ତେଲ ତଥା ପାଣି ରେ ନିଜର ପ୍ରତିବିମ୍ବ ଦେଖାଯାଇ ନଥାଏ । ଯଦି ଏପରି କୌଣସି ବ୍ୟକ୍ତି ଙ୍କ ସହିତ ହେଉଥାଏ ତେବେ ଆପଣ ବୁଝି ଜାଆନ୍ତୁ ଯେ ଆପଣଙ୍କର ଅନ୍ତିମ ସମୟ ଆପଣଙ୍କର ନିକଟସ୍ଥ ହୋଇ ସାରିଛି ।
୨- ଯେବେ କୌଣସି ମନୁଷ୍ୟ ର ମୃ-ତ୍ୟୁ ନିକଟତର ହୋଇଥାଏ ସେତେବେଳେ ତାଙ୍କୁ ନିଜ ପିତୃ ପୁରୁଷ ଙ୍କ ଚାବି ଦେଖାଯାଇଥାଏ । ସେହି ବ୍ୟକ୍ତି ମାନଙ୍କୁ ନିଜ ପିତୃଙ୍କର ଅବସ୍ଥିତି ର ଆଭାସ ହୋଇଥାଏ । ସେମାନେ ତାଙ୍କ ଆଖପାଖ ରେ ରହିଥାନ୍ତି ଏବଂ ସେହି ବ୍ୟକ୍ତି ବିଶେଷ ଜାଣିଥଏ ଯେ ଏବେ ତାହାର ମୃ-ତ୍ୟୁ ନିକଟତର ହୋଇଅଛି ।
୩- ଯେବେ କୌଣସି ବ୍ୟକ୍ତି ର ମୃତ୍ୟୁ ନିକଟତର ହୋଇଥାଏ, ତେବେ ସେହି ବ୍ୟକ୍ତିଙ୍କୁ ଏକ ଅଦ୍ଭୁତ ପ୍ରକାରର ଗନ୍ଧ ପରିଲକ୍ଷିତ ହୋଇଥାଏ । ଏହି ଗନ୍ଧ ତାଙ୍କୁ ଆଦୌ ଭଲ ଲାଗିନଥାଏ ।
୪- ଯେଉଁ ବ୍ୟକ୍ତି ର ଆରପାରି କୁ ଯିବା ସମୟ ଆସିଥାଏ ସେହି ବ୍ୟକ୍ତି ବିଶେଷ ଯଦି ନିଜ ଚେହେରା ଆଇନା ଅଥବା ଦର୍ପଣ ରେ ଦେଖନ୍ତି ତେବେ ସେହି ବ୍ୟକ୍ତି ର ଚେହେରା ବଦଳରେ ଅନ୍ୟ ବ୍ୟକ୍ତି ର ଚେହେରା ଦେଖାଯାଇଥାଏ । ଅଥବା ଅଧିକାଂଶ ସମୟରେ ତାଙ୍କୁ ନିଜର ବିଦ୍ରୁତ ଚେହେରା ନଜର ଆସିଥାଏ । ଏହି ଦର୍ପଣ ତାଙ୍କୁ ଆସୁଥିବା ମୃ-ତ୍ୟୁ ସମ୍ବନ୍ଧରେ ସୂଚନା ଦେଇଥାଏ ।
୫- ଯେତେବେଳେ ମନୁଷ୍ୟ ର ମୃ-ତ୍ୟୁ ନିକଟତର ହୋଇଥାଏ ସେତେବେଳେ ତାହାର ଶରୀର ହାଲ୍କା ଲାଲ ତଥା ହଳଦୀଆ ରଙ୍ଗର ଦେଖାଯାଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ଗୁରୁତ୍ଵପୂର୍ଣ୍ଣ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।
ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ