ବନ୍ଧୁଗଣ, ଆଚାର୍ଯ୍ୟ ଚାଣକ୍ୟ ଏକ ମହାନ ଜ୍ଞାନୀ ଥିଲେ । ସେ ନିଜ ନୀତିଶିକ୍ଷା ମାଧ୍ୟମରେ ରାଜା ଚନ୍ଦ୍ରଗୁପ୍ତ ମୋରୟା ଙ୍କୁ ରାଜଗାଦୀରେ ବସାଇ ଦେଇଥିଲେ । ଜାଣନ୍ତୁ ଆଚାର୍ଯ୍ୟ ଚାଣକ୍ୟ ଙ୍କ ଏକ ମହତ୍ଵପୂର୍ଣ୍ଣ ନୀତି ଯାହା ଆପଣଙ୍କୁ କେଉଁଠି ନା କେଉଁଠି ବହୁତ କାମରେ ଲାଗିପାରିବ । ଅନ୍ୟ କେହି ଆପଣଙ୍କୁ କେତେ ମଧ୍ୟ ମାଗନ୍ତୁ ମାତ୍ର ଆପଣ ଏହି ଜିନିଷ କେବେ ହେଲେ କାହାରୀକୁ ଦିଅନ୍ତୁ ନାହିଁ । ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିବରଣୀ । ଆମ୍ଭ ଶାସ୍ତ୍ର ତଥା ଧର୍ମ ପୁରାଣରେ କିଛି କାର୍ଯ୍ୟ କରିବାକୁ ମନାକରାଯାଇଅଛି ।
ଏଭଳି କିଛି ଜିନିଷ କୁହାଯାଇଅଛି ଯାହାର କେବେ ମଧ୍ୟ ଦାନ କରିବା ଆବଶ୍ୟକ ନୁହେଁ । ଯଦି ଏହି ଜିନିଷ ର ଦାନ କରାଯାଏ ତେବେ ଆମ୍ଭ ଘରେ ଦରିଦ୍ରତା ଆସିଥାଏ । ଯଦି କୌଣସି ବ୍ୟକ୍ତି ସାଂସାରିକ ମୋହମାୟା ଛାଡି ସଂସାରରୁ ଯଦି ଚାଲିଯାଇଥାଏ ତେବେ ତାହାର ପାର୍ଥିବ ଶରୀରର ବ୍ଯତୀତ ତାଙ୍କୁ ନିଜକୁ ଦୂର କରିବାର ମଧ୍ୟ ପରମ୍ପରା ରହିଅଛି । ଏହି ବସ୍ତୁ ମାନଙ୍କୁ ଦାନ ଦିଆଯାଇଥାଏ, ଅଥବା ଏମାନଙ୍କୁ ନଷ୍ଟ କରିଦିଆଯାଇଥାଏ । ମାତ୍ର କଣ ଆପଣ ନିଜ ସହିତ ଜଡିତ ଜିନିଷ ର ଦାନ ବଞ୍ଚିଥାଉ ଥାଉ କରି ପାରିବେ ?
୧;- ଘଡି, ଏହା ସମୟ କହିଥାଏ, ଭଲ ହେଉ ଅଥବା ମନ୍ଦ ଏହା ଆପଣଙ୍କ ପରିସ୍ଥିତି ନିର୍ଦ୍ଧାରିତ କରିଥାଏ । ମାତ୍ର ଘଡି ଯେଉଁ ବ୍ୟକ୍ତି ର ହେଉ ମଧ୍ୟ ତାହା ଉପରେ ତାହାର ସଂପୂର୍ଣ୍ଣ ଅସର ପଡିଥାଏ । ଅନ୍ୟ କାହା ଘଡି କୁ ପିନ୍ଧିବାରୁ ଆପଣଙ୍କ ପ୍ରୋଫେସନାଲ ଲାଇଫ ଉପରେ ପ୍ରଭାବ ପକାଇଥାଏ । ହାତରେ ଏହିଭଳି ଘଡି ବାନ୍ଧିଲେ ଆପଣଙ୍କର ଆର୍ଥିକ ସମସ୍ୟା ସୃଷ୍ଟି ହୋଇପାରେ । ଯଦି ଆପଣ ଏହି ଘଡି ଅନ୍ୟ କାହାକୁ ଦେଉଛନ୍ତି ତେବେ ଏହା ଆପଣଙ୍କ ପାଇଁ କ୍ଷତିକାରକ ହୋଇପାରେ ।
୨;- ପଇସା ଉଧାର ଦେବା, ଶାସ୍ତ୍ର ରେ ଧନ କୁ ମନୁଷ୍ୟ ର ସବୁଠାରୁ ବଡ ଶତ୍ରୁ ବୋଲି କୁହାଯାଇଥାଏ । ଏହା ଏଥିପାଇଁ କାରଣ ଧନ ସବୁ ଦୁଷ୍କର୍ମ ର ଉତ୍ତପତି ଅଟେ । ଏହା କାହାକୁ ନିଜର ବନାଇବାକୁ ଦେଇନଥାଏ । ବିଶେଷ କରି ସମ୍ପର୍କ ମଧ୍ୟରେ ଧନର ଆଦାନ ପ୍ରଦାନ କରିବା କଥା ନୁହେଁ । ସାଧାରଣତ ଧନ ନିଜ ମଧ୍ୟରେ ଥିବା ସୁସମ୍ପର୍କ କୁ ନଷ୍ଟ କରିଦେଇଥାଏ । କେତେକ ଘରେ ଧନ କୁ ହିଁ ସବୁ ସମସ୍ୟା ର ଜଡ ବୋଲି କୁହାଯାଇଥାଏ । ଭାଇ ଭାଇ ମଧ୍ୟରେ ଝଗଡା, ବନ୍ଧୁ ତଥା ସମ୍ପର୍କୀୟ ଙ୍କ ମଧ୍ୟ କ୍ଳେସ ଏହି ଧନ କାରଣରୁ ହିଁ ହୋଇଥାଏ ।
୩;- ନିର୍ବନ୍ଧ ଆଙ୍ଗୁଠି, ବନ୍ଧୁଗଣ ଏହା ଏକ ଏଭଳି ଜିନିଷ ଅଟେ ଯାହାକୁ ପ୍ରତ୍ୟକ ଝିଅ ନିଜ ହେବାକୁ ଯାଉଥିବା ସ୍ଵାମୀ ଅଥବା ନିଜ ପ୍ରେମୀ ଠାରୁ ଆଶା ରଖିଥାଏ । ଏହି ପ୍ରେମ ସନ୍ତକ ଟି ତାହା ପାଇଁ ବହୁତ ଖାସ ହୋଇଥାଏ । ଆପଣଙ୍କ ପକ୍ଷେ ଯେତେ ହେବ ସେତେ ହିଁ କରିବେ । ମାତ୍ର ଆପଣଙ୍କ ସ୍ତ୍ରୀ ନିମନ୍ତେ ତାହା କିଣନ୍ତୁ ଯାହା ଆପଣଙ୍କ ନିୟନ୍ତ୍ରଣ ରେ ଥିବ । ବାହାର ର ଖର୍ଚ୍ଚ ତଥା ଉଧାର କରି ଆପଣଙ୍କ ସ୍ତ୍ରୀ କୁ ଖୁସି କରାନ୍ତୁ ନାହିଁ ଏହା ଆପଣଙ୍କ ନିମନ୍ତେ ଅସୁବିଧା ସୃଷ୍ଟି କରିପାରେ ।
ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ