Chanakya Niti- କେହି କେତେ ମାଗିଲେ ବି ଏହି 1 ଜିନିଷ କେବେ ବି ଭୁଲରେ କାହାକୁ ଦେବେ ନାହିଁ

ଆମ ଶାସ୍ତ୍ର ଓ ଧର୍ମ ପୁରାଣ ଗୁଡିକରେ କେତେକ କାର୍ଯ୍ୟ ରହିଛି ଯାହା କରିବା ପାଇଁ ବାରଣ କରାଯାଇଛି । ଏପରି କିଛି ବସ୍ତୁ ରହିଛି ଯାହା କେବେ ମଧ୍ୟ କାହାକୁ ଦାନ କରିବା ଉଚିତ୍ ନୁହେଁ । ସେହି ବସ୍ତୁ ଗୁଡିକ ଯଦି ଦାନ କରାଯାଏ ତେବେ ଘରେ ଦରିଦ୍ରତା ଆସିପାରେ ।

ଆମ ବେଦ ଓ ଶାସ୍ତ୍ରରେ ଏପରି କିଛି ବିଷୟ ରହିଛି ଯାହା ଆପଣଙ୍କୁ ଜାଣିବା ନିହାତି ଜରୁରୀ ଅଟେ ।  ଯଦି କେଉଁ ବ୍ୟକ୍ତି ସାଂସାରିକ ମୋହ ମାୟା ପରିତ୍ୟାଗ କରି ସଂସାରରୁ ଚାଲିଯାଏ, ତେବେ ତାର ପାର୍ଥିବ ଶରୀର ସହ ତା ସହ ଜଡିତ ଥିବା ବସ୍ତୁଗୁଡିକୁ ମଧ୍ୟ ଦୂରେଇ ଦେବାର ପରମ୍ପରା ରହିଛି । ସେହି ବସ୍ତୁ ଗୁଡିକୁ ଦାନ ଆକାରରେ ଦିଆ ହୋଇଯାଏ ନଚେତ ସେଗୁଡିକ ନଷ୍ଟ କରି ଦିଆଯାଏ । 

ମାତ୍ର ଆମେ ବଞ୍ଚିଥିବା ଅବସ୍ଥାରେ ଏପରି କିଛି ବସ୍ତୁ ରହିଛି ଯାହା ଦାନ କରିବା ଦ୍ଵାରା ଘରେ ଭୟଙ୍କର ଦରିଦ୍ରତା ଆସିଥାଏ । ଘଡି ସମୟ ଜଣାଇ ଦେଇଥାଏ । ମାତ୍ର ତାହା ଭଲ ବା ମନ୍ଦ ଏହା ଆପଣଙ୍କ ପରିସ୍ଥିତି ଉପରେ ନିର୍ଭର କରେ । ଘଡିର ପ୍ରଭାବ ଏହାକୁ ପରିଧାନ କରୁଥିବା ବ୍ୟକ୍ତି ଉପରେ ସଂପୂର୍ଣ୍ଣ ଭାବେ ରହିଥାଏ । ଅନ୍ୟ କାହାର ଘଡି ପିନ୍ଧିବା ଦ୍ଵାରା ଆପଣଙ୍କ କାର୍ଯ୍ୟ କ୍ଷେତ୍ରରେ ତାହାର ପ୍ରଭାବ ପଡିପାରେ । ସେହିପରି ନିଜ ଘଡିକୁ ମଧ୍ୟ ଅନ୍ୟକୁ ଦେବା ଆପଣଙ୍କ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ ।

ଦ୍ବିତୀୟରେ, ଶାସ୍ତ୍ରରେ ଧନକୁ ମନୁଷ୍ୟର ସବୁଠୁ ବଡ ଶତ୍ରୁ ବୋଲି କୁହାଯାଇଛି । କାରଣ ଧନ ହିଁ ସମସ୍ତ ଦୁଷ୍କର୍ମର ଉତ୍ପତି ଅଟେ । ବିଶେଷ କରି ସମ୍ପର୍କ ମଧ୍ୟରେ ଧନ ଦେବା ନେବା କରିବା ଉଚିତ୍ ନୁହେଁ । ଧନ ପରସ୍ପର ମଧ୍ୟରେ ଥିବା ପ୍ରେମ ନଷ୍ଟ କରିଦିଏ ଓ ଘର ମାନଙ୍କରେ ଧନ ହିଁ ସବୁ ସମସ୍ୟାର ଜଡ ହୋଇଥାଏ । ଭାଇ ଭାଇ ମଧ୍ୟରେ କଳି, ବନ୍ଧୁତା ଓ ସମ୍ପର୍କୀୟଙ୍କ ମଧ୍ୟରେ କ୍ଲେଶ ଏହି ଧନ ଯୋଗୁଁ ହିଁ ହୋଇଥାଏ । 

ତାପରେ ହେଉଛି ନିର୍ବନ୍ଧ ମୁଦି । ଏହା ଏକ ଏପରି ଜିନିଷ ଯାହା ଗୋଟେ ଝିଅ ପାଇଁ ଅତ୍ୟନ୍ତ ମୂଲ୍ୟବାନ ହୋଇଥାଏ । ମାତ୍ର ଆପଣ ଯେତିକି କରି ପାରିବେ ସେତିକି କରନ୍ତୁ । ଅଧିକ କରିବାକୁ ଚେଷ୍ଟା କରିବା ବାହାଦୁରି ନୁହେଁ, ମାତ୍ର ମୂର୍ଖତା ଅଟେ । ଆପଣଙ୍କ ପତ୍ନୀଙ୍କ ପାଇଁ ଆପଣ ଯେତିକି ପାରିବେ ସେତିକି କରନ୍ତୁ। ସୀମା ବାହାରେ ଉଧାର କରିବା ବା ଖର୍ଚ୍ଚ ଆପଣଙ୍କୁ ସମସ୍ୟାରେ ପକାଇ ଦେବା । 

ପେନ୍ ଓ ପେନସିଲ ମଧ୍ୟ ଆମ ଦୈନନ୍ଦିନ ଜୀବନରେ ଖୁବ ଗୁରୁତ୍ଵ ରହିଛି । ଏହାକୁ ମଧ୍ୟ କାହାକୁ ଦାନ କରନ୍ତୁ ନାହିଁ । ଅନ୍ୟକୁ ଏହା ଦେବା ଅର୍ଥ ହେଉଛି ଆର୍ଥିକ ସମସ୍ଯା ଗୁଡିକୁ ନିମନ୍ତ୍ରଣ କରିବା । ସେଥିପାଇଁ କେବେ କାହାଠୁ ପେନ୍ ନିଅନ୍ତୁ ନାହିଁ କି କାହାକୁ ନିଜ ପେନ୍ ମଧ୍ୟ ବାଣ୍ଟନ୍ତୁ ନାହିଁ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *