ଜୀବନରେ ସଫଳ ହେବାକୁ ଚାହୁଁଥିଲେ, ଥରେ ପଢିନିଅନ୍ତୁ ଏହି କଥା, କେହି ଅଟକାଇ ପାରିବେ ନାହିଁ- Krishna Vani

ଭଗବାନ ଶ୍ରୀକୃଷ୍ଣ ଅନେକ ଜ୍ଞାନ ମାନବ ସମାଜକୁ ଦେଇଛନ୍ତି । ଜୀବନକୁ ପ୍ରତି ମୁହୂର୍ତ୍ତରେ ବଦଳେଇବାର କିଛି ନୂତନ ତଥ୍ୟ । ଆମେ ଏକ ଏପରି ସମାଜରେ ରହିଥାନ୍ତି, ଯେଉଁଠି ସୁନ୍ଦରତାକୁ ରଙ୍ଗରେ ଦେଖାଯାଇଥାଏ ।

ଶିକ୍ଷ୍ୟାକୁ ମାର୍କରେ ତୁଳନା କରାଯାଇ ଥାଏ । ଏହିପରି ବ୍ୟବସ୍ଥା ହେବାଦ୍ୱାରା ଅନେକ ବ୍ୟକ୍ତି ସଫଳ ହେଇଥାନ୍ତି ସତ ମାତ୍ର ଅନେକ ବ୍ୟକ୍ତି ମଧ୍ୟ ଅସଫଳ ହେଇଥାନ୍ତି । ସମ୍ମାନକୁ ମଧ୍ୟ ଟଙ୍କା ରେ ତୁଳନା କରାଯାଇ ଥାଏ । ଏହାଦ୍ୱାରା ମଧ୍ୟ କାହାକୁ କେତେ ସଂମାନ ଦିଆଯିବ କେହି ଜାଣନ୍ତିନାହିଁ । ଜେବେକି ଜୀବନର ସତ୍ୟ ତାହା ଅଟେ କି ଆପଣଙ୍କର ପରିଚୟ ଆପଣଙ୍କର କର୍ମରୁ ହି ମିଳିଥାଏ । କାରଣ କର୍ମ ହିଁ ଭଗବାନ ହୋଇଥାଏ କର୍ମକୁ ଆଧାର କରି ମଣିଷ କୁ ଫଳ ମିଳିଥାଏ ।

ମଣିଷ ସବୁବେଳେ ଭୁଲ କାମକରି ଅନ୍ୟକୁ ଦୋଷ ଦେବା ଅପେକ୍ଷା ନିଜର କର୍ମକୁ ଦୋଷଦେବା ଉଚିତ । ଯଦି ଏ ପରି ହୋଇଥାନ୍ତା ତାହାଲେ ଗୋଟିଏ ନାମରେ ହଜାରେ ଲୋକଥାନ୍ତେ ।ସେଇଥିପାଇଁ ନିଜର କର୍ମ ଉପରେ ଦୃଷ୍ଟିଦିଅ । ଏବଂ ସର୍ବଦା ନିଜର ପରିଶ୍ରମ ଉପରେ ଦୃଷ୍ଟି ଦିଅ । ଯଦି ନିଜ ଜୀବନରେ କିଛି ବଡ କରିବାର ଅଛି ତାହାଲେ ଅନ୍ୟ ଉପରେ ନିର୍ଭର ନକରି ନିଜର ପରିଶ୍ରମ ଉପରେ ନିର୍ଭର କର । କାରଣ ଭଗବାନ ଏଭଳି ନିଷ୍ଠୁର ନୁହନ୍ତି କି କର୍ମର ଫଳ ବୃଥା ଯିବ । ପରିଶ୍ରମ ଆଗରେ ଭାଗ୍ୟର ଏଭଳି ଶକ୍ତି ନାହିଁ କି ଯେ ସେ ଆପଣଙ୍କର ପରିଶ୍ରମର ଫଳ ଦେବାରେ ଅଟକାଇପାରିବ ।

ଯଦି ଜୀବନରେ କିଛି ଭଲ ନାହିଁ ତ କଣ ହେଲା ପରିଶ୍ରମ କରି ତାକୁ ଭଲ ବାଟକୁ ଆଣିବାକୁ ପଡିଥାଏ । କେହିଜଣେ କହିଅଛି କି ଆକାଶରେ ଖୋଜ ନାହିଁ ନିଜର ସ୍ୱପ୍ନକୁ, ସ୍ବପ୍ନ ପାଇଁ ମାଟି ଦରକାର ଅଛି । ସବୁକିଛି ମିଳିଯାଇ ତ ବଞ୍ଚିବାର ମାନେ କଣ କିଛି ନା କିଛି କମ ଥିବାର ଆବଶ୍ୟକ ଅଛି । ଯଦି ଜୀବନରେ କିଛି ସମସ୍ୟା ଅଛି ତାହାଲେ ତାକୁ ଦୂର କରିବାକୁ ଚେଷ୍ଟା କର ମାତ୍ର ନିଜେ ଭାଙ୍ଗି ପଡି ସେହି ସମସ୍ୟା ବିଷୟରେ ଚିନ୍ତା କରନ୍ତୁ ନାହିଁ ।

ଏହା ଦ୍ୱାରା ନିଜର ସମସ୍ୟାର ତ ସମାଧାନ ହୋଇପାରିବନୀ ନା ତେଣୁକାରି ସେହି ସମସ୍ୟାକୁ ସମାଧାନ କରିବାକୁ ଚେଷ୍ଟା କର । କାରଣ ସମସ୍ୟା ଯେଉଁଠାରେ ଥାଏ ସମାଧାନ ମଧ୍ୟ ସେହିଠାରେ ହୋଇଥାଏ । ସବୁବେଳେ ଯାହା ହୋଇଥାଏ ତାହା ଭଲ ପାଇଁ ହିଁ ହୋଇଥାଏ । ମାତ୍ର ଏମିତି କିଛି କଥା ଅଛି ଯାହାକି ବର୍ତ୍ତମାନ ପାଇଁ ଖରାପ ହୋଇପାରେ ମାତ୍ର ଭବିଷ୍ୟତ ପାଇଁ ତାହା ଉଚିତ ସାଧ୍ୟ ହୋଇଥାଏ । କିନ୍ତୁ ସମୟ ଆସିଲେ ସେ ସବୁ ଜଣାପଡିଯିବକି ଯାହାସବୁ ହୋଇଥିଲା ତାହା ଭଲ ପାଇଁ ହିଁ ହୋଇଥିଲା ।

ନିଜର ମୂଲ୍ୟବାନ ସମୟକୁ କେବେବି ବର୍ବାଦ କରନ୍ତୁନାହିଁ । ନିଜ ପାଖରେ ସ୍ମାର୍ଟ ଫୋନ ଅଛି ତ ଆପଣ କିଛି ଭଲ ଜିନିଷ କରିପାରିବେ । ମାତ୍ର ଏପରି ଲୋକ ଅଛନ୍ତି କି ସ୍ମାର୍ଟଫୋନ କୁ ଉଚିତ କାମ ରେ ଲଗାଇବା ବଦଳରେ ନିଜର ସବୁ ମୂଲ୍ୟ ବାନ ସମୟ ଏହିଠାରେ ହିଁ ବ୍ୟକ୍ତ କରିଥାନ୍ତି ।

ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *