ବନ୍ଧୁଗଣ, ଆମ ଦେଶ ଭାରତରେ ପଶୁପକ୍ଷୀ ମାନଙ୍କୁ ବହୁତ ମହତ୍ଵ ଦିଆଯାଇଥାଏ । ହିନ୍ଦୁ ଧର୍ମ ର ଦେବୀ ଦେବତା ମାନେ ମଧ୍ୟ କେତେକ ପଶୁ ପକ୍ଷୀ ଙ୍କୁ ନିଜର ବାହାନ କରିଥାନ୍ତି । ପୁରାଣ ଶାସ୍ତ୍ର ଅନୁଯାୟୀ ପଶୁ ପକ୍ଷୀ ଙ୍କୁ ମାରିବା ପାପ ବୋଲି ବର୍ଣ୍ଣନା କରାଯାଇଅଛି । ଝିଟିପିଟି ମାନଙ୍କ ବିଷୟରେ କିଛି ବିଶେଷ କଥା କୁହାଯାଇଅଛି । ଝିଟିପିଟି ମାନେ ଆପଣଙ୍କ ଘରକୁ ଆସୁଥିବା ଖରାପ ସଙ୍କେତ ର ସୂଚନା ଦେଇଥାନ୍ତି ।
ପୁରାଣ ଶାସ୍ତ୍ର ରେ ମନୁଷ୍ୟର କେଉଁ କେଉଁ ଅଙ୍ଗରେ ଝିଟିପିଟି ପଡିଲେ କଣ ହୋଇଥାଏ ସେ ସବୁ ବର୍ଣ୍ଣନା କରା ଯାଇଅଛି ।୧- ଶାସ୍ତ୍ର ଅନୁଯାୟୀ ଯଦି ଆପଣ ଭୋଜନ କରୁଥିବା ସମୟରେ ଆପଣଙ୍କ ଘରେ ଝିଟିପିଟି ଶବ୍ଦ କରିଥାଏ ତେବେ ଆପଣଙ୍କ ଘରକୁ ଶୁଭ ସମାଚାର ଆସିବାକୁ ଯାଉଅଛି ।୨- ଯଦି ଝିଟିପିଟି ସଂଗମ ହେବାର ଆପଣ ଦେଖନ୍ତି ତେବେ ଆପଣଙ୍କ ପୁରୁଣା ବନ୍ଧୁଙ୍କ ସହିତ ଆପଣ ଙ୍କ ଭେଟ ହୋଇପାରେ ।
୩- ଯଦି ୨ ଟି ଝିଟିପିଟି ଝଗଡା କରୁଥିବାର ଆପଣ ଦେଖିଥାନ୍ତି ତେବେ ଆପଣ ନିଜ ପ୍ରିୟଜନ ଠାରୁ ଅଲଗା ହେବାର ଦୁଖ ସହିବାକୁ ପଡିଥାଏ ।
୪- ଯଦି ଆପଣ ନୂତନ ଘର କୁ ପ୍ରବେଶ କରିବାକୁ ଯାଉଅଛନ୍ତି ତେବେ ଆପଣଙ୍କ ଘରର ମୁରବୀ ଙ୍କୁ ଝିଟିପିଟି ମରିଥିବାର ଦେଖା ଯାଇଥାଏ ତେବେ ସେହି ଘରକୁ ଗଲେ ଆପଣ ରୋଗରେ ପଡି ଥିବାର ସୂଚନା ଦେଇଥାଏ ।
୫- ଯଦି ମଥାରେ ଝିଟିପିଟି ପଡେ ତେବେ ବହୁତ ବଡ ସମ୍ପତି ର ପ୍ରାପ୍ତି ହୋଇଥାଏ ।
୬- ଯଦି କାନରେ ଝିଟିପିଟି ପଡିଯାଏ ତେବେ ସ୍ଵର୍ଣ୍ଣ ଅଭୂଷଣ ର ପ୍ରାପ୍ତି ହୋଇଥାଏ ।
୭- ଯଦି ଡାହାଣ ଆଖିରେ ଝିଟିପିଟି ପଡିଯାଏ ତେବେ କୌଣସି ଭଲ ବନ୍ଧୁଙ୍କ ସହିତ ଆପଣଙ୍କର ଭେଟ ହେବାକୁ ଯାଉଅଛି । ବାମ ଆଖିରେ ଝିଟିପିଟି ପଡିଲେ କୌଣସି ବଡ କ୍ଷତି ର ସଂକେତ ଦେଇଥାଏ ।
୮- ଯଦି ନାକରେ ଝିଟିପିଟି ପଡିଯାଏ ତେବେ ଭାଗ୍ୟ ଉଦୟ ହୋଇଯାଏ ।
୯- ମୁଖରେ ଝିଟିପିଟି ପଡିଲେ ମଧୁର ଭୋଜନ ର ପ୍ରାପ୍ତି ହୋଇଥାଏ ।
୧୦- ଯଦି ବାମ ଗାଲରେ ଝିଟିପିଟି ପଡିଯାଏ ତେବେ ବହୁତ ପୁରୁଣା ବନ୍ଧୁଙ୍କ ସହିତ ଭେଟା ହେବାକୁ ଯାଉଅଛି । ଡାହାଣ ପଟ ଗାଲରେ ପଡିଲେ ମନୁଷ୍ୟ ର ଆୟୁ ବୃଦ୍ଧି ହୋଇଥାଏ ।
୧୧- ମନୁଷ୍ୟ ର ଗଲା ରେ ଝିଟିପିଟି ପଡିଲେ ଯଶ ତଥା ସୌଭାଗ୍ୟ ପ୍ରାପ୍ତି ହୋଇଥାଏ ।
୧୨- ପୁରୁଷ ଙ୍କ ଦାଢିରେ ଝିଟିପିଟି ପଡିଲେ ଭୟାବହ ପରିସ୍ଥିତି ର ସାମ୍ନା କରିବାକୁ ହୋଇଥାଏ ।
୧୩- ନିଶ ରେ ଝିଟିପିଟି ପଡିଲେ ମନ ସନମାନ ର ପ୍ରାପ୍ତି ହୋଇଥାଏ ।
୧୪- ଯଦି କାନ୍ଧରେ ଝିଟିପିଟି ପଡିଯାଏ ତେବେ ଶତ୍ରୁ ମାନଙ୍କର ବିନାଶ ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିବରଣୀ ଟି ଭଲ ଲାଗୁଥିଲେ ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।