ନମସ୍କାର ବନ୍ଧୁଗଣ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କିଛି ସାଧାରଣ ଜ୍ଞାନ,ମଜାଦାର,ରହସ୍ୟମୟ,କୌତୁକ ପୂର୍ଣ ପ୍ରଶ୍ନ ଏବଂ ଉତ୍ତର ।ଆଜି କାଲି ସବୁଆଡେ ନିଜର ଜ୍ଞାନ ରଖିବା ଉଚିତ । ବନ୍ଧୁଗଣ ସାଧାରଣ ଜ୍ଞାନ ପ୍ରଶ୍ନ ଉତ୍ତର ଆମ ସଭିଙ୍କ ପାଇଁ ବହୁତ ଜରୁରୀ ହୋଇଥାଏ । ଅନେକ ସରକାରୀ,ବେସରକାରୀ ପରୀକ୍ଷା ତଥା IAS, OAS ଇତ୍ୟାଦି ଇଣ୍ଟରଭିଉ ପରୀକ୍ଷା ରେ ଏହି ପ୍ରଶ୍ନ ଗୁଡିକ ପଚରା ଯାଇଥାଏ । ତେବେ ଆସନ୍ତୁ ଏଗୁଡିକ ଆଲୋଚନା କରିବା
1 . ଖରିଫ ଫସ ରେ କେଉଁଟି ଚାଷ ହୁଏ ?
ଉତ୍ତର : ମକ୍କା
2 . ବାଜରା ଫସଲ କେବେ ଅମଳ ହୁଏ ?
ଉତ୍ତର : ଅକ୍ଟୋବର – ନଭେମ୍ବର
3 . ଇସ୍କିମୋ ଘରଗୁଡ଼ିକ କେଉଁଥିରେ ନିର୍ମାଣ କରାଯାଇ ଥାଏ ?
ଉତ୍ତର : ବରଫ
4 . ଦିଲ୍ଲୀ ପୂର୍ବରୁ କଣ ଭାରତର ରାଜଧାନୀ ଥିଲା ?
ଉତ୍ତର : କଲିକତା
5 . ଲାଲ୍ ଟ୍ରିକୋଡ୍ (∆) କେଉଁ ସମ୍ବନ୍ଧୀୟ ଅଟେ ?
ଉତ୍ତର : ପାରିବାରିକ କଲ୍ୟାଣ
6 . କଣ୍ଟୁର୍ ରେଖା କଣ ଦର୍ଶାଇ ଥାଏ ?
ଉତ୍ତର : ସମୁଦ୍ର ପତ୍ତନଠାରୁ ସମାନ ଉଚ୍ଚତା ଏବଂ ଆକାର ସ୍ଥାନରୁ
7 . କାବେରୀ ନଦୀ ପ୍ରବାହିତ ହେଉଛି ?
ଉତ୍ତର-ଦକ୍ଷିଣରେ
8 . ମହାଭାରତର ଲେଖକ କିଏ ?
ଉତ୍ତର : ବେଦବ୍ୟାସ
9 . କେଉଁ ଜନଜାତି ସାଧାରଣତ ଶ୍ରୀଲଙ୍କାରେ ଦେଖାଯାଏ ?
ଉତ୍ତର : ସିହ୍ନାଲ୍
10 . ହୋଲିକା ଡାହାନ ସମୟରେ କେଉଁ ଶସ୍ୟ ପୋଡ଼ା ଯାଏ ?
ଉତ୍ତର : ବାଜରା ।
11 . ଏକ ସାମୁଦ୍ରିକ ଜାହାଜ ହାରାହାରି କେତେ ଦେଇଥାଏ ?
ଉତ୍ତର : 1 ଲିଟରରେ କେବଳ 83 ମିଟର
12 . ଝିଅମାନେ କାହିଁକି ଟାଇଟ ପୋଷାକ ପିନ୍ଧନ୍ତି ? – ପୁଅମାନଙ୍କୁ ଅଧିକ ଆକର୍ଷିତ କରିବା ପାଇଁ ଏବଂ ପତଳା ଏବଂ ସେକ୍ସି ଦେଖାଯିବା ପାଇଁ ।
ଆମେ ଆପଣଙ୍କ ପାଇଁ ଏଭଳି ଆଇଏସ ପରୀକ୍ଷା ପ୍ରଶ୍ନ,ଓଡ଼ିଆ ଖବର, ଜରୁରୀ ସୂଚନା,ରାଶିଫଳ,ସ୍ୱାସ୍ଥ୍ୟ ଟିପ୍ସ,ଶିକ୍ଷଣୀୟ କଥା ସବୁବେଳେ ନେଇ ଆସୁ, ଭଲ ଲାଗିଲେ ଆମକୁ ଲାଇକ ଏବଂ ଫଲୋ କରିବା ପାଇଁ ଆଦୌ ଭୁଲନ୍ତୁ ନାହିଁ । ସେୟାର୍ କରି ନିଜ ପରିଜନ ଙ୍କ ନିକଟରେ ନିଶ୍ଚୟ ପହଞ୍ଚାନ୍ତୁ, ଧନ୍ୟବାଦ ।