ବନ୍ଧୁଗଣ, ସାଧାରଣତ ଝିଅ ର ବାହାଘର ସବୁ ବାପା ମା ଙ୍କ ଜୀବନରେ ବହୁତ ବଡ ଖୁଶିର ବିଷୟ ହୋଇଥାଏ । ଗୋଟିଏ ପଟେ ଝିଅର ଘର ବସିବ ବୋଲି ବାପା ମା ଖୁସି ଥାନ୍ତି ଅନ୍ୟ ପଟେ ଝିଅ କୁ ବିଦା କରିବା ନିମନ୍ତେ ଦୁଖ ମଧ୍ୟ ପ୍ରକାଶ କରିଥାନ୍ତି । ସବୁ ବାପା ମା ନିଜ ଝିଅ ର ବାହାଘର ବହୁତ ବଡ ଧୂମଧାମରେ କହିବା ନିମନ୍ତେ ସ୍ଵପ୍ନ ଦେଖିଥାନ୍ତି । ଏହା ସହିତ ଝିଅ କୁ ବହୁତ ସ୍ନେହ ଆଦର ଦେଇ ତାକୁ ବିଦା କରିଥାନ୍ତି ।
ଝିଅ ମାନଙ୍କୁ ବାପା ମା ନିଜ ସାମର୍ଥ୍ୟ ଅନୁସାରେ ପାଳି ପୋଷି ବଡ କରିଥାନ୍ତି । ଝିଅ କୁ ସମସ୍ତ ଜିନିଷ ନିଜ ସାମର୍ଥ୍ୟ ଅନୁଯାୟୀ ଦେବାକୁ ଚେଷ୍ଟା କରିଥାନ୍ତି । ଯେତେବେଳେ ଝିଅଟି ନିଜ ଶାସୁ ଘରକୁ ଯାଉଅଛି ସେତେବେଳେ ମଧ୍ୟ ଝିଅ ଟି ଯାହା ଇଛା କରିଥାଏ, ସେହି ଜିନିଷ ସହିତ ବାପା ମା ସଂସ୍କାର, ପାରିବାରିକ ଏବଂ ବୈବହାରିକ କଥା ମଧ୍ୟ ନିଜ ସାଙ୍ଗରେ ଦେଇ ଶାଶୁ ଘରକୁ ପଠାଇଥାନ୍ତି ।
ଏହା ତାହାର ଆଗାମୀ ଦିନରେ ବହୁତ ଉପଯୋଗୀ ହୋଇଥାଏ । ମାତ୍ର କିଛି ବିଶେଷ ଜିନିଷ ରହିଅଛି ଯାହାକୁ ଆପଣ ଝିଅ କୁ ଦେବା ଆଦୌ ଉଚିତ ନୁହେଁ । ଆସନ୍ତୁ ଜାଣିନେବା ତାହା କଣ ଅଟେ ? ୧- ଆପଣ ମାନେ ଝିଅ ର ବିଦା ସମୟରେ ତାଙ୍କୁ ମାତା ଅର୍ଣ୍ଣପୂର୍ଣ୍ଣା ର ମୂର୍ତ୍ତି ଅବଶ୍ୟ ଦିଅନ୍ତୁ । ଏହା ଫଳରେ ଝିଅର ଶାଶୁ ଘର ସବୁବେଳେ ଧନସମ୍ପତ୍ତି ରେ ଭରପୁର ହୋଇ ରହିବ ।
୨- ଅନେକ ବାପା ମା ନିଜ ଝିଅ କୁ ବାଳକୃଷ୍ଣ ର ଫଟୋଚିତ୍ର ଦେଇଥାନ୍ତି ଏହାର ଅର୍ଥ ହେଉଅଛି ଯେ ତାଙ୍କ ଘରେ ଖୁବ ଶୀଘ୍ର ଛୋଟ ଛୁଆ ର ଆଗମନ ହେଉ ଏହା ଚିନ୍ତା କରି ସେମାନେ ନିଜ ଝିଅକୁ ଏହି ମୂର୍ତ୍ତି ଦେଇଥାନ୍ତି ।
୩- ଆପଣ ନିଜ ଝିଅ କୁ ତ୍ୟାଗ ଏବଂ ଜୀବନ ର ମହତ୍ଵ କୁ ବୁଝାଉଥିବା ପୁସ୍ତକ ରାମାୟଣ ନିଶ୍ଚିତ ଭାବରେ ଦେବା ଆବଶ୍ୟକ ।
୪- ଆପଣ ଗଣେଶ ଙ୍କ ମୂର୍ତ୍ତି ନିଜ ଝିଅ ଙ୍କୁ ଦିଅନ୍ତୁ ନାହିଁ । କାରଣ ପୂଜା ପାଠ ସମୟରେ ଗଣେଶ ଙ୍କ ସହିତ ମାତା ଲକ୍ଷ୍ମୀ ଙ୍କୁ ପୂଜା କରାଯାଇଥାଏ । ଏଣୁ ଯଦି ଆପଣ ଗଣେଶ ଙ୍କ ମୂର୍ତ୍ତି ଦିଅନ୍ତି ତେବେ ଆପଣଙ୍କ ଘରୁ ମାତା ଲକ୍ଷ୍ମୀ ମଧ୍ୟ ପଳାଇଥାନ୍ତି । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ