ବିବାହ ପୂର୍ବରୁ ଝିଅ ଦେଖିବାକୁ ଯାଉଛନ୍ତି ତ ନିଶ୍ଚୟ ପଚାରନ୍ତୁ ଏହି 4 ପ୍ରଶ୍ନ, ବୈବାହିକ ଜୀବନ ହେବ ସୁଖମୟ

ବିବାହ ହେଉଛି ଏକ ପବିତ୍ର ବନ୍ଧନ ଯାହା ଜୀବନରେ ମାତ୍ର ଥରେ ହୋଇଥାଏ । କିନ୍ତୁ ବିବାହ ପୂର୍ବରୁ ପୁଅ ଓ ଝିଅଙ୍କ ଅମଧ୍ୟରେ ତାଳମେଳ ଠିକ ରହିବା ଉଚିତ । ପୁଅ ଓ ଝିଅ ଉଭୟ ପରସ୍ପର ସହ ଆଲୋଚନା କରିବା ଉଚିତ । ଚାଣକ୍ୟ ଜଣେ ମହାନ ଜ୍ଞାନୀ ଥିଲେ । ସେ ନିଜର ବୁଦ୍ଧି ବଳରେ ରାଜା ଚନ୍ଦ୍ରଗୁପ୍ତଙ୍କୁ ରାଜଗାଦିରେ ବସାଇଥିଲେ । ତାଙ୍କ ଦ୍ଵାରା ରହକିତା ଚାଣକ୍ୟ ନୀତିରେ ଏମିତି ଅନେକ ନିୟମ ଉଲେଖ କରା ଯାଇଛି ଯାହା ମାନବ ସମାଜର କଲ୍ୟାଣରେ ଆସିଥାଏ ।

ଚାଣକ୍ୟ ନୀତି ଅନୁସାରେ ବିବାହ ପୂର୍ବରୁ ଝିଅ ଦେଖିବାକୁ ଯିବା ସମୟରେ କେଉଁ ପ୍ରଶ୍ନ ପଚାରିବା ଉଚିତ ତାହା ଆଲୋଚନା କରିବାକୁ ଯାଉଛୁ । ୧- ଝିଅ ଦେଖିବାକୁ ଯିବା ସମୟରେ ପ୍ରଥମ ପ୍ରଶ୍ନ ଏହା ଯେ କଣ ସେ ଏହି ବିବାହରେ ଖୁସି ଅଛି । କାରଣ ଏମିତି ମାନଯାଏ କି ଝିଅ ବିବାହର ସ୍ଥିର ତାର ପରିବାର ଲୋକେ କରିଥାନ୍ତି । ଝିଅର କଥା କହିବାର ଶୈଳୀ ଓ ଭାବନାରୁ ତାର ମନ କଥା ଜଣା ପଡିଥାଏ । ତେଣୁ ଝିଅ ବିବାହ ପାଇଁ ରାଜି ଅଛି କି ନାହି ତାହା ଜାଣିବା ପୁଅର ନିହାତି ଜରୁରୀ ଅଟେ ।

୨- ଯଦି ଆପଣ ବିବାହ କରିବାକୁ ଝିଅ ଦେଖିବାକୁ ଯାଉଛନ୍ତି ତେବେ ଦିତୀୟ ପ୍ରଶ୍ନ ହେଉଛି ସେ ପୁଅ ଭିତରେ କଣ ଦେଖୁଛି ବା ତାଙ୍କୁ କେଉଁ ଭଳି ପୁଅ ପସନ୍ଦ ହୋଇଥାଏ । ଯେମିତିକି ଝିଅ ସୁନ୍ଦର କି ଧନୀ ପୁଅ ବା ମଧ୍ୟମ ଧରଣର ପୁଅ ପସନ୍ଦ କରନ୍ତି । ଏହା ଦ୍ଵାରା ଜୀବନ ସାଥି ବାଛିବାରେ ସହଜ ହୋଥାଏ ।

୩- ତୃତୀୟ ପ୍ରଶ୍ନ ହେଉଛି ଚାଣକ୍ୟ ନୀତି ଅନୁସାରେ ଝିଅ ଶାକାହାରୀ ନା ମାଂସାହାରୀ ଅଟେ । ଯଦି ଝିଅଟି ମାଂସାହାରୀ ହୋଇଥାଏ ତେବେ ସେ ଶାକାହାରୀ ଭଳି ଜୀବନ କରିପାରିବ କି ନାହି । ଯଦି ଝିଅ ମାଂସାହାରୀ ତାକୁ କଣ ସେଭଳି ପୁଅ ଦରକାର । ଏହି କଥା ଜାଣିବା ପରେ ବିବାହ ପାଇଁ ହଁ କରିବା ଉଚିତ ।

୪- ଚାଣକ୍ୟ ନୀତି ଅନୁସାରେ ଝିଅର ପସନ୍ଦ ନାପସନ୍ଦ ଜାଣିବା ନିହାତି ଜରୁରୀ ଅଟେ । ଯେମିତିକି ଝିଅକୁ କେମିତି ଜୀବନ ଶୈଳୀ ପସନ୍ଦ, ଖାଇବାରେ କଣ ପସନ୍ଦ, କେମିତି କପଡା ପିନ୍ଧିବା ପସନ୍ଦ, ଶାନ୍ତ ବା ରୋମାନ୍ସ ଭରା ଜୀବନ ପସନ୍ଦ ଇତ୍ୟାଦି । ଏହି ଛୋଟ କଟାହରୁ ଦୁହିଙ୍କର ଅନୁରୂପତା ବିଷୟରେ ଯାନୀହୁଏ । ଏହା ସହ ଝିଅର ରୋଜଗାର ବିଷୟରେ ବୁଝିବା ପୁଅର ନିହାତି ଜରୁରି । କାରଣ ଯଦି ଝିଅ ଚାକିରି କରିବାକୁ ଚାହୁଁଥିବ ଓ ପୁଅ ବିବାହ ପରେ ଏହାର ବିରୋଧ କରୁଥିବ ତେବେ ବୈବାହିକ ଜୀବନରେ କଳହ ସୃଷ୍ଟି ହୋଇଥାଏ ।

୫- ପଞ୍ଚମ ପ୍ରଶ୍ନଟି ହେଉଛି ଝିଅ ପରିବାର ସହ ବା ପରିବାର ଠାରୁ ଦୂରେଇ ରହିବାକୁ ଇଚ୍ଛା କରୁଛି ତାହା ପୁଅର ଜାଣିବା ନିହାତି ଜରୁରୀ ଅଟେ । କାରଣ ପରେ ଯେପରି କୌଣସି ବିବାଦ ନ ହୁଏ । ଶେଷରେ ଝିଅକୁ ସେ କିଛି ପ୍ରଶ୍ନ କରିବାକୁ ଚାହୁଁଛି କି ନାହି ତାହା ଜାଣିବା ଉଚିତ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *