ଯେଉଁ ସ୍ତ୍ରୀ ଅଟାରେ ଏହି 3 ଟି ଜିନିଷ ମିଶାଇ ରୁଟି ବନାଇଥାଏ, ସେମାନଙ୍କ ଉପରେ ସବୁବେଳେ ପ୍ରସନ୍ନ ରୁହନ୍ତି ମା’ ଲକ୍ଷ୍ମୀ

ବନ୍ଧୁଗଣ, ଆଜି ଆମ୍ଭେ କହିବାକୁ ଯାଉଅଛୁ ଆପଣଙ୍କ ଘରର ଅଟା ର । ଅଟା ଯାହାକୁ ଦଳି ଆପଣ ରୋଟି ବନାଇ ଥାନ୍ତି । ସାଧାରଣ ତ ମହିଳା ମାନେ ନିଜ ରୋଷେଇଘରେ କାର୍ଯ୍ୟ ନିଜ ଇଛା ଅନୁଯାୟୀ କରିଥାନ୍ତି । ବହୁତ ଜିନିଷ କୁ ଏକା ସହିତ କରିବାକୁ ଭଲପାଇଥାନ୍ତି । ସାଧାରଣତ ଘରେ ସ୍ତ୍ରୀ ଲୋକ ମାନେ ଅଟା ତଥା ପରିବା କୁ ଆଗରୁ କାଟି ରଖି ଦେଇଥାନ୍ତି । ଏଥିରୁ ସେମାନଙ୍କ ସମୟ ବଞ୍ଚିଥାଏ ।

କିନ୍ତୁ ଆଜି ଆମ୍ଭେ ଶାସ୍ତ୍ର ଅନୁଯାୟୀ କିଛି ବିଶେଷ କଥା ଆପଣଙ୍କୁ କହିବାକୁ ଯାଉଅଛୁ । ଶାସ୍ତ୍ର ଅନୁଯାୟୀ ଅଟା ସେତେ ମାତ୍ରାରେ ଚକଟିବା ଦରକାର ଯେତେ ମାତ୍ରା ରେ ଆବଶ୍ୟକ ରହିଅଛି । ମାତ୍ର ପୂର୍ବରୁ ଚକତି ରଖିବା ଦ୍ଵାରା ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଥାଏ । ଏକା ଥରେ ଯଦି ଆପଣ ଅତ୍ୟଧିକ ଅଟାକୁ ଚକଟି ଫ୍ରୀଜ ରେ ରଖି ଦିଅନ୍ତି ତେବେ ତାହା ବହୁତ ଅଶୁଭ ହୋଇଥାଏ ।

ଏଭଳି ରଖିବା ଦ୍ଵାରା ପିଣ୍ଡ ସମାନ ର ହୋଇଥାଏ । ଅଟାକୁ ଚିକଣ କରି ଭୁଲରେ ମଧ୍ୟ ଚକଟି ରଖନ୍ତୁ ନାହିଁ । ଅଟା ଚକଟି ରଖିଲା ବେଳେ ନିଜ ଆଙ୍ଗୁଠିର ଛାପ ସେଥିରେ ଛାଡି ଦିଅନ୍ତୁ । ଯଦି ଏଭଳି କରି ନଥାନ୍ତି ତେବେ ଏହା ଆପଣଙ୍କ ନିମନ୍ତେ ଅଶୁଭ ସଙ୍କେତ ନେଇ ଆସିଥାଏ ।

୧- ପ୍ରଥମରୁ ଚକଟି ରଖିଥିବା ଅଟା କୁ ରୋଟି ବନାଇ ଖାଇଲେ, ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଥାଏ । ଯଦି ଆପଣ ଚକଟି ଥିବା ଅଟା ବଳି ପଡୁଅଛି ତେବେ ତାହାକୁ ଫ୍ରିଜ ରେ ରଖନ୍ତୁ ନାହିଁ । ଆପଣ ତାହାର ରୋଟି ବନାଇ ଦିଅନ୍ତୁ ଅଥବା ସେହି ଅଟାରେ ନିଜ ଆଙ୍ଗୁଠିର ଦାଗ ବଣାଇ ନିଅନ୍ତୁ ।

୨- ଅଟା ଚକଟିବା ସମୟରେ ମଧ୍ୟ କିଛି ନିୟମ ରହିଅଛି । ଅଟା କୁ ଆପଣ ପାଣି ରେ ଚକଟୁଥିବେ । ମାତ୍ର ସେଥିରେ ଅଳ୍ପ କ୍ଷୀର ପକାଇ ଦିଅନ୍ତୁ । ଏପରି କରିବା ଦ୍ଵାରା ଆପଣ ତାକୁ ଗ୍ୟାସ ରେ ରୋଟି ବନାଇ ସେକିଲା ବେଳେ ସେଥିରୁ ଯେଉଁ ବାଶନା ବାହାରିବ ତାହା ସକାରତ୍ମକ ଊର୍ଜା କୁ ପ୍ରବେଶ କରିବାରେ ସାହାର୍ଯ୍ୟ କରିଥାଏ । ଏହା ମାତା ଲକ୍ଷ୍ମୀ ଙ୍କୁ ଆକର୍ଷିତ କରିଥାଏ । ଏଣୁ ଏହି ବିଷୟ ପ୍ରତି ଧ୍ୟାନ ଦିଅନ୍ତୁ ।

୩- ଅପରିଷ୍କାର ତାୱା ରେ ରୋଟି ବନାନ୍ତୁ ନାହିଁ । ଆପଣଙ୍କ ଘରେ ଯେଉଁ ଗହମ ର ଅଟା ଅଛି ତାହାର ପାୱାର କୁ ବଢାଇବା ନିମନ୍ତେ ଶୁଖିଲା ତୁଳସୀ ପତ୍ରକୁ ପକାଇ ରଖି ପାରିବେ । ଏବଂ ଯେବେ ଆପଣ ରୋଟି ବନେଇବେ ଗୋଟିଏ ଛୋଟ ରୋଟି ବନାଇ ବାହାର କରି ଦିଅନ୍ତୁ । ଶେଷରେ ମଧ୍ୟ ଏକ ଛୋଟ ରୋଟି ବନାଇ ବାହାର କରି ଦିଅନ୍ତୁ । ପ୍ରଥମ ରୋଟି ଟି ଗୋମାତା ଙ୍କୁ ଏବଂ ଶେଷ ରୋଟି ଟି ଶ୍ଵାନ ଅର୍ଥାତ କୁକୁର ଙ୍କୁ ଖୁଆଇ ଦିଅନ୍ତୁ, ଆପଣଙ୍କର ମଙ୍ଗଳ ହେବ ।

ବନ୍ଧୁଗଣ ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *