Chanakya Niti- ଯେଉଁ ପୁରୁଷ ସ୍ତ୍ରୀକୁ କହିଥାଏ ଏହି 2 ଟି ଗୁପ୍ତ କଥା, ସେ କେବେ ବି ଖୁସିରେ ରହି ପାରେନି

ନମସ୍କାର ବନ୍ଧୁଗଣ । ସ୍ବାମୀ ସ୍ତ୍ରୀ ଉଭୟ ଙ୍କ ର ଏକ ଏପରି ସମ୍ପର୍କ ଅଟେ, ଯେଉଁଠାରେ କି କେହି କାହାକୁ କୌଣସି କଥା ଲୁଚାଇ ନଥାନ୍ତି । ଏହି ସମ୍ପର୍କ ଏତେ ପବିତ୍ର ହୋଇଥାଏ କି ଏଠାରେ ସ୍ବାମୀ ସ୍ତ୍ରୀ ଙ୍କର କୌଣସି କଥା କାହା ଆଗରେ ଗୁପ୍ତ ରୂପରେ ରହି ନଥାଏ । ଉଭୟ ହିଁ ପରସ୍ପର ଙ୍କ ର ସବୁ କଥା ଜାଣିଥାଆନ୍ତି । ବାସ୍ତବରେ ସମ୍ପର୍କ ର ଏହି ଗୁଣ ହିଁ ବିବାହିତ ଜୀବନରେ ସୁଖ ଶାନ୍ତି ଭରି ଦେଇଥାଏ ।

କିନ୍ତୁ ବନ୍ଧୁଗଣ ଆଚାର୍ଯ୍ୟ ଚାଣକ୍ୟ ନିଜ ଜୀବନର ଅନୁଭୂତି କୁ ନେଇ ମାନବ ସମାଜର କଲ୍ୟାଣ ପାଇଁ ଚାଣକ୍ୟ ନୀତି ଶାସ୍ତ୍ରରେ ରଚନା କରିଯାଇଛନ୍ତି । ଯଦି କେହି ମଣିଷ ଆଚାର୍ଯ୍ୟ ଚାଣକ୍ୟ ଙ୍କର ଏହି ନୀତି କୁ ପଢ଼ି ନିଜ ଜୀବନରେ ଲଗାଏ, ତେବେ ସେହି ମଣିଷ ତାର ଜୀବନରେ ଅଧିକ ରୁ ଅଧିକ ସୁଖ ପ୍ରାପ୍ତ କରି ପାରିବ ।

ବନ୍ଧୁଗଣ ସ୍ବାମୀ ସ୍ତ୍ରୀ ନିଜ ଜୀବନର ସମସ୍ତ କଥା ପରସ୍ପର ସହ ବାଣ୍ଟି ଥାଆନ୍ତି । କିନ୍ତୁ ଆଚାର୍ଯ୍ୟ ଚାଣକ୍ୟ ଙ୍କ ମତରେ ନିଜର ଦମପତ୍ୟ ଜୀବନ କୁ ସୁଖମଯ କରିବାକୁ ହେଲେ ସ୍ଵାମୀ ଙ୍କୁ ନିଜ ସ୍ତ୍ରୀ ଙ୍କୁ କେବେ ହେଲେ ନିଜର କୌଣସି ଦୁର୍ବଳତା ସମ୍ପକ ବିଷୟ ରେ କହିବା ଉଚିତ ହୋଇ ନଥାଏ ।

କାରଣ ଯଦି ସ୍ତ୍ରୀ ମାନଙ୍କୁ ନିଜ ସ୍ଵାମୀ ଙ୍କର ଦୁର୍ବଳତା ବିଷୟ ରେ ଜଣ ଥାଏ, ତେବେ ସେ ପ୍ରତି କଥା କଥା ରେ ନିଜ ସ୍ଵାମୀ ଙ୍କୁ ସେହି ଦୁର୍ବଳତା କୁ ଆକ୍ଷେପ କରି କହିଥାନ୍ତି । ଓ ତାହାସହ ତାଙ୍କର ସେହି ଦୁର୍ବଳତା ର ସହର ନେଇ ସେ ତାଙ୍କ ଠାରୁ ନିଜର ସମସ୍ତ କଥା କୁ ମନାଇ ନିଅନ୍ତି ।

ଦ୍ଵିତୀୟ ରେ  ବନ୍ଧୁଗଣ କୌଣସି ସ୍ଵାମୀ ଙ୍କୁ କେବେ ମଧ୍ୟ ନିଜ ସ୍ତ୍ରୀ ଙ୍କୁ ସେମାନଙ୍କର ବାସ୍ତବିକ ରୋଜଗାର ସମ୍ବନ୍ଧ ରେ କହିବା ଉଚିତ ହୋଇ ନଥାଏ । କାରଣ ସ୍ତ୍ରୀ ମାନେ ସ୍ଵାମୀ ଙ୍କର ରୋଜଗାର ସମ୍ବନ୍ଧରେ ଜାଣିବା ଦ୍ଵାରା ସେ ସ୍ଵାମୀ ଙ୍କୁ ଖର୍ଚ୍ଚ କରିବା ପାଇଁ ରୋକ ଲଗାଇ ପାରନ୍ତି । ବେଳେ ବେଳେ ସ୍ତ୍ରୀ ମାନେ ତ ନିଜ ସ୍ଵାମୀ ଙ୍କୁ କୌଣସି ଜରୁରୀ କାମ ପାଇଁ ମଧ୍ୟ ଖର୍ଚ୍ଚ କରିବା ପାଇଁ ରୋକ ଲଗାଇ ଦିଅନ୍ତି ।

ତାହାସହ ପୁରୁଷ ମାନଙ୍କୁ କେବେ ମଧ୍ୟ ନିଜ ସ୍ତ୍ରୀ ଙ୍କୁ ନିଜ ଜୀବନ ରେ ହୋଇଥିବା ଅପମାନ ସମ୍ବନ୍ଧ ରେ କହିବ ଉଚିତ ହୋଇ ନଥାଏ । କାରଣ ଯଦି ଭବାଇଷ୍ୟତ ରେ ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ କେବେ କଳହ ହୁଏ, ତେବେ ତାଙ୍କର ସ୍ତ୍ରୀ ତାଙ୍କୁ ସେହି ଅପମାନ କୁ ମାନେ ପାକାଇ ବହୁ କଥା କହିଥାନ୍ତି ।

ବନ୍ଧୁଗଣ ସ୍ଵାମୀ ସ୍ତ୍ରୀ ଙ୍କ ସମ୍ପର୍କ କୁ ମଧୁର ରଖିବାକୁ ହେଲେ ଉଭୟ ଙ୍କ ମଧ୍ୟରେ ଭଲ ବୁଝାମଣା ଥିବା ନିହାତି ଦରକାର । ଏହାସହ ଯଦି ଜଣକ ଙ୍କ ମନରେ ଅନ୍ୟ ଜଣକ ଙ୍କ ପାଇଁ କୌଣସି କଥା ମନରେ ରହିଛି, ତେବେ ଏହାକୁ ମନରେ ଲୁଚାଇ ନ ରଖି ପ୍ରକାଶ କରି ସମାଧାନ କରିଦେବା ଉଚିତ । ଏପରି କରିବା ଦ୍ଵାରା ଦାମ୍ପତ୍ୟ ଜୀବନ ଟି ସୁଖ ରେ ବିତି ଥାଏ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋଷ୍ଟ ଟି ଭଲ ଲାଗିଲେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *