ବନ୍ଧୁଗଣ ନମସ୍କାର । ଆଜିର ସମୟ ରେ ପରିସ୍ଥିତି କିଛି ଏପରି ହୋଇ ଯାଇଛି କି ପୁଅ ଝିଅ ମାନେ ନିଜ ଇଛା ଅନୁସାରେ ଯେଉଁ ସମୟ ରେ ଇଚ୍ଛା ସେ ସମୟରେ ସମ୍ପର୍କ ସ୍ଥାପନ କରୁଛନ୍ତି । ଏହି ପ୍ରେମ ସମ୍ପର୍କ ସେମାନଙ୍କୁ ଅନେକ ଅସୁବିଧାରେ ମଧ୍ୟ ପକାଇ ଦେଇଥାଏ । ପ୍ରତ୍ଯେକ ସ୍ତ୍ରୀ ପୁରୁଷ ମାନକ ପାଇଁ ସମ୍ବନ୍ଧ ସ୍ଥାପନ କରିବାର ଏକ ନିର୍ଦ୍ଧିଷ୍ଟ ସମୟ ରହିଅଛି । ସେହି ସମୟ ର ବିଷୟ ରେ ଣ ଜାଣିଥିବା ହେତୁ ଅଧିକତର ଲୋକେ ଭୁଲ ସମୟରେ ସମ୍ବନ୍ଧ ସ୍ଥାପନ କରି ଦେଇଥାନ୍ତି ।
ଯାହାକୁ କି ଆମର ହିନ୍ଦୁ ଧର୍ମ ଅନୁସାରେ ସଂପୂର୍ଣ୍ଣ ରୂପରେ ଭୁଲ ବୋଲି କୁହାଯାଇଛି । ଭୁଲ ସମୟ ରେ ସମ୍ବନ୍ଧ ସ୍ଥାପନା କରିବା ଦ୍ଵାର ଜୀବନରେ ଦରିଦ୍ରତା ପ୍ରବେଶ କରିଥାଏ । ଘରେ ସବୁବେଳେ କଳହ ଅଶାନ୍ତି ଲାଗି ରହିଥାଏ । ତେଣୁ ପ୍ରତ୍ଯେକ ମଣିଷ କୁ ସମ୍ବନ୍ଧ ସ୍ଥାପନ କରିବା ସମୟରେ କିଛି ବିଷୟ ଗୁଡିକ ଉପରେ ଧ୍ୟାନ ଦେବାକୁ ପଡିଥାଏ ।
ବନ୍ଧୁଗଣ ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି ସ୍ତ୍ରୀ ଶକ୍ତି ସ୍ଵରୁପା ଅଟେ । ତଥା ଘରର ଲକ୍ଷ୍ମୀ ମଧ୍ୟ ଅଟେ । ତେଣୁ ସ୍ତ୍ରୀ ସହ ସମ୍ବନ୍ଧ ସ୍ଥାପନା କରିବା ସମୟ ରେ ସମୟ ଉପରେ ଧ୍ୟାନ ଦେବାକୁ ପଡିଥାଏ । ଶାସ୍ତ୍ର ଅନୁସାରେ ସ୍ତ୍ରୀ ସହ ସହ କେବେ ମଧ୍ୟ ସକାଳେ ଦିନରେ ଅଥବା ସନ୍ଧ୍ୟା ସମୟରେ ସମାପର୍କ ସ୍ଥାପନା କରିବା ଉଚିତ ହୋଇ ନଥାଏ ।
ଏଗୁଡିକୁ ବୁଝି ବିଚାରୀ ଯେଉଁ ବ୍ୟକ୍ତି କାମ ନ କରିଥାଏ, ସେହି ବ୍ୟକ୍ତି ସଦା ସର୍ବଦା ଦୁଃଖ ଭୋଗ କରିଥାଏ । ବନ୍ଧୁଗଣ ହିନ୍ଦୁ ଧର୍ମ ରେ ସକାଳ ୪ ଟା ରୁ ସକାଳ ୫ ଟା ମଧ୍ୟରେ ଥିବା ସମୟ କୁ ବ୍ରହ୍ମମୂହୁର୍ତ୍ତ ର ସମୟ ବୋଲି କୁହାଯାଇଥାଏ । ଏହି ସମୟ ରେ କୌଣସି ନାରୀ ସହ ସମ୍ବନ୍ଧ ସ୍ଥାପନ ଆକରିବା ଟ ଦୂରର ବିଷୟ, ନାରୀ ମାନଙ୍କ ସହ ଶୋଇବା ମଧ୍ୟ ପାପ ହୋଇଥାଏ ।
ଏହି ସମୟ ରେ କେବଳ ପୂଜା ପାଠ କରିବା ଉଚିତ । ଏହାଛଡା ସନ୍ଧ୍ୟା ବେଳେ ସୂର୍ଯ୍ୟାସ୍ତ ର ଠିକ ପରେ ବା ପୂର୍ବରୁ ଏହି ସମୟ କୁ ଗୋଧୂଳି ର ସମୟ ବୋଲି କୁହାଯାଇଥାଏ । ଏହି ସମୟରେ ଭଗବାନ ଶ୍ରୀ କୃଷ୍ଣ ଗାଈ ମାନଙ୍କୁ ଚରାଇ ଘରକୁ ଫେରନ୍ତି । ଏହି ସମୟ କୁ ଅତ୍ୟନ୍ତ ପବିତ୍ର ସମୟ ବୋଲି କୁହାଯିଥାଏ ।
ଯେ ମଣିଷ ଏହି ସମୟ ରେ ସମ୍ବନ୍ଧ ସ୍ଥାପନା କରେ, ସେ ବ୍ୟକ୍ତି କୁ ତାର ଜୀବନରେ କେବେ ହେଲେ କୌଣସି ସୁଖ ପ୍ରାପ୍ତ ହୋଇପାରେ ନାହିଁ । ସେହି ଘରେ ମାତା ଲକ୍ଷ୍ମୀ କେବେ ହେଲେ ରହି ନ ଥାନ୍ତି । ପ୍ରତ୍ଯେକ ଦମ୍ପତ୍ତି କୁ ରାତିରେ ୧୦ ଟା ରୁ ସକାଳ ୩ ଟା ମଧ୍ୟରେ ହିଁ ନିଜ ସାଥି ଙ୍କ ସହ ସମ୍ପର୍କ ସ୍ଥାପନା କରିବା ଠିକ ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋଷ୍ଟ ଟି ଭଲ ଲାଗିଥିଲେ ଆପଣ ମାନେ ଆମର ଏହି ପୋଷ୍ଟ ଟି କୁ ଲିକେୟ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ