ଯେଉଁ ଲୋକ ମାନଙ୍କର ନଖରେ ଥାଏ ଏହି ଚିହ୍ନ, ସେମାନେ ହୋଇଥାନ୍ତି ଅତ୍ୟନ୍ତ ଭାଗ୍ୟଶାଳୀ

ବନ୍ଧୁଗଣ ନଖ ମଣିଷର ଆଙ୍ଗୁଳିର ଶେଷ ଭାଗର ଉପରି ଅଂଶରେ ଏକ କବଚ ପରି ରହିଥାଏ । ଏହା ମାଙ୍କଡ ଏବଂ ଅନ୍ୟ କିଛି ପ୍ରାଣୀ ମାନଙ୍କର ମଧ୍ୟ ରହିଥାଏ । ଏହା ଏକ ପ୍ରୋଟିନ ଓ କେରୋଟିନ ଦ୍ଵାରା ପ୍ରସ୍ତୁତ ହୋଇଥାଏ ।

ପଶୁ ମାନଙ୍କର ଶୁଣ୍ଢରେ ମଧ୍ୟ ଏହି ପଦାର୍ଥ ରହିଥାଏ । ବନ୍ଧୁଗଣ ଆମ ମାନଙ୍କର ନଖରେ କିଛି ନା କିଛି ଚ୍ନିହ ନିଶ୍ଚୟ ରହିଥାଏ । ଜ୍ୟୋତିଷ୍ୟ ଶାସ୍ତ୍ର ଅନୁସାରେ ପ୍ରତ୍ୟକ ଚିହ୍ନର କିଛି ନା କିଛି ଅର୍ଥ ନିଶ୍ଚୟ ରହିଥାଏ ।

କପାଳ ରେଖା ଠାରୁ ଆରମ୍ଭ କରି ହାତର ରେଖା ଓ ନଖର ଚିହ୍ନ ବ୍ୟକ୍ତିର ଚରିତ୍ର ଏବଂ ଜୀବନ ସହ ଜଡିତ ହୋଇ ଥାଏ । ଏହି ସବୁ ଚିହ୍ନ ବ୍ୟକ୍ତିର ଭବିଷ୍ୟତ ବିଷୟରେ ବହୁତ କିଛି ସୂଚନା ଦେଇଥାଏ । ବ୍ୟକ୍ତି ଏହି ରେଖା ଆଉ ଚିହ୍ନ ମାଧ୍ୟମରେ ତାର ଭବିଷ୍ୟତ ଜୀବନରେ କଣ ଘଟଣା ଘଟିବାକୁ ଯାଉଛି ସେହି ସବୁ ବିଷୟରେ ବହୁତ କିଛି ଜାଣିପାରିବ ।

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଆକାଶର ଚନ୍ଦ୍ର ପରି ବ୍ୟକ୍ତିର ନଖରେ ମଧ୍ୟ ଅଧା ଚନ୍ଦ୍ର ଚିହ୍ନ ରହିଥାଏ । ଆଜିକାଲିର ବହୁତ ଲୋକଙ୍କୁ ଏହାର ଅର୍ଥ ବିଷୟରେ ଜଣା ନଥାଏ ହେଲେ ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହି ଚିହ୍ନର ଅର୍ଥ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ଯେଉଁ ମାନଙ୍କର ନଖରେ ଅଧା ଚନ୍ଦ୍ରର ଚିହ୍ନ ଥାଏ ସେହି ବ୍ୟକ୍ତି ପାଇଁ ଏହି ଚିହ୍ନର କଣ ମହତ୍ଵ ରହିଥାଏ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ପ୍ରାୟତଃ ଅଧିକାଂଶ ଲୋକଙ୍କ ନଖରେ ଏହିପରି ଅଧା ଚନ୍ଦ୍ର ଚିହ୍ନ ରହିଥାଏ ଓ ଯେଉଁ ମାନଙ୍କ ନଖରେ ଏହି ଅଧା ଚନ୍ଦ୍ରର ଚିହ୍ନ ରହିଥାଏ ସେମାନଙ୍କ ଜୀବନ ବହୁତ କଷ୍ଟରେ ଅତିବାହିତ ହୋଇଥାଏ । ଏହି ବ୍ୟକ୍ତି ମାନଙ୍କ ସ୍ଵଭାବ ବହୁତ ଭଲ ହୋଇଥାଏ । ଏମାନେ ଅନ୍ୟ କାହାର ଅନିଷ୍ଟ ଚିନ୍ତା କରିନଥାନ୍ତି ଓ ଏମାନେ ସର୍ବଦା ଅନ୍ୟ ମାନଙ୍କର ସାହାର୍ଯ୍ୟ କରିଥାନ୍ତି ।

ବନ୍ଧୁଗଣ ଯେଉଁ ବ୍ୟକ୍ତିଙ୍କର ନଖରେ ଏହି ଅଧା ଚନ୍ଦ୍ର ଚିହ୍ନ ରହିଥାଏ ସେମାନଙ୍କ ଜୀବନ ଆରମ୍ଭରେ ସେମାନଙ୍କୁ ବହୁତ କଷ୍ଟ କରିବାକୁ ପଡିଥାଏ । ଏହି ବ୍ୟକ୍ତି ମାନେ ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରି ସଫଳତା ପାଇଥାନ୍ତି । ହେଲେ ସଫଳତା ପାଇବା ପରେ ଏମାନଙ୍କୁ ସମସ୍ତ ପ୍ରକାରର ସୁଖ ସୁବିଧା ମିଳିଥାଏ । ଏହି ବ୍ୟକ୍ତି ମାନେ କେବେହେଲେ କାହାକୁ ଧୋକା ଦେଇନଥାନ୍ତି ।

ହେଲେ ଏମାନେ ନିଜ ଯୋଜନା ବିଷୟରେ ଅନ୍ୟ ମାନଙ୍କୁ କହିଥାନ୍ତି ଯେଉଁଥି ପାଇଁ ଏମାନେ କେତେକ ସ୍ଥାନରେ ଘାଟାରେ ରହିଥାନ୍ତି । ଏହି ବ୍ୟକ୍ତି ମାନେ ନିଜ ପରିବାର ଲୋକଙ୍କୁ ସବୁଠାରୁ ଅଧିକ ଗୁରୁତ୍ଵ ଦେଇଥାନ୍ତି । ଏମାନେ ନିଜର ମନ କଥା ବିଷୟରେ ଅନ୍ୟ କାହାକୁ କହିପାରି ନଥାନ୍ତି । ହେଲେ ଏମାନଙ୍କର ସ୍ଵଭାବକୁ ଦେଖି ସମସ୍ତେ ଏମାନଙ୍କ ଉପରେ ପ୍ରଭାବିତ ହୋଇଥାନ୍ତି । ଏହି ଲୋକମାନେ ତାଙ୍କ ଜୀବନରେ ବହୁତ ମାନ ସମ୍ମାନର ଅଧିକାରୀ ହୋଇଥାନ୍ତି ।

ଆପଣଙ୍କୁ ଏହି ଖବର କିପରି ଲାଗିଲା ଆମକୁ କମେଣ୍ଟ ବକ୍ସରେ ନିଶ୍ଚୟ ଜଣାନ୍ତୁ । ଏବଂ ଏହି ଲେଖା କୁ ଗୋଟିଏ ସେୟାର୍ ନିଶ୍ଚୟ କରନ୍ତୁ । ଅଧିକ ଖବର ପାଇଁ ଆମକୁ ଲାଇକ ଫଲୋ କରନ୍ତୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *