ଯେଉଁ ମହିଳାଙ୍କର ଏହି 3 ଅଙ୍ଗ ହୋଇଥାଏ ବଡ, ଏମାନେ ହୋଇଥାନତି ଅଶୁଭ ! ପୁରୁଷ ମାନେ ନିଶ୍ଚୟ ଜାଣି ରଖନ୍ତୁ…

ବନ୍ଧୁଗଣ, ଯେଉଁ ମହିଳା ମାନଙ୍କର ଏହି ତିନୋଟି ଅଙ୍ଗ ବଡ ହୋଇଥାଏ ସେହି ଘରେ ଦାରିଦ୍ର୍ୟତା ବଢ଼ିଥାଏ । ପୁରୁଣା ମାନ୍ୟତା ଅନୁସାରେ ଏହିଭଳି ମହିଳା ଅଧିକ ରୁ ଅଧିକ ଗାଁ କୁ ମଧ୍ୟ ନଷ୍ଟ କରିଦେଇଥାଏ । ଆଜି ଆମେ ଆପଣଙ୍କୁ ସେହି ତିନୋଟି ଅଙ୍ଗ ବିଷୟରେ ଜଣାଇବୁ ଯାହାକୁ ଜାଣିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ । ଏହାକୁ ଜାଣିବା ପରେ ଯଦି ଆପଣଙ୍କ ଆଖପାଖ ରେ ଏହିଭଳି ମହିଳା ଦେଖା ଦିଅନ୍ତି ତେବେ ଆପଣ ଜାଣି ନିଅନ୍ତୁ କି ଆପଣଙ୍କ ସହ କିଛି ବି ହୋଇପାରେ ।

ମହିଳାଙ୍କ ର ଏହି ତିନୋଟି ଅଙ୍ଗ ବହୁତ ଚିନ୍ତାର ବିଷୟ ହୋଇଥାଏ । ସାମୁଦ୍ରିକ ଶାସ୍ତ୍ର ଓ ଚାଣକ୍ୟ ନୀତି ରେ ମହିଳାଙ୍କ ଗଢ଼ଣ ବିଷୟରେ ସମ୍ପୂର୍ଣ୍ଣ ବିବରଣୀ ଲେଖା ହୋଇଛି ଓ ଚରିତ୍ର ଓ ସ୍ଵଭାବ ଦେଖି ତାଙ୍କର ବ୍ୟକ୍ତିତ୍ଵ ବିଷୟରେ ମଧ୍ୟ କୁହାଯାଇଛି । ତେବେ ଚାଲନ୍ତୁ ସେହି ସମନ୍ଧରେ ବିସ୍ତାର ରୂପେ ଜାଣିବା ।

୧:- ଲମ୍ବା ସୁନ୍ଦର ଘନ କେଶ । ଶାସ୍ତ୍ର ଅନୁସାରେ ଯେଉଁ ମହିଳାଙ୍କର କେଶ ଅଣ୍ଟା ତଳକୁ ଲମ୍ବିଥାଏ ତାହା ଶୁଭ ଲକ୍ଷଣ ହୋଇନଥାଏ । ଏପରି ମହିଳା ନକରାର୍ତ୍ମକ ଉର୍ଜା କୁ ଆକର୍ଷିତ କରିଥାନ୍ତି । ଏପରି ମହିଳା ଙ୍କୁ କେତେକ କଠିନ ପରିସ୍ଥିତି କୁ ସାମନା କରିବାକୁ ପଡ଼ିଥାଏ । ଏହିଭଳି ମହିଳାଙ୍କ ପ୍ରତି ପୁରୁଷ ମାନେ ଅଧିକ ଆକୃଷ୍ଟ ହୋଇଥାନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଅଣ୍ଟାରୁ ତଳକୁ କେଶ ରହିବା ବର୍ବାଦି ର କାରଣ ହୋଇଥାଏ । ତେଣୁ ଅଣ୍ଟା ତଳକୁ କେଶ ନ ରହିବା ଉଚିତ ହୋଇଥାଏ ।

୨:- ବଡ ସ୍ତନ ଥିବା ମହିଳା । ବଡ ସ୍ତନ ମଧ୍ୟ ଶୁଭ ଲକ୍ଷଣ ହୋଇନଥାଏ । ଏହିଭଳି ମହିଳା ମନରୁ ପବିତ୍ର ଓ ସଫା ଥିଲେ ମଧ୍ୟ ଅନ୍ୟ ଲୋକ ମାନେ ଏମାନଙ୍କୁ ଖରାପ ନଜର ରେ ଦେଖିଥାନ୍ତି । ଅନେକ ପୁରୁଷ ଏଭଳି ମହିଳା ଙ୍କୁ ବାସନା ଦୃଷ୍ଟିରେ ଦେଖିଥାନ୍ତି । ଡାକ୍ତର ଙ୍କ ଅନୁସାରେ ମହିଳା ଙ୍କ ବଡ଼ ସ୍ତନ ବେମାରୀ ଶିକାର ମଧ୍ୟ ହୋଇଥାଏ ।

୩:- ଅଧିକ ସୁନ୍ଦର ହେବା । ମହିଳା ମାନେ ଅଧିକ ରୁ ଅଧିକ ସୁନ୍ଦର ହେବା ମଧ୍ୟ ଶୁଭ ହୋଇନଥାଏ । ମହିଳାଙ୍କ ସୁନ୍ଦରତା ଓ ଚାଲି ଚଳଣ ବହୁତ ଲୋକଙ୍କୁ ବର୍ବାଦ କରି ସାରିଛି ଏବଂ ଏହା ବହୁତ ଜାଗାରେ ମଧ୍ୟ ହୋଇ ସାରିଛି । ମହିଳାଙ୍କୁ ଅଧିକ ରୁ ଅଧିକ ସୁନ୍ଦର ହେବା ମଧ୍ୟ ଖତରନାକ ସାବ୍ୟସ୍ତ ହୋଇଛି । ମହିଳାଙ୍କର ସୁନ୍ଦରତା କାରଣରୁ ଆଗରୁ ଅନେକ ଯୁଦ୍ଧ ମଧ୍ୟ ହୋଇସାରିଛି ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *