ବନ୍ଧୁଗଣ, ଆଜି ଆମ୍ଭେ ଆପଣ ମାନଙ୍କୁ ଏହିଭଳି ଲକ୍ଷଣ ମାନଙ୍କ ସମ୍ବନ୍ଧରେ କହିବାକୁ ଯାଉଅଛୁ ଯାହା ଦ୍ଵାରା ଆପଣ ଜାଣି ପାରିବେ ଯେ ଏହି ମନୁଷ୍ୟ ଙ୍କ ମଧ୍ୟରେ ପ୍ରଭୁ ହନୁମାନ ଙ୍କ କୃପା ରହିଅଛି । ପ୍ରଭୁ ହନୁମାନ କଳିଯୁଗର ଏଭଳି ଜଣେ ଦେବତା ଅଟନ୍ତି ଯେ ନିଜ ଭକ୍ତ ମାନଙ୍କ ମଧ୍ୟରେ ତୁରନ୍ତ ପ୍ରସନ୍ନ ହୋଇଥାନ୍ତି । ଏଭଳି ମାନାଯାଇଅଛି ଯେ ହନୁମାନ ଚିରଞ୍ଜିବୀ ଅଟନ୍ତି । ପ୍ରଭୁ ଶ୍ରୀ ରାମ ହନୁମାନ ଙ୍କୁ ଏହି ବରଦାନ ଦେଇଥିଲେ ।
ପ୍ରଭୁ ହନୁମାନ ୮ ସିଦ୍ଧି ଙ୍କର ସ୍ଵାମୀ ଅଟନ୍ତି । ସେ ନିଜ ଭକ୍ତ ମାନଙ୍କର ସମସ୍ତ ମନୋକାମନା କୁ ପୂରଣ କରିଥାନ୍ତି । ୧- ଯେଉଁ ବ୍ୟକ୍ତି ମାନଙ୍କ ଉପରେ ପ୍ରଭୁ ହନୁମାନ ଙ୍କ କୃପା ହୋଇଥାଏ ତାହାର ଅନ୍ୟ କୌଣସି ଶତ୍ରୁ କିଛି ବିଗାଡି ପାରି ନଥାଏ । ଏହିଭଳି ବ୍ୟକ୍ତି ଙ୍କୁ ନିଜ ଜୀବନରେ ବହୁତ କଠିନ ପରିସ୍ଥିତି ର ସାମ୍ନା କରିବାକୁ ପଡିଥାଏ । ଅନ୍ତ ରେ ଭଗବାନ ହନୁମାନ ଏମାନଙ୍କ ରକ୍ଷା କରିବାକୁ ପହଞ୍ଚି ଯାଇଥାନ୍ତି ଏବଂ ଏମାନଙ୍କ ସହାୟତା କରିବାକୁ ହୋଇଥାଏ ।
ପ୍ରଭୁ ହନୁମାନ ଙ୍କ କୃପା ପାଉଥିବା ବ୍ୟକ୍ତି ଛୋଟ ବୟସରେ କ୍ରୋଧୀ ସ୍ଵଭାବର ହୋଇଥାଏ । ଏହାପରେ ଧୀରେ ଧୀରେ ତାହାର ସ୍ଵଭାବରେ ପରିବର୍ତ୍ତନ ହେବାକୁ ଲାଗିଥାଏ । ଏହି ବ୍ୟକ୍ତି ମାନଙ୍କର କେଶ ଅଳ୍ପ ବୟସରେ ମିଶ୍ରିତ ହୋଇଥାଏ । ୨- ହନୁମାନ ଙ୍କ କୃପା ପାଇଥିବା ବ୍ୟକ୍ତି କମ ବେମାର ପଡିଥାଏ । ଏମାନଙ୍କ ମଧ୍ୟରେ ଖରାପ ଶକ୍ତି ର ପ୍ରଭାବ ପଡି ନଥାଏ ।
୩- ପ୍ରଭୁ ହନୁମାନଙ୍କ ପ୍ରିୟ ବ୍ୟକ୍ତି ଶକ୍ତିଶାଳୀ ହେବା ସହିତ ସମାଜ ଶୀଳ ହୋଇଥାଏ । ସେ ନିଜ ବଳରେ କେବେ ମଧ୍ୟ ଘମଣ୍ଡ କରି ନଥାଏ । ଏହା ସହିତ ଅନ୍ୟ ମାନଙ୍କୁ ଆକାରଣରେ କଷ୍ଟ ଦେଇ ନଥାଏ । ଏହିଭଳି ବ୍ୟକ୍ତିଙ୍କ ପାଖରେ ଧନ ହେଉ ଅଥବା ନ ହେଉ ସେ ଅନ୍ୟର ସହାୟତା କରିଥାଏ ।
୪- ଯେଉଁ ବ୍ୟକ୍ତିଙ୍କର ହନୁମାନ ଙ୍କ ପ୍ରତି ନିଷ୍ଟା ତଥା ଉଦାର ଭାବ ରହିଥାଏ ତାହା ଉପରେ ପ୍ରଭୁ ହନୁମାନ ସର୍ବଦା ଆଶୀର୍ବାଦ ର ହାତ ରଖିଥାନ୍ତି । ଯେଉଁ ବ୍ୟକ୍ତି ମାନଙ୍କ ଉପରେ ପ୍ରଭୁ ହନୁମାନ ଙ୍କ କୃପା ହୋଇଥାଏ ସେ କଠିନ ପରିସ୍ଥିତିରେ ବିଚଳିତ ହୋଇ ନଥାଏ ।
୫- ହନୁମାନ ଙ୍କ କୃପା ପ୍ରାପ୍ତ ମହିଳା ଗୃହ କାର୍ଯ୍ୟ ରେ ଦକ୍ଷ ହୋଇଥାନ୍ତି । ସେହି ମହିଳା ଶୀଘ୍ର ଉଠିଥାନ୍ତି । ଏହା ସହିତ ନିଜ ଜୀବନ ସାଥି ସହିତ କେବେ ଧୋକା କରି ନଥାନ୍ତି । ଏହିଭଳି ସ୍ତ୍ରୀ ସହିତ ବିବାହ କରିଥିବା ପୁରୁଷ ଭାଗ୍ୟଶାଳି ହୋଇଥାନ୍ତି । ବନ୍ଧୁଗଣ ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ