ଯେଉଁ କନ୍ଯାର ପାଦର ଦ୍ଵିତୀୟ ଆଙ୍ଗୁଠି ବଡ ହୋଇଥାଏ ତାର ଚରିତ୍ର କିପରି ହୋଇଥାଏ ? ପଢନ୍ତୁ ଆଜିଆର Anuchinta

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଆମମାନଙ୍କ ଜୀବନରେ ଅନେକ ପ୍ରକାର ମହତ୍ଵ କଥା ଆମକୁ ଶିଖିବାର ଅଛି । ଆମ ଚାରି ପାଖରେ ଥିବା ସମସ୍ତ ବସ୍ତୁ ଠାରୁ ଆମକୁ ବହୁତ କିଛି ଶିକ୍ଷଣୀୟ ତଥ୍ୟ ଜାଣିବାର ଅଛି । ଶାସ୍ତ୍ରରେ ଏପରି କିଛି କଥା ଅଛି । ଯାହାକୁ ଆପଣମାନେ ଯଦି ଜାଣି ନିଜ ଜୀବନରେ ପ୍ରୟୋଗ କରିବେ । ତେବେ ନିହାତି ଭାବରେ ଆପଣ ନିଜ ଜୀବନରେ ଉନ୍ନତି କରିପାରିବେ । ଆଗାମୀ ସମୟ ଆପଣଙ୍କ ପାଇଁ ଉଜ୍ଜଳମୟ ହେବ ।

କେବେ ମଧ୍ୟ ଅନ୍ୟମାନଙ୍କ ପାଇଁ ରହିଥିବା ଖାଦ୍ୟକୁ ଖାଇବା ଉଚିତ ନୁହେଁ କିମ୍ବା ପାଖରେ ଥିବା ଯେକୌଣସି ପ୍ରାଣୀଙ୍କୁ ଭୋକିଲା ରଖୀ ଖାଦ୍ୟ ଖାଇବା ଉଚିତ ହୋଇନଥାଏ । ଭାଙ୍ଗି ଯାଇଥିବା ବାସନରେ କିମ୍ବା ଭଲ ଭାବେ ସଫା ହୋଇନଥିବା ବାସନରେ ଖାଦ୍ୟ ଖାଇବା ଉଚିତ ନୁହେଁ । ଏହା ଦ୍ଵାରା ଘରକୁ ଦରିଦ୍ରତା ଆସିଥାଏ । ଏକାଦଶୀ ଦିନ କେବେ ମଧ୍ୟ ଆମିଷ ଖାଇବା ଉଚିତ ନୁହେଁ ।

ନଚେତ ଏହା ଆପଣଙ୍କ ପାଇଁ ଅନର୍ଥର କାରଣ ହୋଇପାରେ । ଲୋକମାନଙ୍କ ସହିତ ସାଙ୍ଗରେ ଖାଇବା ସମୟରେ ଅନ୍ୟମାନେ ଖାଇନସାରିବା ପର୍ଯ୍ୟନ୍ତ ପ୍ରଥମେ ଉଠିବା ଅନୁଚିତ । ଏହା ଦ୍ଵାରା ଅମଙ୍ଗଳ ହୋଇଥାଏ । ଭୋଜନ ଖାଇସାରିବା ପରେ କେବେ ମଧ୍ୟ ଥାଳିରେ ହାତ ଧୋଇବା ଉଚିତ ନୁହେଁ । ଏହା ଦ୍ଵାରା ଆନ୍ନର ଅପମାନ ହୋଇଥାଏ ।

ଭୋଜନ କେବେ ମଧ୍ୟ ଖଟ ଉପରେ ବସିକରି ଖାଇବା ଉଚିତ ନୁହେଁ । ଏହା ଦ୍ଵାରା ଆପଣଙ୍କ ସ୍ଵାସ୍ଥ ଖରାପ ହେବାର ସମ୍ଭାବନା ରହିଥାଏ । ଭୋଜନ କରିବା ସମୟରେ ପୂର୍ବ ଦିଗକୁ ମୁଖ କରି ଭୋଜନ କରନ୍ତୁ । ଏହା ଦ୍ଵାରା ଆପଣଙ୍କ ସ୍ଵାସ୍ଥ ଅବସ୍ତା ଭଲ ରହିଥାଏ । ଦକ୍ଷିଣ ଦିଗକୁ ମୁଖ କରି କେବେବି ଭୋଜନ କରିବା ଉଚିତ ନୁହେଁ । ଏହା ଦ୍ଵାରା ଆପଣଙ୍କର ଆୟୁଷ କମିଯାଇଥାଏ ।

ଯେଉଁ ପୁରୁଷର ମଥାରେ କୌଣସି ଦାଗ ରହିଥାଏ । ସେମାନଙ୍କୁ ଜୀବନରେ କୌଣସି ସଫଳତା ପ୍ରାପ୍ତ କରିବା ପାଇଁ ବହୁତ ଚେଷ୍ଟା କରିବାକୁ ପଡିଥାଏ । ଯେଉଁ ପୁରୁଷ ଲୋକଙ୍କ ମଥା ଚଉଡା ହୋଇଥାଏ । ସେମାନେ ଭାଗ୍ୟଶାଳୀ ପୁରୁଷ ହୋଇଥାନ୍ତି । ଯେଉଁ ପୁରୁଷ ଲୋକଙ୍କ ଦେହରୁ ଅଧିକ ଝାଳ ବାହାରିଥାଏ । କିମ୍ବା ଶରୀରରେ ଅଧିକ ଚୁଟି ରହିଥାଏ । ଯେଉଁ କନ୍ୟାର ପାଦର ଦିତୀୟ ଆଙ୍ଗୁଠି ବଡ ହୋଇଥାଏ । ସେ ବହୁତ ଭାଗ୍ୟଶାଳୀ ହୋଇଥାଏ ।

ସେମାନଙ୍କୁ ଜୀବନରେ ବହୁତ କଠିନ ସମସ୍ଯାର ସାମ୍ନା କରିବା ପାଇଁ ପଡିଥାଏ । ପୁରୁଷ ଲୋକମାନେ ସ୍ନାନ ପରେ ଚନ୍ଦନ ଲଗାଇବା ଉଚିତ ହୋଇଥାଏ । ଯେଉଁ ପୁରୁଷ ଲୋକମାନେ କଥା ସ୍ପଷ୍ଟ ଭାବରେ କହିଥାନ୍ତି । ସେମାନେ ଜୀବନରେ ଶୀଘ୍ର ସଫଳତା ପାଇପାରିଥାନ୍ତି । ଯେଉଁ ପୁରୁଷମାନେ କଥା ଧୀର ଭାବେ କହିଥାନ୍ତି କିମ୍ବା ସେମାନଙ୍କ କଥା ବୁଝିବା ଏତେ ସହଜ ହୋଇନଥାଏ । ସେମାନଙ୍କୁ ଜୀବନରେ ବହୁତ କଷ୍ଟରେ ସଫଳତା ମିଳିଥାଏ । ଯଦି ଏହି ପୋଷ୍ଟଟି ଆପଣଙ୍କୁ ପସନ୍ଦ ଆସିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *