ଯେତେବେଳେ ମନୁଷ୍ୟ ପାଖରେ ଦେଖାଦିଏ ଏପରି ୧୦ ସଂକେତ ! ଜାଣି ରଖନ୍ତୁ ସେହି ମନୁଷ୍ୟର ମୃତ୍ୟୁ ଅତି ନିକଟରେ…

ନମସ୍କାର ବନ୍ଧୁଗଣ, ସଂସାରରେ ମୃତ୍ୟୁ ହିଁ ସବୁଠାରୁ ବଡ ସତ୍ୟ ଅଟେ ଯାହାକୁ ଆପଣ ଯେତେ ଚେଷ୍ଟା କରିବା ପରେ ମଧ୍ୟ ନିଜ ନିୟନ୍ତ୍ରଣକୁ ନେଇପାରିବେ ନାହିଁ କିମ୍ବା ମୃତ୍ୟୁ ଆସିବା ପୂର୍ବରୁ ଜାଣିପାରିବେ ନାହିଁ । କିନ୍ତୁ ଆପଣଙ୍କୁ ଜଣାଇବାର ମାଧ୍ୟମ ସବୁବେଳେ ଭଗବାନ ଆଗରୁ ଆପଣଙ୍କୁ ଦେଇଥାନ୍ତି ଯାହା ସମ୍ପର୍କରେ ଆମକୁ ଜଣା ନଥାଏ । ତେବେ ଆଉ ବିଳମ୍ବ ନକରି ଆସନ୍ତୁ ଜାଣିବା ମୃତ୍ୟୁ ପୂର୍ବରୁ ଭଗବାନ କେଉଁ ସଙ୍କେତ ଦେଇଥାନ୍ତି ଯାହା ମାଧ୍ୟମରେ ଆପଣ ଜାଣିବାକୁ ପାଇବେ କି ଆପଣଙ୍କ ମୃତ୍ୟୁ ନିକଟରେ ହେବାକୁ ଯାଉଛି ।

1- ଯଦି କୌଣସି ବ୍ୟକ୍ତିଙ୍କ ଶରୀର ନୀଳ ଏବଂ ହଳଦିଆ ପଡିଯାଏ କିମ୍ବା ଶରୀରରେ ବହୁତ ସାରା ନାଲି ଦାଗ ଦେଖାଦେଇଥାଏ । ତେବେ ଏହିସବୁ ଏହାର ଇସାରା ଦେଇଥାଏ କି ସେହି ବ୍ୟକ୍ତିଙ୍କ ମୃତ୍ୟୁ ବହୁତ ନିକଟତର ଅଟେ । 2- ଯେଉଁ ବ୍ୟକ୍ତିଙ୍କ ମୃତ୍ୟୁ ସମୟ ପାଖେଇ ଆସିଥାଏ ତାଙ୍କ ନିଜ ଛାଇ ମଧ୍ୟ ତାଙ୍କ ସାଥ ଛାଡିଦେଇଥାଏ ।

ଅର୍ଥାତ ଛାଇ ମଧ୍ୟ ଆଉ ପଡିନଥାଏ ଯାହାକୁ କିଛି ଲୋକ ଜାଣିପାରନ୍ତି ନାହିଁ କି ଧ୍ୟାନ ବି ଦିଅନ୍ତି ନାହିଁ । 3- ଯଦି କୌଣସି ବ୍ୟକ୍ତିଙ୍କ ମୁଣ୍ଡ ଉପରେ କାଉ କିମ୍ବା ପାରା ଆସି ବସିଯାଏ ତେବେ ଏହାର ଅର୍ଥ ହୋଇଥାଏ କି ସେହି ବ୍ୟକ୍ତିଙ୍କ ଶେଷ ଶେଷ ସମୟର ଯୋଗ ବାସ ଆଉ ଏକ ମାସ ।

4- ମଣିଷ ନିଜ ଆଖ ପାଖରେ କୌଣସି ଆତ୍ମା ଥିବାର ଅନୁଭବ ହୋଇଥାଏ । ଏବଂ ବହୁତ ଅଶୁଭ ସ୍ଵପ୍ନ ସବୁ ଆସିବାକୁ ଲାଗିଥାଏ । 5- ଯଦି କୌଣସି ବ୍ୟକ୍ତିଙ୍କୁ ନିଜ ଶରୀର ଭିତରକୁ କୌଣସି ଅଲଗା ଗନ୍ଧ ଆସିବାର ଅନୁଭବ ହୋଇଥାଏ ଏବଂ ସେହି ବ୍ୟକ୍ତି ଲମ୍ବା ସମୟ ସମୟ ଧରି ଯଦି ଅସୁସ୍ଥ ଥିବେ ତେବେ ମୃତୁ ନିକଟବର୍ତ୍ତୀ ବୋଲି ଜାଣିଯିବେ ।

6- ଯେଉଁ ମଣିଷର ମୃତ୍ୟୁ ପାଖେଇ ଆସିଥାଏ ସେହି ମଣିଷକୁ ନିଜ ପାଖରେ ବସିଥିବା ଲୋକ ମଧ୍ୟ ଦେଖା ଯାଇନଥାନ୍ତି । ଧାପ୍ସା ଧାପ୍ସା ଦେଖା ଯିବାକୁ ଲାଗନ୍ତି । ଏବଂ ଯମଦୂତ ମଧ୍ୟ ନଜର ଆସିବାକୁ ଲାଗିଥାନ୍ତି । ଯେଉଁ ବ୍ୟକ୍ତିଙ୍କ ମୃତ୍ୟୁ ଆସିବାର ଥାଏ  ତାଙ୍କ ନିଶ୍ଵାସ ଓଲଟା ଚାଲିଥାଏ । 7- ଯଦି କୌଣସି ବ୍ୟକ୍ତିଙ୍କ ଗୋଟିଏ ପଟ ନାକରେ ନିଶ୍ଵାସ ପ୍ରଶ୍ଵାସ ଗୋଟିଏ ଦିନ ଏବଂ ରାତି ଯିବାକୁ ଲାଗିଥାଏ ତେବେ ତାଙ୍କ ମୃତ୍ୟୁ 3 ବର୍ଷ ଭିତରେ ହୋଇଥାଏ ।

8- ଯେଉଁ ବ୍ୟକ୍ତିଙ୍କ ବାମ ହାତ ବାରମ୍ବାର ଡେଇଁଥାଏ ଏବଂ ଅଧିକ ଶୋଷ ଲାଗିଥାଏ । ତାଙ୍କ ମୃତ୍ୟୁ ନିକଟରେ । 9- ମୁଖ ବାଟ ଦେଇ ନିଶ୍ଵାସ ପ୍ରଶ୍ଵାସ ଯିବା ଆସିବା କରିବାକୁ ଲାଗିବେ ବ୍ୟକ୍ତିଙ୍କ ମୃତ୍ୟୁ ଦୁଇ ଦିନ ଭିତରେ ବୋଲି ଜାଣିଯିବେ । 10-  ଯଦି ତେଲ ଏବଂ ପାଣିରେ ନିଜ ଛାଇ ଭୟଙ୍କର ତେବେ ମୃତ୍ୟୁ ବହୁତ ଶୀଘ୍ର ଆସିଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *