ନମସ୍କାର ବନ୍ଧୁଗଣ, ନିଜର ଆଗାମୀ ସମୟକୁ ଶୁଭ ଏବଂ ଆପଣଙ୍କ ପାଇଁ ଫଳଦାୟୀ କରିବା ପାଇଁ ହେଲେ ଆପଣଙ୍କୁ କିଛି କାର୍ଯ୍ୟ ତଥା ଉପାୟ କରିବାକୁ ପଡିଥାଏ । କାରଣ କିଛି କରିବା ଦ୍ଵାରା ହିଁ କିଛି ମିଳିବ ଏହା ଶାସ୍ତ୍ର ବର୍ଣିତ ଅଟେ । ତେବେ ଆପଣ ନିଜ ମୁଠିରେ ଦୁନିଆକୁ ରଖିବାକୁ ଚାହୁଁଥିଲେ ଏହି ଉପାୟଟିକୁ କରିବା ପାଇଁ ଜମା ବି ଭୁଲନ୍ତୁନୀ । ଘରୁ ବାହାରକୁ ବାହାରିବା ସମୟରେ ଭୁଲରେ ବି ଭୁଲନ୍ତୁ ନାହିଁ ନିଜ ପକେଟରେ ଏହି ଜିନିଷ ସାଥିରେ ନେଇ ବାହାରକୁ ଯିବା ପାଇଁ ତେବେ ଆସନ୍ତୁ ଜାଣିବା ।
ଯେତେବେଳେ ଆପଣ ଏକ ଏଭଳି ସ୍ଥାନକୁ ଯାଉଛନ୍ତି ଯେଉଁଠାରେ ନକରାତ୍ମକ ଶକ୍ତିର ବାସ ହୋଇଥାଏ ସେହିଠାରେ ଆପଣଙ୍କ ମନରେ ଭୟ ଏବଂ ଚିନ୍ତା ହେବାକୁ ଲାଗିଥାଏ ଆପଣଙ୍କୁ । ଆପଣଙ୍କ ଭିତରେ ଥିବା ଏନର୍ଜି ସହ ନକରାତ୍ମକ ଶକ୍ତିର ଟକ୍କର ହୋଇଥାଏ ଆଉ ଠିକ ସେହି ସମୟରେ ଆପଣ ଭୟଭୀତ ହୋଇଯାଇଥାନ୍ତି । ଏବଂ ଆପଣଙ୍କୁ ଲାଗିଥାଏ ଏହିଠାରେ କିଛି ନା କିଛି ଗଡବଡ ଅଛି ଆଉ ଆପଣ ଅଧିକ ଭୟଭୀତ ହୋଇଯାଇଥାନ୍ତି ।
ତେବେ ଏଥିପାଇଁ ଆପଣ ନିଜ ନାଭିର ଦୁଇ ଆଙ୍ଗୁଳି ଉପରକୁ ଶୁଖିଲା ହଳଦୀ ଟିପା ଗୋଟିଏ ଲଗାଇ ଯିବା ପାଇଁ ଜମା ବି ଭୁଲିବେନି । ଏହାଦ୍ୱାରା ଆପଣଙ୍କ ମନରେ ଆସୁଥିବା ଭୟ ଆପଣଙ୍କ ସାହସ ବନିଯିବ । ଏହା ବ୍ୟତିତ ଆପଣ ହଳଦୀ ଗଣ୍ଠିକୁ ମଧ୍ୟ ଆପଣଙ୍କ ପକେଟ ରଖି ବାହାରକୁ ଯାଇପାରିବେ ଯାହାଦ୍ୱାରା ଏହିସବୁ ନକରାତ୍ମକ ପ୍ରଭାବ ତ ମୁକ୍ତି ମିଳିବ ହିଁ ।
ଏହାସହିତ ଆପଣଙ୍କ ଧନ ସହ ଜଡିତ ଥିବା ସମସ୍ୟା ବି ଦୂର ହୋଇଯିବ । ଆପଣ ଖୁସ ଧନ ଉପାର୍ଜନ କରିବାକୁ ଲାଗିବେ ଆଉ ରାତାରାତି ବଡଲୋକ ହେବାର ଯେଉଁ କଥା ଆପଣ ଶୁଣିଆସୁଥିବେ ତାହା ସତ ମଧ୍ୟ ହୋଇଯିବ । ଯଦି ଆପଣଙ୍କ ଶତ୍ରୁ ଅଧିକ ଅଛନ୍ତି ବା ବଢିବାରେ ଲାଗିଛନ୍ତି ଏବଂ ଆପଣଙ୍କୁ ମାନ ସମ୍ମାନ ମିଳୁନାହିଁ ତେବେ ଆପଣ ପ୍ରତ୍ୟକ ଦିନ କେଶର ତିଲକ ଆପଣଙ୍କ ମଥାରେ ଲଗାନ୍ତୁ ।
ଯୁଆଡେ ଯାଉଛନ୍ତି ବି ସେହି ଟୀକା ଲାଗାଇ ବାହାରକୁ ଯାଆନ୍ତୁ । ଆପଣ ଏହା କରିବା ଫଳରେ କିଛି ଦିନ ଭିତରେ ଏହାର ପ୍ରଭାବକୁ ଅନୁଭବ କରିପାରିବେ । ଆପଣ କିଛିଦିନ ଭିତରେ ଏତେ ପ୍ରଭାବଶାଳୀ ବନିସାରିଥିବେ କି ଦୁନିଆ ଆପଣଙ୍କ ରାୟ ନେବା ଆରମ୍ଭ କରିସାରିଥିବ । ମାନ ସମ୍ମାନ ପ୍ରାପ୍ତି ହେବା ତ ନିହାତି ଭାବରେ ଏହାର କୌଣସି ପ୍ରକାର ସନ୍ଦେହ ନାହିଁ ।
ଏବଂ ଯେଉଁ ଶତ୍ରୁ ଆପଣଙ୍କ ସୃଷ୍ଟି ହୋଇଥିଲେ ସେମାନେ ଆପଣଙ୍କୁ ଡରିବାକୁ ଲାଗିବେ । ଆପଣଙ୍କ ଏତେ ଖାତିର ଆସିଯିବ କି ଆପଣଙ୍କୁ ଡରିବାକୁ ସମସ୍ତେ ଆପଣଙ୍କ ଶତ୍ରୁ ବା କିଏ ହେବ । ଯଦି ପାରିବେ ପାଖରେ ଆଠଟି ଗୋଲମରୀଚ ମଧ୍ୟ ଆପଣ ରଖିପାରିବେ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।