Jyotish Shastra- ଜାନୁୟାରୀ 2022 ରେ ଚମକିବ ଏହି 6 ଟି ରାଶିର ଭାଗ୍ୟ, ମିଳିବ ବହୁତ ବଡ ଖୁସି ଖବର !

ବନ୍ଧୁଗଣ, ୬ ଟି ରାଶି ୨୦୨୨ ନୂଆବର୍ଷ କୁ ବନିବେ କୋଟିପତି । ଆପଣ ନିଶ୍ଚିତ ଶୁଣିଥିବେ କି ଦେବାବାଲା ଯେବେ ଦେଇଥାଏ ଛପର ଫାଡ଼ିକି ଦେଇଥାଏ । ଏପରି କିଛି ଜାନୁଆରୀ ୨୦୨୨ କୁ ହେବାକୁ ଯାଉଅଛି କିଛି ରାଶିଙ୍କ ସହିତ । ବିଶେଷ ରୂପେ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ରହିବ । ମାତା ଲକ୍ଷ୍ମୀଙ୍କ କୃପାଦୃଷ୍ଟି ରହୁଥିବାରୁ ଏହି ୬ ଟି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ବଦଳିବ । ଜାନୁଆରୀ ମାସରେ କିଛି ରାଜଯୋଗ ଓ ଧନଯୋଗ ନିର୍ମାଣ ହେଉଛି ।

ଯାହାର ସିଧା ଲାଭ ଏହି ୬ ଟି ରାଶି ଉପରେ ପଡ଼ିବ । ଏବଂ ଏହି କାରଣରୁ ମାତା ଲକ୍ଷ୍ମୀ ବିଶେଷ ରୂପେ ନିଜର କୃପାଦୃଷ୍ଟି ବର୍ଷା କରିବେ । ଏମାନଙ୍କୁ କୁବେର ସମାନ ଧନ ମଧ୍ୟ ଦେବେ । ଯାହାଦ୍ଵାରା ଏମାନେ ଧନରେ ମାଲାମାଲ ହେବେ । ଏମାନଙ୍କର ଶୋଇଥିବା ଭାଗ୍ୟ ମଧ୍ୟ ଉଠି ପଡ଼ିବ । ଜାନୁଆରୀ ମାସରେ ଗ୍ରହ ମାନଙ୍କର ପରିବର୍ତ୍ତନ ହେବ । ଗ୍ରହ ମାନଙ୍କର ରାଜା ସୂର୍ଯ୍ୟଦେବ ୧୪ ଜାନୁୟାରୀକୁ ମକର ରାଶିରେ ପ୍ରବେଶ କରିବେ ।

ଶନିଦେବ ମଧ୍ୟ ମକର ରାଶିରେ ରହିବେ । ଏବଂ ଦେବଗୁରୁ ବୃହସ୍ପତି କୁମ୍ଭ ରାଶିରେ ରହିବେ । ରାହୁ ବିଛା ରାଶିରେ ଓ କେତୁ ବୃଷ ରାଶିରେ ଜାନୁଆରୀ ୨୦୨୨ ରେ ରହିବେ । ଜାନୁଆରୀ ମାସରେ ସର୍ବସିଦ୍ଧିଯୋଗୋ, ଅମୃତସିଦ୍ଧିଯୋଗ ଏବଂ ମହାଲକ୍ଷ୍ମୀଯୋଗ ନିର୍ମାଣ ହେଉଛି । ଯାହାର କାରଣରୁ ଜାନୁଆରୀ ୨୦୨୨ ଏହି ୬ ଟି ରାଶି ପାଇଁ ଲାଭକାରୀ ରହିବ । ତେବେ ଆସନ୍ତୁ ସେହି ୬ ଟି ଭାଗ୍ୟଶାଳୀ ରାଶି ବିଷୟରେ ଜାଣିବା ।

୧:- ମେଷ ରାଶି, ମେଷ ରାଶିର ଜାତକଙ୍କ ପାଇଁ ନବବର୍ଷ ବହୁତ ଲାଭକାରୀ ରହିବ । ମାତା ଲକ୍ଷ୍ମୀଙ୍କ ଖାସ କୃପାଦୃଷ୍ଟି ଆପଣଙ୍କ ଉପରେ ରହିବ । ଧନ ସମ୍ବନ୍ଧିତ ମାମଲା ଦୂର ହେବ । ଅଟକି ଥିବା ଧନ ପ୍ରାପ୍ତି ହେବ । ଆପଣ ଅଧିକ ଧନ କମାଇବେ । ବ୍ୟବସାୟ କ୍ଷେତ୍ରରେ ଲାଭବାନ ହେବେ । ଜମିବାଡ଼ି ସମ୍ବନ୍ଧିତ ମାମଲା ଦୂର ହେବ । ଘରେ ସୁଖ ସମୃଦ୍ଧି ବଢିବ ।

୨:- କନ୍ୟା ରାଶି, ଏହି ରାଶିର ବ୍ୟକ୍ତିମାନେ ବହୁତ ମହତ୍ତ୍ଵପୂର୍ଣ୍ଣ କାର୍ଯ୍ୟ କରିବେ । ଯାହାବି ଯୋଜନା ଆପଣ କରିବେ ସେଥିରେ ଲାଭବାନ ହେବେ । ନବବର୍ଷ ର ପ୍ରଥମ ମାସ ଆପଣଙ୍କ ପାଇଁ ବହୁତ ଶୁଭ ରହିବ । ଆପଣ ନିଜ ଘର ସହ ମୂଲ୍ୟବାନ ସମୟ ବିତାଇବେ । ଆପଣଙ୍କ ବୈବାହିକ ଜୀବନରେ ଖୁସି ଦେଖିବାକୁ ମିଳିବ । ପତି ପତ୍ନୀ ମଧ୍ୟରେ ସୁସମ୍ପର୍କ ରହିବ । ଧନ ସମ୍ବନ୍ଧିତ ମାମଲା ଦୂର ହେବ ।

୩:- ବିଛା ରାଶି, ଏହି ରାଶିଙ୍କ ପାଇଁ ୨୦୨୨ ବହୁତ ଭଲ ରହିବ । ଆପଣ ବିଦେଶ ଯାତ୍ରା ମଧ୍ୟ କରିପାରନ୍ତି । ବିଦେଶ ଯାତ୍ରା ବହୁତ ଶୁଭ ରହିବ । ବିଜନେସ ବିସ୍ତାର ରେ ଲାଭ ପାଇବେ । ପୁରୁଣା ବନ୍ଧୁ ସହ ଦେଖା ହୋଇପାରେ । ପାଠପଢାରେ ଆଗୁଆ ରହିବେ ।

୪:- ମିଥୁନ ରାଶି, ଏହି ରାଶି ର ବ୍ୟକ୍ତିଙ୍କ ପାଇଁ ଜାନୁଆରୀ ମାସ ବହୁତ ଲାଭକାରୀ ରହିବ । ଧନ ସମ୍ବନ୍ଧିତ ମାମଲା ଦୂର ହେବ । ଜମିବାଡ଼ି ମାମଲାରେ ଜମି କୁ ବିକି ବହୁତ ଲାଭ ପାଇବେ । ଘରେ କୌଣସି ଧାର୍ମିକ କାର୍ଯ୍ୟ ମଧ୍ୟ କରିପାରନ୍ତି । ଘରେ ଅବିବାହିତ ଜାତକ ଥିଲେ ସେମାନଙ୍କ ପାଇଁ ବାହାଘର ପ୍ରସ୍ତାବ ଆସିପାରେ ।

୫:- ମକର ରାଶି, ଏହି ରାଶିଙ୍କ ଭାଗ୍ୟ ଏବେ ବହୁତ ଚମକିବ । ଆପଣ ସୁଖ ସୁବିଧା ପ୍ରାପ୍ତ କରିବେ । ଆପଣ ପରିବାର ସହ ଖୁସିରେ ରହିବେ । ଆପଣଙ୍କ ଲଭ ଲାଇଫ ବହୁତ ଭଲ ରହିବ । ଆପଣ କିଛି କିଣା କିଣି ମଧ୍ୟ କରିପାରନ୍ତି । ଆପଣଙ୍କ ଦାମ୍ପତ୍ୟ ଜୀବନ ବହୁତ ଖୁସିରେ କଟିବ ।

୬:- ମୀନ ରାଶି, ଏହି ରାଶିର ଜାତକ ୨୦୨୨ ନବବର୍ଷ ଟି ବହୁତ ଲାଭକାରୀ ରହିବ । କିଛି ମହତ୍ତ୍ଵପୂର୍ଣ୍ଣ କାର୍ଯ୍ୟ ଆପଣ କରିପାରନ୍ତି । ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଲୋନ ମଞ୍ଜୁର ହେବ । ଇନକମ ରେ ବୃଦ୍ଧି ଦେଖିବାକୁ ମିଳିବ । ଚାକିରି କ୍ଷେତ୍ରରେ ଉଚ୍ଚ ପଦବୀ ପ୍ରାପ୍ତ କରିବେ । ନୂଆ ବ୍ୟବସାୟ ମଧ୍ୟ ଆରମ୍ଭ କରିପାରନ୍ତି । ଯେଉଁଥିରେ ଆପଣଙ୍କୁ ବହୁତ ଲାଭ ମଧ୍ୟ ମିଳିବ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *