ବନ୍ଧୁଗଣ, ଯଦି ଆପଣଙ୍କ ଜନ୍ମ କୌଣସି ମାସ ର ୧୦ ତାରିଖ ରେ ହୋଇଅଛି । ତେବେ ଆପଣଙ୍କ ମୂଲ୍ୟାଙ୍କ ୧+୦= ୧ ହେବ । ସେହିଭଳି ଯଦି କୌଣସି ବ୍ୟକ୍ତି ଙ୍କର ଜନ୍ମ ୧୨ ତାରିଖ ରେ ହୋଇଅଛି ତେବେ ତାଙ୍କର ମୂଲ୍ୟାଙ୍କ ୧+୨=୩ ହବ ।
୧;- ଯେଉଁ ବ୍ୟକ୍ତି ଙ୍କର ଜନ୍ମ ମାସର ୧,୧୦,୧୯, ଏବଂ ୨୮ ତାରିଖ ରେ ହୋଇଥାଏ, ସେମାନଙ୍କ ମୂଲ୍ୟାଙ୍କ ୧ ହୋଇଥାଏ । ମାନଯାଇଥାଏ ଯେ ଏହିଭଳି ଲୋକ ବହୁତ ସର୍ମିଳା ସ୍ଵଭାବର ହୋଇଥାନ୍ତି । ଏମାନେ ପ୍ରେମ କରିଥାନ୍ତି ମାତ୍ର ପ୍ରେମ କୁ ପ୍ରକାଶ କରି ପାରି ନଥାନ୍ତି । ଏମାନଙ୍କ ନିମନ୍ତେ ପ୍ରେମ ବିବାହ କରିବା ବହୁତ କଠିନ ହୋଇଥାଏ ।
୨;- ଯେଉଁ ବ୍ୟକ୍ତି ର ଜନ୍ମ ମାସର ୨,୧୧,୨୦ ଏବଂ ୨୯ ତାରିଖରେ ହୋଇଥାଏ ତେବେ ସେମାନଙ୍କ ମୂଲ୍ୟାଙ୍କ ୨ ହୋଇଥାଏ । ଜ୍ୟୋତିଷ ଅନୁସାରେ ଏହିଭଳି ଲୋକ ବହୁତ ଭାବିଚିନ୍ତି ହିଁ ପ୍ରେମ କରିଥାନ୍ତି । ଏହିଭଳି ଲୋକଙ୍କର ପ୍ରେମ ବିବାହ କରିବାର ଅଧିକ ଚାନ୍ସ ରହିଥାଏ ।
୩;- ଯେଉଁ ଲୋକ ଙ୍କ ଜନ୍ମ କୌଣସି ମାସର ୩,୧୨,୨୧ ତଥା ୩୦ ତାରିଖ କୁ ହୋଇଥାଏ ସେମାନଙ୍କ ମୂଲ୍ୟାଙ୍କ ୩ ହୋଇଥାଏ । ମାନାଯାଇଅଛି ଯେ ଏହିଭଳି ଲୋକ ପ୍ରେମ ବିବାହ ମାମଲାରେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ।
୪;- ଯେଉଁ ଲୋକଙ୍କ ଜନ୍ମ କୌଣସି ମାସର ୪,୧୩,୨୨,୩୧ ତାରିଖକୁ ହୋଇଥାଏ ସେମାନଙ୍କ ମୂଲ୍ୟାଙ୍କ ୪ ହୋଇଥାଏ । ଏହିଭଳି ଲୋକ ଅତି ସହଜରେ ପ୍ରେମ ରେ ପଡି ନଥାନ୍ତି । ମାତ୍ର ଯଦି ଏମାନେ କାହାକୁ ଭଲ ପାଇଥାନ୍ତି ତେବେ ସେମାନଙ୍କୁ ନିଜ ଜୀବନ ସାଥି ବନାଇବାରେ କୌଣସି ଅଭାବ ଛାଡି ନଥାନ୍ତି । ଏମାନଙ୍କର ବିଶେଷ ଭାବରେ ପ୍ରେମ ବିବାହ ର ସମ୍ଭାବନା ରହିଥାଏ ।
୫;- ଯେଉଁ ଲୋକଙ୍କ ଜନ୍ମ କୌଣସି ମାସର ୫,୧୪, ୨୩ ତାରିଖକୁ ହୋଇଥାଏ ତେବେ ସେମାନଙ୍କ ମୂଲ୍ୟାଙ୍କ ୫ ହୋଇଥାଏ । ୫ ଅଙ୍କ ବୁଧ ଙ୍କର ପ୍ରତୀକ ହୋଇଥାଏ । ଏମାନେ ନିଜ ପରିବାର ଙ୍କ ସହମତି ରେ ବିବାହ କରିବାକୁ ଭଲ ପାଇଥାନ୍ତି ।
୬;- ଯେଉଁ ଲୋକଙ୍କ ଜନ୍ମ କୌଣସି ମାସର ୬,୧୫ ଏବଂ ୨୪ ତାରିଖ ରେ ହୋଇଥାଏ, ତେବେ ସେମାନଙ୍କ ମୂଲ୍ୟାଙ୍କ ୬ ହୋଇଥାଏ । ଏହା ଶୁକ୍ର ଙ୍କର ପ୍ରତୀକ ହୋଇଥାଏ । ଅର୍ଥାତ ଏମାନେ ଲଭ ମ୍ୟାରେଜ ରେ ସଫଳ ହୋଇଥାନ୍ତି ।
୭;- ଯଦି ଆପଣଙ୍କ ଜନ୍ମ କୌଣସି ମାସର ୭,୧୬ ଏବଂ ୨୫ ତାରିଖ ରେ ହୋଇଥାଏ ତେବେ ଏମାନେ ସ୍ଵଭାବରେ ଅଳ୍ପ ସଙ୍କୋଚି ହୋଇଥାନ୍ତି । ଏଣୁ ଏହି କାରଣରୁ ଏମାନଙ୍କ ପ୍ରେମ ବିବାହ କରିବାର ଚାନ୍ସ ବହୁତ କମିଯାଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ