Tarot Card Reading- ଜଣଙ୍କ ନାମ ଭାବି ବାଛନ୍ତୁ ଯେ କୌଣସି 1 ନମ୍ବର, ଦେଖିବା ଆପଣଙ୍କ ପାଇଁ ତାଙ୍କ ମନରେ କଣ ଅଛି ?

ନମସ୍କାର ବନ୍ଧୁଗଣ । ଆପଣ ଯଦି କାହା ମନର କଥା ଜାଣିବାକୁ ଚାହୁଁଥାନ୍ତି । ତେବେ ଆପଣମାନଙ୍କୁ କିଛି ନମ୍ବର ଅନୁଯାଇ କିଛି କଳସ ଦିଆଯିବ । ଆପଣ ଯେଉଁ କଳସକୁ ବାଛିବେ । ସେହି କଳସ ଅନୁସାରେ ଆପଣ ଯାହା ମନ କଥା ଜାଣିବା ପାଇଁ ଚାହୁଁଥିବେ । ତାର ମନ କଥା ଆପଣଙ୍କ ପାଇଁ କ’ ଣ ଅଛି ଜାଣିପାରିବେ । ଆପଣ ସେହି ବ୍ୟକ୍ତିକୁ ଧ୍ୟାନରେ ରଖୀ ଏକ ନମ୍ବର ବାଛନ୍ତୁ । ନମ୍ବର ଗୁଡିକ ହେଉଛି ୧, ୨, ୩, ୪ ଓ ୫ ।

୧ ନମ୍ବର କଳସ  ;- ଯେଉଁମାନେ ଏହି ୧ ସଂଖ୍ୟାକୁ କାହାକୁ ମନରେ ଭାବି ବାଛିଥିଲେ । ସେହି ମଣିଷ ସହିତ ଆପଣଙ୍କର କିଛି କାରଣ ଯୋଗୁ ସମ୍ପର୍କରେ ଫାଟ ସୃଷ୍ଟି ହେଇଯାଇଛି । ଯେଉଁ କାରଣରୁ ସେ ଆପଣଙ୍କୁ ତାଙ୍କର ଯୋଗ୍ୟ ଭାବୁନାହାନ୍ତି । ସେ ଏହି ସମ୍ପର୍କକୁ ଦୂରେଇ ଅନ୍ୟ ସମ୍ପର୍କ ଗଢିବା ପାଇଁ ଚାହୁଁଛନ୍ତି । ଏଥିରେ ସମ୍ଭାବନା ମଧ୍ୟ ଅଛି । ସେ ଯେଉଁ ନୂତନ ସମ୍ପର୍କ ଗଢିବା ପାଇଁ ଇଚ୍ଛା କରୁଛନ୍ତି । ସେ ବ୍ୟକ୍ତି ଆପଣ ହୋଇପାରନ୍ତି । ପୁରୁଣା କଥା ଭୁଲି ନୂତନ ଭାବେ ସମ୍ପର୍କ ଗଢିବା ପାଇଁ ଚାହୁଁଛନ୍ତି ।

୨ ନମ୍ବର କଳସ ;- ଯେଉଁମାନେ ନିଜର ଏକ ପରିଚିତ ଲୋକର କଥା ଭାବି ଏହି ନମ୍ବର ବାଛିଥିଲେ । ସେହି ବ୍ୟକ୍ତି ଜଣକ ଆପଣଙ୍କ ବିଷୟରେ ବହୁତ ସକାରାତ୍ମକ କଥା ଭାବୁଛନ୍ତି । ସେ ଆପଣଙ୍କ ପାଖରେ ଏପରି କିଛି ଭଲ ଗୁଣ ଦେଖୁଛନ୍ତି । ଯେଉଁ କାରଣରୁ ସିଏ ଆପଣଙ୍କ ଉପରେ ବହୁତ ଖୁସି ଅଛନ୍ତି । ସେ ଆପଣଙ୍କ ସହିତ ବନ୍ଧୁତା କରିବାକୁ ପ୍ରସ୍ତୁତ ଅଛନ୍ତି ।

୩ ନମ୍ବର କଳସ;- ଯେଉଁମାନେ କୌଣସି ବ୍ୟକ୍ତିକୁ ସ୍ମରଣ କରି ଏହି ନମ୍ବର ବାଛିଥିଲେ । ସେହି ବ୍ୟକ୍ତି ଜଣକ ଆପଣଙ୍କ ପାଇଁ ଧାରଣା ଏହା କିଯେ ଏମିତି କିଛି ଘଟଣା ଆପଣଙ୍କ ମଧ୍ୟରେ ଘଟିଛି । ଯେଉଁ କାରଣରୁ ଆପଣ ତାଙ୍କ ଉପରେ ନିରାଶ ଅଛନ୍ତି । ସେ କିନ୍ତୁ ଆପଣଙ୍କ ମନ ଦୁଃଖ କରିବା ପାଇଁ ଚାହୁଁନାହାନ୍ତି । ସେ ସବୁବେଳେ ଆପଣଙ୍କ ସାଥିରେ ରହିବା ପାଇଁ ଚାହୁଁଥାନ୍ତି । ଦୁହିଁଙ୍କ ମଝିରେ ହେଇଥିବା ଭୁଲ୍ ବୁଝାମଣାକୁ ସେହି ବ୍ୟକ୍ତି ଜଣଙ୍କ ସୁଧାରିବା ପାଇଁ ଚାହୁଁଛନ୍ତି ।

୪ ନମ୍ବର କଳସ ;- ଯେଉଁମାନେ ତାଙ୍କର ପରିଚିତ କୌଣସି ବ୍ୟକ୍ତିର କଥା ଭାବିକି ଏହି ନମ୍ବରକୁ ବାଛିଛନ୍ତି । ସେହି ବ୍ୟକ୍ତି ଆପଣଙ୍କୁ ତାଙ୍କର ମନ ପସନ୍ଦର ବ୍ୟକ୍ତି ବୋଲି ଭାବିଛନ୍ତି । ତାଙ୍କ ମନରେ ଆପଣଙ୍କ ପାଇଁ ପ୍ରେମବାଲା ଭାବନା ଅଛି । ସେ ଭବିଷ୍ୟତରେ ତାଙ୍କର ଜୀବନସାଥି ରୂପେ ଆପଣଙ୍କୁ ପାଇବା ପାଇଁ ଚାହୁଁଛନ୍ତି ।

୫ ନମ୍ବର କଳସ ;- ଯେଉଁମାନେ ତାଙ୍କର ପ୍ରିୟର ମଣିଷ ମନର କଥା ଜାଣିବା ପାଇଁ ଏହି ନମ୍ବରକୁ ବାଛିଚନ୍ତି । ସେହି ବ୍ୟକ୍ତି ଜଣକ ଆପଣଙ୍କ ସାଥିରେ ପୁରୁଣା ବିତେଇଥିବା କିଛି ଖରାପ ସମୟକୁ ଭୁଲି କିଛି ଅତୀତର ଭଲ ଭାବନା ନେଇ ଆପଣଙ୍କ ସାଥିରେ ନୂଆ କରି ଆଗକୁ ବଢିବେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର  କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *