କେଉଁ ଦିନ ଯାହା ମାନସିକ କରିବେ ତାହା ପୂରଣ ହୋଇଥାଏ ? ଏହା ସହିତ ପଢନ୍ତୁ ଆହୁରି 20 ଟି Anuchinta

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମନୁଷ୍ୟ ଯେଉଁ ସବୁ କାର୍ଯ୍ୟ ତାର ପ୍ରତିଦିନ କରିଥାଏ । ତାହା ସମସ୍ତ କାର୍ଯ୍ୟ ଶାସ୍ତ୍ର ସମ୍ବଧିତ କିଛି ନା କିଛି ସଂଯୋଗ ରହିଥାଏ । ଯଦି ଆମେ ସେହି କାର୍ଯ୍ୟକୁ ଶାସ୍ତ୍ରର ନୀତି ନିୟମ ଅନୁଯାଇ ସଠିକ ଭାବରେ ତୁଲାଇବା । ତେବେ ଆମକୁ କୌଣସି ପ୍ରକାର ଅସୁବିଧାକୁ ଭବିଷ୍ୟତରେ ସାମ୍ନା କରିବାକୁ ପଡିବ ନାହିଁ । ଘରେ ଯଦି ବିଛା ଦେଖନ୍ତି । ତେବେ ବହୁତ ଶୀଘ୍ର ମନସ୍କାମନା ପୂରଣ ହୋଇଥାଏ । ଘରୁ ବାହାରି ଯିବା ସମୟରେ ବିଛା ଦେଖିଲେ ।

ଅତ୍ୟନ୍ତ ଶୁଭ ହୋଇଥାଏ । ଭୋଜନ କରିବା ସମୟରେ ଗାମୁଛା କିମ୍ବା ଟୋପି ମୁଣ୍ଡରେ ଲଗାଇ ଖାଇବା ଅନୁଚିତ । ଏହା ମଙ୍ଗଳକାରୀ ନୁହେଁ । ମନ୍ଦିରରେ ଥିବା ଠାକୁରଙ୍କର ମୁହଁ ପୂର୍ବ ଦିଗକୁ ହୋଇ ରହିବା ଉଚିତ । ଘରେ ରଖିଥିବା ଠାକୁରଙ୍କର ମୁହଁ ପଶ୍ଚିମ ଦିଗକୁ ରହିଲେ ଶୁଭ ହୋଇଥାଏ । ଯଦି ଚର୍ମ ରୋଗ ଭଲ ହେଉନଥାଏ ।

ତେବେ ମଙ୍ଗଳବାର ଦିନ ମାଟିରେ ମୁଣ୍ଡ ଲଗାଇ ପ୍ରଣାମ କରିବା ଦ୍ଵାରା ତାହା ଦୂର ହୋଇଥାଏ । ବାସନ ମାଜିବାବେଳେ ବାସନ ଶବ୍ଦ ଅଧିକ ହେବା ଉଚିତ ନୁହେଁ । ଏହା ଦ୍ଵାରା ଘରୁ ମା ଲକ୍ଷ୍ମୀ ଦୂରେଇ ଯାଇଥାନ୍ତି । ମନ୍ଦିର କୁ ଯାଉଥିଲେ । ପ୍ରଥମେ ବାହାନଙ୍କୁ ପ୍ରଣାମ କରି ତାପରେ ଠାକୁରଙ୍କୁ ପ୍ରଣାମ କରିବା ଦ୍ଵାରା ମଙ୍ଗଳ ହୋଇଥାଏ । ପ୍ରତ୍ଯେକ ଦିନ ଅତି କମ୍ ରେ ୮ ଗ୍ଳାସ ପାଣି ପିଇବା ଉଚିତ ।

ଏହା ଦ୍ଵାରା ଶରୀର ସବୁବେଳେ ସୁସ୍ଥ ରହିଥାଏ । ରାତିରେ ଶୋଇବା ବେଳେ କେବେବି ଆଇନା ଖୋଲିକି ଶୁଅନ୍ତୁ ନାହିଁ । ତାହା ଢାଙ୍କିକି ରଖିବା ଦ୍ଵାରା ମଙ୍ଗଳ ହୋଇଥାଏ । ଗାଧୋଇ ସାରିଲା ପରେ କେବେ ମଧ୍ୟ ତେଲ କିମ୍ବା ମୁଢି ଛୁଇଁବା ଉଚିତ ନୁହେଁ । ଏହା ଅଶୁଭ ହୋଇଥାଏ । କଥା କହିଲାବେଳେ ସବୁବେଳେ ଭାବି ବିଚାରୀ କଥା କହିବା ଉଚିତ ।

ଏହା ସମସ୍ତଙ୍କ ପାଇଁ ମଙ୍ଗଳ ହୋଇଥାଏ । ଟଙ୍କା ଗଣିବା ବେଳେ କେବେ ମଧ୍ୟ ଟଙ୍କାରେ ଛେପ ମାରି ଗଣିବା ଉଚିତ ନୁହେଁ । ଟଙ୍କା ଗଣିବା ସମୟରେ ଭୀତର ପଟକୁ କରି ଗଣିବା ଶୁଭ ହୋଇଥାଏ । ସୋମବାର, ବୁଧବାର ଓ ଶୁକ୍ରବାର ଦିନ ଘରୁ କୌଣସି କାର୍ଯ୍ୟରେ ବାହାରକୁ ଯିବା ସମୟରେ ଗଲା ବେଳେ ବାମ ପାଦ ପକାଇ ଘରୁ ଯିବା ଉଚିତ । ଏହା ଶୁଭ ହୋଇଥାଏ ।

ଘରେ ଯଦି ଚୁଚୁନ୍ଦ୍ରା ଦେଖିଥାନ୍ତି । ତେବେ ଏହା ବହୁତ ଶୁଭ ହୋଇଥାଏ । ଏହା ଘରକୁ ମା ଲକ୍ଷ୍ମୀଙ୍କର ଆଗମନର ସୂଚନା ହୋଇଥାଏ ।  ପ୍ରଜାପତି ଯଦି ଦେହରେ ବସିଥାଏ । ତେବେ ସୁଖଲାଭ ହୋଇଥାଏ । ବୁଢିଆଣୀ ଜାଲ ମୁଣ୍ଡରେ ଲାଗିଲେ । ନୂତନବସ୍ତ୍ର ପ୍ରାପ୍ତ ହୋଇଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *