ବନ୍ଧୁଗଣ ଆଜି ଆମେ ଆଲୋଚନା କରିବା କିଛି ଆଇଏସ ପରୀକ୍ଷା ରେ ପଚରା ଯାଇଥିବା କଠିନ ପ୍ରଶ୍ନ ବିଷୟରେ । ଏହି ପ୍ରଶ୍ନ ଉତ୍ତର ଆପଣଙ୍କୁ ଆଗାମୀ ସମୟରେ ସାହାଜ୍ଯ କରିବ ବୋଲି ଆମର ଆସା । ଯଦି ଆପଣ କୌଣସି ପରୀକ୍ଷା ପାଇଁ ପ୍ରସ୍ତୁତି କରୁଛନ୍ତି ତେବେ ନିଶ୍ଚିତ ଭାବରେ ଏହି ପ୍ରଶ୍ନ ଉତ୍ତର ଆପଣଙ୍କୁ ସାହାଜ୍ଯ କରିବ । ତେବେ ଚଲାନ୍ତୁ ଆରମ୍ଭ କରିବା ।
କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ :
ପ୍ରଶ୍ନ- ଯଦି ପାରାଚ୍ୟୁଟ୍ ବିନା ବିମାନରୁ ଡେଇଁବା ପରେ ଜେମ୍ସ ବଣ୍ଡ ଜୀବିତ ଅଛନ୍ତି, ଏହା କିପରି ସମ୍ଭବ?
ଉତ୍ତର- ପାରାଚ୍ୟୁଟ୍ ବିନା ବିମାନରୁ ଡେଇଁବା ପରେ ଜେମ୍ସ ବଣ୍ଡ ଜୀବନ୍ତ ଅଛନ୍ତି କାରଣ ବିମାନଟି ରନୱେରେ ଥିଲା ଦେଖିଲେ ଏହା କେତେ ସରଳ ଉତ୍ତର ଥିଲା ।
ପ୍ରଶ୍ନ- ଜଣେ ବ୍ୟକ୍ତି ଆଠ ଦିନ ଶୋଇ ନ ପାରି କିପରି ବଞ୍ଚିପାରିବ?
ଉତ୍ତର- ସେ ରାତିରେ ଶୋଇଥାଏ ଦିନରେ ନଶୋଇଲେ ଅସୁବିଧା କିଛି ନାହିଁ
ପ୍ରଶ୍ନ- ଯଦି ମୁଁ ତୁମ ଭଉଣୀ ସହିତ ପଳାଇବି ତେବେ ତମେ କ’ଣ କରିବ?
ଉତ୍ତର- “ତୁମ ଅପେକ୍ଷା ମୋ ଭଉଣୀ ପାଇଁ ମୁଁ ଭଲ ମଣିଷ ପାଇପାରିବି ନାହିଁ
ପ୍ରଶ୍ନ- କଞ୍ଚା ଅଣ୍ଡାକୁ ଚଟାଣରେ କିପରି ରଖିଲେ ଯେମିତି ଭାଙ୍ଗି ନାହିଁ?
ଉତ୍ତର- ଚଟାଣ ଅଣ୍ଡାଠାରୁ ଅଧିକ ଶକ୍ତିଶାଳୀ, ଏହା ଭାଙ୍ଗିବ ନାହିଁ
ପ୍ରଶ୍ନ- ଅଧା ଆପଲ ପରି ଦେଖାଯାଉଥିବା ଜିନିଷ ଟି କ’ଣ?
ଉତ୍ତର- ଅବଶିଷ୍ଟ ଅଧା ଆପଲ୍
ପ୍ରଶ୍ନ- ରାମ ଏବଂ ଶ୍ୟାମ ଯାଆଁଳା, ଉଭୟ ମେ ରେ ଜନ୍ମ ହୋଇଥିଲେ କିନ୍ତୁ ସେମାନଙ୍କର ଜନ୍ମଦିନ ଜୁନ୍ ମାସରେ ଆସିଥାଏ, ଏହା କିପରି ସମ୍ଭବ?
ଉତ୍ତର – ମେ ହେଉଛି ସେମାନଙ୍କ ସହରର ନାମ
ପ୍ରଶ୍ନ- ଗୋଟିଏ ବିଲେଇର ତିନୋଟି ସନ୍ତାନ ଥିଲେ, ଯାହାର ନାମ ଜାନୁଆରୀ, ଫେବୃଆରୀ ଏବଂ ମେ ଥିଲା ତେବେ ତାଙ୍କ ବାପାଙ୍କ ନାମ ଥିଲା ‘କଣ’ ?
ଉତ୍ତର- ‘କଣ’ ହେଉଛି ତାଙ୍କ ବାପାଙ୍କ ନାମ
ପ୍ରଶ୍ନ- ଯଦି ଆପଣ ସକାଳୁ ଉଠି ହଠାତ୍ ଜାଣିବେ ଯେ ଆପଣ ଗର୍ଭବତୀ ଅଛନ୍ତି?ତେବେ କଣ କରିବେ
ଉତ୍ତର- ମୁଁ ବହୁତ ଖୁସି ହେବି ଏବଂ ଏହି ଖବର ପ୍ରଥମେ ମୋ ସ୍ୱାମୀ ଙ୍କୁ ଜଣେଇବି
ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ ।