ଯଦି ଆପଣଙ୍କୁ ମିଳୁଛି ଏହି 7 ସଙ୍କେତ ତ ଜାଣିବେ ଆପଣଙ୍କ ସହିତ ଅଛି କୌଣସି ଦିବ୍ୟ ଶକ୍ତି, ଖୁବ ଶୀଘ୍ର ଚମକିବ ଭାଗ୍ୟ

ବନ୍ଧୁଗଣ, ସର୍ବ ପ୍ରଥମେ ଯଦି କୌଣସି ବ୍ୟକ୍ତି ଙ୍କ ପାଖକୁ କୌଣସି ଶକ୍ତି ଆସିବାକୁ ଲାଗେ ତେବେ ଆପଣଙ୍କୁ ସର୍ବ ପ୍ରଥମେ ପୂଜା କରିବା ସମୟରେ ହାଇ ଆସିବ । ଏହାପରେ ଶରୀରର କାନ୍ଧ ଉପରେ ଏଭଳି ଅନୁଭୂତି ହେବ ଯେ ଯେପରି କିଛି ଓଜନିଆ ଜିନିଷ ଲଦା ହୋଇଅଛି । ଏହାପରେ ଶରୀର ଅତ୍ୟଧିକ ଭାରି ହୋଇଯିବ ଏବଂ ଶରୀରକୁ ଅଦ୍ଭୁତ ଝଟକା ଲାଗିବ । ଏହାକୁ ଆପଣ ବୁଝି ପାରିବେ ଯେ ଏହା ଇଶ୍ଵରଙ୍କ ଶକ୍ତି ଅଥବା ମାତା ଙ୍କ ଶକ୍ତି ଆପଣଙ୍କ ସାଥିରେ ଚାଲୁଅଛି ।

ଦ୍ଵିତୀୟ ଲକ୍ଷଣ ଏହା ଯେ ଆମ୍ଭକୁ ଅଚାନକ ଭାବରେ କୌଣସି ସୁଗନ୍ଧିତ ଅର୍ଥାତ ଅଧିକ ମହକିବା ଭଳି ବାସ୍ନା ଆସିବ । ତୃତୀୟ ଲକ୍ଷଣ ହେଉଛି ସ୍ଵପ୍ନ ରେ ଆମ୍ଭକୁ ଦେବତା ମାନଙ୍କ ଦର୍ଶନ ଆସିବା ପ୍ରାରମ୍ଭ ହୋଇଯାଇଥାଏ ।

ଚତୁର୍ଥ ଲକ୍ଷଣ ଆପଣଙ୍କର ଚରିତ୍ର ଧୀରେ ଧୀରେ ପରିବର୍ତ୍ତନ ହେବାକୁ ଲାଗିବ । ଅର୍ଥାତ ଚରିତ୍ର ଅତ୍ୟନ୍ତ ଚରିତ୍ରବାନ ହେବାକୁ ଲାଗିବ । ପଞ୍ଚମ ଲକ୍ଷଣ ହେଉଛି ଅଚାନକ ଭାବରେ ପୂଜା କରିବା ସମୟରେ କାହାର ଆବାଜ ମଧ୍ୟ ଶୁଣିବାକୁ ମିଳିବ । ଷଷ୍ଠ ଲକ୍ଷଣ ଏହା ଯେ ଭକ୍ତ ଙ୍କୁ ପୂର୍ବାଭାସ ହେବା ପ୍ରାରମ୍ଭ ହୋଇଯାଏ ।

ଅଚାନକ ଭାବରେ କୌଣସି ଘଟଣା ଘଟିବା ପୂର୍ବ ରୁ ହିଁ ଆଭାସ ହୋଇଯାଇଥାଏ ଯେ ଏହା ଘଟିବାକୁ ଯାଉଅଛି । ତାଙ୍କୁ ପୂର୍ବ ରୁ ହିଁ ଏହା ଜଣା ଯାଇଥାଏ ଯେ ଏହା ହେବାକୁ ଯାଉଅଛି । ସପ୍ତମ ଲକ୍ଷଣ ହେଉଛି ବ୍ରହ୍ମମୂହୁର୍ତ୍ତ ରେ ତାଙ୍କ ନିଦ ଭାଙ୍ଗିଯିବା । ଭକ୍ତ ଯାହା ଉପରେ ମାତା ଅଥବା କୌଣସି ଦେବତା ଙ୍କ ଶକ୍ତି ରହିଥାଏ ତେବେ ବ୍ରହ୍ମମୂହୁର୍ତ୍ତ ରେ ତାଙ୍କର ନିଦ ଅବଶ୍ୟ ଖୋଲିବା ପ୍ରାରମ୍ଭ ହୋଇଯାଇଥାଏ । ସେହି ଲୋକଙ୍କ ସହିତ ଏହି ଘଟଣା ଘଟିଥାଏ ଯେଉଁ ମାନେ ସନ୍ଧ୍ୟାରେ ଶୀଘ୍ର ଶୋଇଥାନ୍ତି । ମାତ୍ର ଯେଉଁ ଲୋକ ୨/୩ ରେ ଶୋଇବ ତାହା ନିଦ ବ୍ରହ୍ମମୂହୁର୍ତ୍ତ ରେ ଭାଙ୍ଗିବ ନାହିଁ ।

ଏଣୁ ଆପଣଙ୍କୁ ଚିନ୍ତା କରିବା କଥା ଯେ ଆପଣଙ୍କ ସହିତ କୌଣସି ଦିବ୍ୟଶକ୍ତି ରହିଅଛି ଯାହା କାରଣରୁ ଆପଣଙ୍କ ନିଦ ହଟାତ ଖୋଲୁଅଛି । ତେବେ ବନ୍ଧୁଗଣ ଏହିସବୁ ଜିନିଷ ପୂର୍ବ ଆଭାସ କରାଇଥାଏ ଯେ ଆମ୍ଭ ପାଖରେ କୌଣସି ଦିବ୍ୟ ଶକ୍ତି ଅବସ୍ଥିତ ଅଛି । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *