Vastu Tips- ଯଦି କେଉଁଠି ପାଇ ଯାଆନ୍ତି ଏହି ଫୁଲ ତୁରନ୍ତ ନେଇ ଆସନ୍ତୁ, ବଦଳିଯିବ ଭାଗ୍ୟ

ବନ୍ଧୁଗଣ, ଯଦି ଆପଣ ସଦାଶିବ ଫୁଲ କୁ କେଉଁଠାରେ ଦେଖୁଛନ୍ତି ତେବେ ଏହାର ମହତ୍ଵ ବହୁତ ଅଧିକ ରହିଥାଏ । ଯଦି ଆପଣ ନିଜ ବାଡି ରେ ଏହି ଫୁଲ ର ଗଛ ଲଗାଇଛନ୍ତି ତେବେ ଏହା ବହୁତ ଲାଭକାରୀ ଅଟେ ଆପଣଙ୍କ ଦେହ ପାଇଁ । ଏହି ଗଛ ସାଧାରଣତ କେଶ କୁ କଳା କରିବାରେ ସାହାର୍ଯ୍ୟ କରିଥାଏ ଏହା ସହିତ ଚେହେରା କୁ ଉଜ୍ଵଳ କରିଥାଏ ଏବଂ ଶରୀର କୁ ନିରୋଗ ରଖିବା ନିମନ୍ତେ ମଧ୍ୟ ଏହା ବିଶେଷ ଭାବରେ କାମରେ ଆସିଥାଏ ।

ଏହା ଲୋକ ମାନଙ୍କୁ ଅଧିକ ସମୟ ପର୍ଯ୍ୟନ୍ତ ଯବାନ ରଖିଥାଏ । ଏହା ସହିତ ଆପଣଙ୍କୁ ଲମ୍ବା ସମୟ ପର୍ଯ୍ୟନ୍ତ କୌଣସି ରୋଗ ମଧ୍ୟ ହେବ ନାହିଁ । ଏହାକୁ ସଦାବିହାରୀ ଗଛ ମଧ୍ୟ କୁହାଯାଏ । ଏହି ଫୁଲକୁ ପୂଜାର୍ଚ୍ଚନା ରେ ମଧ୍ୟ ବ୍ୟବହାର କରାଯାଏ । ତେବେ ଆସନ୍ତୁ ବିସ୍ତାର ଭାବରେ କଥା ହେବା ଯେ ଏହା କେଉଁ କେଉଁ ରୋଗରେ ସହାୟତା କରିଥାଏ । ଆଜିକାଲି ଅନେକ ଲୋକଙ୍କୁ ମଧୁମେୟ ରୋଗ ହେବାରେ ଲାଗିଛି ।

ଏହା ମଧୁମେୟ ରୋଗ ନିମନ୍ତେ ଏକ ସଞ୍ଜିବନୀ ବୁଟୀ ଭଳି କାମ କରିଥାଏ । ଏହି ଗଛର 3 ରୁ 4 ଟି ପତ୍ରକୁ ଚୋବାଇ ତାହାର ରସ କୁ ଶୋଷୀ ନିଅନ୍ତୁ । ଏହାପରେ ଅଳ୍ପ ପାଣି ସେବନ କରନ୍ତୁ । ୮ ରୁ ୧୦ ଦିନ ଏହିଭଳି କରିଲେ ଆପଣଙ୍କ ଡାଇବେଟିସ କଣ୍ଟ୍ରୋଲ ହୋଇଥାଏ । ଯଦି ଆପଣ ଏହାକୁ ଚୋବାଇ ଖାଇପାରିବେ ନାହିଁ ତେବେ ଆପଣ ସଦାଶିବ ଗଛର ଫୁଲ କୁ ଏକ କପ ରେ ପଣି ନେଇ ସେଥିରେ ୫ ମିନିଟ ପର୍ଯ୍ୟନ୍ତ ଭିଯାଇ ରଖନ୍ତୁ ଏହାପରେ ବାହାର କରି ନିଅନ୍ତୁ ଏବଂ ସେହି ପଣି କୁ ଖାଲି ପେଟରେ ସକାଳେ ସେବନ କରନ୍ତୁ ।

ଏବଂ ୧୦ ଦିନ ପରେ ଆପଣ ସୁଗାର ଚେକ କରନ୍ତୁ ଦେଖିବେ ନିଶ୍ଚିତ ଭାବରେ କମ ଥିବ । ଯଦି ଆପଣଙ୍କ ର କାଛୁକୁଣ୍ଡିଆ ଭଳି ସମସ୍ୟା ହୋଇଅଛି ତେବେ ଆପଣ ଏହି ପତ୍ର କୁ ଛିଣ୍ଡାନ୍ତୁ ଏବଂ ଏଥିରୁ ଯେଉଁ କ୍ଷୀର ବାହାରିବ ତାହାକୁ କାଛୁ ହୋଇଥିବା ଜାଗାରେ ଲଗାନ୍ତୁ ଦେଖିବେ ଆପଣଙ୍କ କାଛୁକୁଣ୍ଡିଆ ରୁ ମୁକ୍ତି ନିଶ୍ଚିତ ଭାବରେ ମିଳିବ । ଯଦି ଆପଣଙ୍କୁ ବାରମ୍ବାର ବ୍ରଣର ସମସ୍ୟା ଦେଖାଯାଉଅଛି ତେବେ ଆପଣ ସଦାବହାର ଗଛର ୪ ରୁ ୫ ଟି ଫୁଲ ଅଥବା ପତ୍ରକୁ ଧୋଇ ଗ୍ରାଇଣ୍ଡର ରେ ତାହାର ପେଷ୍ଟ ପ୍ରସ୍ତୁତ କରିବ ନିଜ ମୁହଁ ରେ ପ୍ରୟୋଗ କରନ୍ତୁ ।

ଦେଖିବେ ବ୍ରଣ ସମସ୍ୟା ସଂପୂର୍ଣ୍ଣ ଭାବରେ କ୍ଷୟ ହେବ । ଯଦି ଆପଣ ସକାଳେ ଖାଲି ପେଟରେ ସଦା ବିହାର ଫୁଲ କୁ ୨ ରୁ ୩ ଟି ନୀତିଦିନ ଚୋବାଇ ସେବନ କରନ୍ତି ତେବେ ଆପଣ ନିଶ୍ଚିତ ଭାବରେ ଦେଖିବେ ଯେ ଆପଣଙ୍କ ସମସ୍ତ କେଶ ସମସ୍ୟା ଦୂର ହେବ । ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *