ଯଦି ଆପଣଙ୍କ ନାମର ପ୍ରଥମ ଆକ୍ଷର ଯଦି S,R,B,M ରୁ ଆରମ୍ଭ ହୋଇଥାଏ, ତେବେ ଆପଣଙ୍କ ଭାଗ୍ୟ ବଦଳି ଯିବ

ପ୍ରତ୍ୟକ ମନୁଷ୍ୟ ନିଜ ଭାଗ୍ୟରେଖା ସହ ଏହି ସଂସାରକୁ ଆସିଥାଏ । ଜନ୍ମ ହେବାର ୨୦ ଦିନ ପରେ ତାହାର ନାମ କରଣ ହୋଇଥାଏ । ଜନ୍ମର ସମୟ, ଜନ୍ମର ସ୍ଥାନ ଓ ବ୍ୟକ୍ତିର ଗ୍ରହ ମାନଙ୍କର ଅବସ୍ଥିତିକୁ ଲକ୍ଷ କରି ତାହାର ନାମ କରଣ କରାଯାଇଥାଏ । ତେଣୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ନାମ ଗୁଡିକର ବହୁତ ମହତ୍ୱ ରହିଛି ।

ବ୍ୟକ୍ତିର ନାମର ପ୍ରଥମ ଅକ୍ଷର ଅନୁସାରେ ସେହି ବ୍ୟକ୍ତିର ଭାଗ୍ୟ ଓ ଚରିତ୍ର ଜାଣିହୁଏ । ତେବେ ଆସନ୍ତୁ ଜାଣିବା ନାମର ଏହି ପ୍ରଥମ ଅକ୍ଷର ଥିବା ବ୍ୟକ୍ତି ମାନଙ୍କ ବିଷୟରେ ।

ପ୍ରଥମେ ଆମେ ‘S’ ଆକ୍ଷରରୁ ଆରମ୍ଭ ହୋଇଥିବା ବ୍ୟକ୍ତିମାନଙ୍କ ବିଷୟରେ । ଏହି ମାନେ ବହୁତ ପରିଶ୍ରମୀ ହୋଇଥାଆନ୍ତି । ଏହି ନାମକ ଲୋକମାନେ ସତ୍ୟ ଓ ନିଜର ସିଦ୍ଧାନ୍ତ ଠାରୁ କେବେବି ପଛକୁ ହଟନ୍ତି ନାହିଁ, ଏଥିପାଇଁ ସେ କାହାସହ ମଧ୍ୟ ଝଗଡା କରିବାପାଇଁ ପ୍ରସ୍ତୁତ ହେଇଯାଆନ୍ତି । ଏମାନେ ନିଜକୁ ବଡ ପ୍ରମାଣିତ କରିବାପାଇଁ ଚେଷ୍ଟା କରନ୍ତି । ଏମାନେ ଜୀବନରେ ବହୁତ ହସମୁଖ ଓ ବିଳାସି କିସମର ହୋଇଥାଆନ୍ତି ।

ଏମାନେ ପାର୍ଟି ଓ ଫଙ୍ଗସନରେ ବହୁତ ଖୁସି ଓ ମଜା ଉଠେଇଥାନ୍ତି । ଏମାନେ ବହୁତ ରଚନାତ୍ମକ ହୋଇଥାଆନ୍ତି, ଏମାନଙ୍କୁ କୌଣସି କାମ ଅଲଗା ଅନ୍ଦାଜରେ କରିବା ବହୁତ ପସନ୍ଦ ଲାଗେ ।

ଏମାନଙ୍କୁ ଭିଡରେ ଚାଲିବା ବିଲକୁଲ ପସନ୍ଦ ହୋଇନଥାଏ । ଏମାନେ ନିଜର ପର୍ସନାଲ କଥା ଅନ୍ୟକୁ ସେୟାର କରିବା ବିଲକୁଲ ପସନ୍ଦ କରନ୍ତି ନାହିଁ । ଏମାନେ ପ୍ରେମ ମାମଲାରେ ଅଳ୍ପ ଲାଜକୁଳା ଅଟନ୍ତି ।

ଏବେ ଆସନ୍ତୁ ଜାଣିବା ‘R’ ବ୍ୟକ୍ତି ମାନଙ୍କ ବିଷୟରେ । ଏମାନେ ନିଜ କଥା  ଭାବିବାପୁର୍ବରୁ ଅନ୍ୟ ମାନଙ୍କ କଥା ଭାବିଥାନ୍ତି । ଏମାନେ ବହୁତ ଖୁସି ମସ୍ତିଷ୍କର ବ୍ୟକ୍ତି ଅଟନ୍ତି ।

ଏମାନେ ନିଜେ ଯେତେ ଦୁଃଖରେ ଥିଲେ ମଧ୍ୟ୍ୟ ଅନ୍ୟକୁ ସବୁବଳେ ହସାଇଥାନ୍ତି । ଏହିମାନେ ବହୁତ ଖାଦ୍ୟପ୍ରିୟ ହୋଇଥାଆନ୍ତି । ସୁସ୍ୱାଦୁ ଖାଦ୍ୟ ଦେଖିଲେ ସେମାନେ ରହିପାରନ୍ତି ନାହିଁ । ଏମାନେ ବହୁତ କର୍ତ୍ତବ୍ୟ ନିଷ୍ଠାର ସହ ନିଜ କାର୍ଯ୍ୟକୁ ସମ୍ପାଦାନ  କରିଥାନ୍ତି ।

ଏବେ ଆସନ୍ତୁ ଜାଣିବା ‘ B ‘ ଅକ୍ଷର ବ୍ୟକ୍ତି ମାନଙ୍କ ବିଷୟରେ । ଏମାନେ ସର୍ବଦା କିଛି ନା କିଛି ନୂଆ ରାସ୍ତା ଖୋଜିବାରେ  ଲାଗିଥାନ୍ତି । ଏମାନେ କୌଣସି ଗୋଟିଏ କାମରେ ସନ୍ତୁଷ୍ଟ ହୋଇନଥାନ୍ତି । ଏମାଙ୍କୁ ନୂଆ ନୂଆ କାର୍ଯ୍ୟ କରିବାକୁ ପସନ୍ଦ ଲାଗିଥାଏ । ଏମାନେ ନିଜ ରାସ୍ତା ନିଜେ ହିଁ ପ୍ରସ୍ତୁତ କରିଥାନ୍ତି । ଏମାନେ ସହଜରେ କାହା ଉପରେ ବିଶ୍ୱାସ କରନ୍ତି ନାହିଁ ।

ଏମାନେ ବହୁତ କମ ଲୋକଙ୍କ ଉପରେ ବିଶ୍ୱାସ କରିଥାନ୍ତି । ଏମାନେ ଯାହାକୁ ବି ବିଶ୍ୱାସ କରିଥାନ୍ତି ସେମାନଙ୍କ ସହ ସାଥି ହୋଇ ରହିଥାନ୍ତି । ଏମାନେ ନିଜର କ୍ୟାରିୟର ଚିନ୍ତା ବହୁତ କରିଥାନ୍ତି ।

ଏମାନେ ନିଜର ସିକ୍ରେଟକୁ କୌଣସି ବ୍ୟକ୍ତିଙ୍କ ସହ ସେୟାର କରନ୍ତି ନାହିଁ । ଏପରି ଲୋକ ନିଜର ପ୍ରତ୍ୟକ କାର୍ଯ୍ୟ ଚୁପ ଚାପ ହିଁ କରିଥାନ୍ତି । ଏମାନେ ନିଜ କାମ ବିଷୟରେ କାହାକୁ ଜାଣିବାକୁ ଦିଆନ୍ତି ନାହିଁ ।

 

ଏବେ ଆସନ୍ତୁ ଜାଣିବା ‘M’ ଅକ୍ଷର ବ୍ୟକ୍ତି ମାନଙ୍କ ବିଷୟରେ । ଏହି ନାମର ବ୍ୟକ୍ତି ମାନେ ବହୁତ ଖେଳ ପ୍ରେମୀ ହୋଇଥାଆନ୍ତି ଓ ପଢ଼ାପଡି କରିବାରେ ଅଧିକ ସମୟ ବିତାଇଥାନ୍ତି । ଏମାନଙ୍କ ମନ ସବୁବଳେ ବିଚଳିତ ରହିଥାଏ ।

ସେଥିପାଇଁ ଏମାନଙ୍କୁ ଭାବିଚିନ୍ତି ନିଷ୍ପତି ନେବାକୁ ପଡିଥାଏ । ଏମାନେ ବହୁତ ଶୀଘ୍ର କାହାକୁ ବିଶ୍ୱାସ କରିଥାଆନ୍ତି । ଏମାନେ ସବୁବଳେ ନୂଆ ଜାଗା ବୁଲିବାକୁ ପସନ୍ଦ କରିଥାନ୍ତି ।

ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ ।

Leave a Reply

Your email address will not be published. Required fields are marked *