ଯଦି ଆପଣଙ୍କ ହାତରେ ବି ଅଛି ଏହି X ଚି଼ହ୍ନ ତେବେ ଜାଣନ୍ତୁ ଆପଣଙ୍କ ବିଷୟରେ କିଛି ଚମତ୍କାର କଥା ! (Hasta rekha)

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ନିଜ ହାତକୁ ଧ୍ୟାନର ସହିତ ଦେଖିଲେ ଜାଣି ପାରିବେ କି ଆପଣ ଙ୍କ ହାତରେ କିଛି ବଡ଼ ବଡ଼ ରେଖା ସହ କିଛି ଛୋଟ ଛୋଟ ରେଖା ଗୁଡିକ ମଧ୍ୟ ରହିଛି । ସେହି ରେଖା ଗୁଡିକ ଆମ ଜୀବନ ରେ ବହୁତ ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ମଧ୍ୟ ଗ୍ରହଣ କରିଥାଏ । ଏହି ରେଖା ରୁ ବେଳେ ବେଳେ ଅନେକ ଚିହ୍ନ ମଧ୍ୟ ପ୍ରସ୍ତୁତ ହୋଇଥାନ୍ତି ଯାହା ଆମ ପାଇଁ କିଛି ଶୁଭ ଥାଏ ଏବଂ କିଛି ଅଶୁଭ ଥାଏ ।

ହସ୍ତ ସାମୁଦ୍ରିକ ଶାସ୍ତ୍ର ରେ ଶଙ୍ଖ,ଚକ୍ର, ସ୍ୱସ୍ତିକ, ତ୍ରିଶୁଳ, କ୍ରସ, ପଦ୍ମ ଆଦି ଚିହ୍ନ କୁ ବହୁତ ମହତ୍ତ୍ୱ ପୂର୍ଣ କୁହାଯାଇଛି । ହସ୍ତ ସାମୁଦ୍ରିକ ଶାସ୍ତ୍ର ରେ ହାତରେ ଥିବା ଏହି ବିଭିନ୍ନ ଚିହ୍ନ ଗୁଡିକ ର କିଛି ରହସ୍ୟ ସମ୍ବନ୍ଧରେ ମଧ୍ୟ ବର୍ଣ୍ଣନା କରାଯାଇଛି । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧- ବନ୍ଧୁଗଣ ପ୍ରଥମତଃ, ଯେଉଁ ବ୍ୟକ୍ତି ଙ୍କ ହାତରେ କୌଣସି ବି ସ୍ଥାନରେ ଯଦି ଶଙ୍ଖ ର ଚିହ୍ନ ରହିଥାଏ ତେବେ ତାହା ବହୁତ ଶୁଭ ଅଟେ । ସେମାନେ ସୌଭାଗ୍ୟଶାଳୀ ଥାଆନ୍ତି । ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀ ଙ୍କୁ ଶଙ୍ଖ ଚିହ୍ନ ବହୁତ ପସନ୍ଦ । ତେଣୁ ହାତରେ ଶଙ୍ଖ ର ଚିହ୍ନ ରହିବା ଅତି ଶୁଭ ଅଟେ । ଏହି ବ୍ୟକ୍ତି ମାନଙ୍କ ଜୀବନ ଐଶ୍ୱର୍ଯ୍ୟ ରେ ଭରି ରହିଥାଏ ଏବଂ ସେମାନେ ସମସ୍ତ ସୁଖ ସୁବିଧା ପାଇଥାନ୍ତି । ଜୀଵନ କୁ ଖୁସି ରେ ଅତିବାହିତ କରିଥାନ୍ତି ।

୨- ବନ୍ଧୁଗଣ ଦ୍ବିତୀୟତଃ, ଯେଉଁ ବ୍ୟକ୍ତି ମାନଙ୍କ ହାତରେ ମାଛ ର ଚିହ୍ନ ମଧ୍ୟ ଦେଖିବାକୁ ମିଳିଥାଏ । ହାତରେ ଏହି ଚିହ୍ନ ରହିଲେ ଶୁଭ ଫଳ ମଧ୍ୟ ମିଳିଥାଏ । ଏହି ବ୍ୟକ୍ତି ମାନେ ନିଜ କ୍ଷେତ୍ରରେ ବହୁତ ପ୍ରସିଦ୍ଧ ଏବଂ ବଳଶାଳୀ ହୋଇଥାନ୍ତି । ନିଜର କଠିନ ପରିଶ୍ରମ ରେ ହିଁ ନାମ ଏବଂ ଧନ କୁ ପ୍ରାପ୍ତ କରିଥାନ୍ତି ।

୩- ବନ୍ଧୁଗଣ ତୃତୀୟତଃ, ଯେଉଁ ବ୍ୟକ୍ତି ମାନଙ୍କ ହାତରେ ତ୍ରିଶୁଳ ଚିହ୍ନ ଦେଖିବାକୁ ମିଳିଥାଏ ସେମାନେ ମଧ୍ୟ ଭାଗ୍ୟଶାଳୀ ଅଟନ୍ତି । ତ୍ରିଶୁଳ ଭଗବାନ ଶିବଙ୍କ ଅସ୍ତ୍ର । ହାତରେ ତ୍ରିଶୁଳ ଚିହ୍ନ ରହିଲେ ସେହି ବ୍ୟକ୍ତି ଧନ ପ୍ରାପ୍ତ କରିଥାଏ ଜୀଵନ ରେ ଖୁସି ରେ ଏବଂ ଆନନ୍ଦ ରେ ରହିଥାଏ ।

୪- ବନ୍ଧୁଗଣ ଚତୁର୍ଥତଃ, ଯେଉଁ ମାନଙ୍କ ହସ୍ତ ରେ ଇଂରାଜୀ ଅକ୍ଷର X ଚିହ୍ନ ଥାଏ ତେବେ ଏହାର ଫଳ ଶୁଭ ହିଁ ମିଳିଥାଏ କିନ୍ତୁ ଏହା ବହୁତ କମ ଲୋକଙ୍କ ହାତରେ ଦେଖିବାକୁ ମିଳିଥାଏ । ଏହି ଚିହ୍ନ ରହିଲେ ସେହି ବ୍ୟକ୍ତି ବହୁତ ସାହସୀ ଏବଂ ପରାକ୍ରମୀ ସହ ବହୁ ଲୋକପ୍ରିୟ ମଧ୍ୟ ହୋଇଥାନ୍ତି ।

୫- ବନ୍ଧୁଗଣ ପଞ୍ଚମତଃ, ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଏହା ଯେ, ଆମ ହାତରେ ତିନୋଟି ପ୍ରମୁଖ ରେଖା ରହିଥାଏ ହୃଦୟ ରେଖା,ମସ୍ତିଷ୍କ ରେଖା ଏବଂ ଆୟୁଷ ରେଖା । ଯଦି କୌଣସି ବ୍ୟକ୍ତି ର ହାତରେ ଥିବା ହୃଦୟ ରେଖା ଏବଂ ମସ୍ତିଷ୍କ ରେଖା ମଧ୍ୟରେ X ଚିହ୍ନ ହୋଇଥାଏ ତେବେ ସେହି ବ୍ୟକ୍ତି ଭିତରେ ଜନ୍ମଜାତ ନେତୃତ୍ୱ ଗୁଣ ମାନ ଭରି ରହିଥାଏ । ଏମାନେ ଅନ୍ୟ ର ସାହାଯ୍ୟ କରିବା ପାଇଁ ସବୁବେଳେ ଆଗଭର ରହିଥାନ୍ତି ଏବଂ ସାହାଯ୍ୟ ମଧ୍ୟ କରିଥାନ୍ତି ।

ବନ୍ଧୁଗଣ ଏହି ବିଶେଷ ବିବରଣୀ ଆପଣ ମାନଙ୍କୁ କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *