ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକ କ୍ରେଜି ମାଇଣ୍ଡ ଗେମ୍। ଏହି ଗେମ୍ ଦ୍ୱାରା ଆମେ ଆପଣ ମାନଙ୍କୁ ଆପଣଙ୍କ ବିବାହ କାହା ସହ ହେବ ତାହା କହିଦେଇ ପାରିବୁ।ଏଥିପାଇଁ ଆପଣଙ୍କୁ କିଛି ପ୍ରଶ୍ନ ର ଉତ୍ତର ଦେବାକୁ ପଡ଼ିବ।ଯଦି ଆପଣ ଏହି ସୋପାନ ଗୁଡିକ ଅନୁସାରେ ଆମକୁ ସଠିକ ଉତ୍ତର ଦେବେ ତେବେ ଆମେ ଆପଣଙ୍କୁ ଆପଣଙ୍କ ବିବାହ କାହା ସହ ହେବ ତାହା କହିବୁ। ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା।
୧- ପ୍ରଥମ ପ୍ରଶ୍ନ ଟି ହେଉଛି। ଆପଣ ନିଜ ଜୀଵନ ସାଥି ଭିତରେ କେଉଁ ଗୁଣ ଦେଖିବାକୁ ପସନ୍ଦ କରନ୍ତି।
A- ଯତ୍ନ କରିବା- ୩୦
B- ରୋମାଣ୍ଟିକ-୪୦
C- ଆକର୍ଷଣୀୟ ବ୍ୟକ୍ତିତ୍ୱ-୧୦
D- ପଇସା-୨୦
୨- ଦ୍ଵିତୀୟ ପ୍ରଶ୍ନ ଟି ହେଉଛି। କଣ ଆପଣ ଙ୍କୁ ପ୍ରଥମ ନଜରରେ ହେଉଥିବା ପ୍ରେମ ଉପରେ ବିଶ୍ୱାସ ଅଛି
A- ହଁ ବିଲକୁଲ ହୋଇପାରେ-୪୦
B- ଟିକେ ସନ୍ଦେହ ଅଛି-୩୦
C-ପ୍ରେମ ଉପରେ ବିଶ୍ୱାସ ନାହିଁ-୧୦
D- ଏହା ସବୁ ଫିଲ୍ମି କଥା-୨୦
୩- ତୃତୀୟ ପ୍ରଶ୍ନ ଟି ହେଉଛି। କଣ ଆପଣ କେଉଁ ବ୍ୟକ୍ତି ସହିତ ରିଲେସନସିପରେ ଥିଲେ।
A- ହଁ,ବର୍ତ୍ତମାନ ଅଛି-୪୦
B- କିଛି ମାସ ପୂର୍ବରୁ ଥିଲି-୩୦
C- ବହୁତ ସମୟ ହୋଇଗଲାଣି-୧୦
D- କେବେବି ନୁହେଁ-୨୦
୪-ଚତୁର୍ଥ ପ୍ରଶ୍ନ ଟି ହେଉଛି। ଆପଣ ବିବାହ କେବେ କରିବାକୁ ଚାହୁଁଛନ୍ତି।
A- ବର୍ତ୍ତମାନ ନୁହେଁ-୨୦
B- ଜୀଵନ ସାଥୀ ମିଳିଲେ-୩୦
C- ଠିକ ସମୟ ଆସିଲେ-୪୦
D- କେବେ ନୁହେଁ-୧୦
୫- ପଞ୍ଚମ ପ୍ରଶ୍ନ ଟି ହେଉଛି। ପ୍ରଥମ ଥର ଡେଟ ପାଇଁ କେଉଁଠିକି ଯିବା ପସନ୍ଦ କରିବେ।
A- ନଦୀ କୂଳରେ-୪୦
B- ମଲ ରେ-୧୦
C- ସିନେମା ହଲ ରେ-୨୦
D- ପାର୍କ ରେ-୩୦
୬- ଷଷ୍ଠ ପ୍ରଶ୍ନ ଟି ହେଉଛି। ଆପଣ ପ୍ରେମ କୁ ନେଇ କଣ ଭାବନ୍ତି।
A- ପ୍ରେମ ହିଁ ଜୀଵନ-୩୦
B- ଯାହା କିଛି ସର୍ତ୍ତ ରେ ହୁଏ ନାହିଁ-୪୦
C- ସମୟ ର ବର୍ବାଦ-୧୦
D- ପ୍ରେମ ରେ ଦର୍ଦ ମିଳେ-୨୦
୭-ସପ୍ତମ ପ୍ରଶ୍ନ ଟି ହେଉଛି। ଆପଣ ଙ୍କ ଜୀଵନ ସାଥି କିପରି ହେବା ଆବଶ୍ୟକ।
A-ଧନୀ-୩୦
B- କଳାକାର-୧୦
C- ପ୍ରସିଦ୍ଧ-୨୦
D- ଭଲ ବ୍ୟବହାର-୪୦
୮- ଅଷ୍ଟମ ପ୍ରଶ୍ନ ହେଉଛି। ଆପଣ କେଉଁ ଭଳି ବିବାହ କରିବାକୁ ଚାହୁଁଛନ୍ତି
A- ସେଲିବ୍ରେଟି ଭଳି-୧୦
B-ଆରେଞ୍ଜ-୩୦
C-ସାଧାରଣ-୨୦
D-ପ୍ରେମ ବିବାହ-୪୦
୯- ନବମ ପ୍ରଶ୍ନ ହେଉଛି। ଆପଣ ପ୍ରେମ ପାଇଁ କଣ କରି ପାରିବେ।
A-ତ୍ୟାଗ-୩୦
B-କିଛି ବି-୪୦
C-କିଛି ନୁହେଁ-୨୦
D-ଜଣା ନାହିଁ-୧୦
୧୦- ଦଶମ ପ୍ରଶ୍ନ ଟି ହେଉଛି। ଖାଲି ସମୟରେ ଆପଣ କଣ କରିବା ପସନ୍ଦ କରନ୍ତି।
A-ଶପିଙ୍ଗ-୩୦
B-କଥା ହେବା-୨୦
C-ଶୋଇବା-୧୦
D-ଗୀତ ଶୁଣିବା-୪୦
ଯଦି ଆପଣଙ୍କ ଉତ୍ତର ୧୦୦-୧୫୦ ରେ ଅଛି ତେବେ ଆପଣଙ୍କ ବିବାହ ଏକ ଧନୀ ବ୍ୟକ୍ତି ସହ ହେବ ଯିଏ ଆପଣଙ୍କ ସବୁ ଇଛା ପୂରଣ କରିବ । ଆପଣଙ୍କ ଯୋଡି ବହୁତ ସୁନ୍ଦର ମଧ୍ୟ ହେବ।
ଯଦି ଆପଣଙ୍କ ଉତ୍ତର ୧୬୦-୩୦୦ ପର୍ଯ୍ୟନ୍ତ ପଏଣ୍ଟ ଅଛି ତେବେ ଆପଣଙ୍କ ବିବାହ ଆପଣଙ୍କ ର କୌଣସି ପୁରୁଣା କ୍ରସ ସହ ହେବ ଏବଂ ଆପଣ ଦୁହେଁ ବିବାହ ପରେ ବହୁତ ଖୁସିରେ ରହିବେ ଏବଂ ଆପଣଙ୍କ ସମ୍ପର୍କ ଅଧିକ ନିବିଡ ମଧ୍ୟ ହୋଇଯିବ।
ଯଦି ଆପଣଙ୍କ ଉତ୍ତର ର ପଏଣ୍ଟ ୩୧୦-୩୫୦ ହୁଏ ତେବେ ଆପଣଙ୍କ ବିବାହ ଆପଣଙ୍କ ବେଷ୍ଟ ଫ୍ରେଣ୍ଡ ସହ ହେଁ ଯିଏ କି ଆପଣଙ୍କୁ ବହୁତ ଖୁସି ରେ ରଖିବ ଏବଂ ଆପଣଙ୍କ ର ସବୁ ମନ କଥା ବୁଝି ପାରିବ।
ଯଦି ଆପଣଙ୍କ ଉତ୍ତର ର ପଏଣ୍ଟ ୩୬୦-୪୦୦ ହୁଏ ତେବେ ଆପଣଙ୍କ ବିବାହ ଆପଣଙ୍କ ସୋଲ ମେଟ ସହ ହେବ ଏବଂ ଆପଣଙ୍କ ଯୋଡି କୁ ଲୋକମାନେ ବହୁତ ପସନ୍ଦ କରିବେ ଏବଂ ଆପଣ ଦୁହେଁ ବହୁତ ଖୁସି ରେ ରହିବେ।