ହୋଲି ଦିନ ଅଗ୍ନି ରେ ଲୁଚେଇକି ଢାଳି ଦିଅନ୍ତୁ ଏହି ୧ ଜିନିଷ, ଭିକାରୀ ବି ବନିଯିବ କୋଟିପତି, ଜନ୍ମଜନ୍ମର ଦରିଦ୍ରତା ହେବ ଦୂର- Vastu Tips

ଫାଲଗୁନ ମାସର ଆରମ୍ଭରେ ହୋଲି ଉତ୍ସବର ପ୍ରସ୍ତୁତି ହୋଇଥାଏ। ହିନ୍ଦୁ ଧର୍ମରେ ଫାଲଗୁନ ମାସ ଦ୍ଵାରା କୌଣସି ବି ଶୁଭ କାର୍ଯ୍ୟ ଯେପରି ଶୁଭ ସମୟ, ଗୃହ ପ୍ରବେଶ, ଶୁଭ ଯଜ୍ଞ ଇତ୍ୟାଦି ଶୁଭ କାର୍ଯ୍ୟ କରାଯାଇ ନଥାଏ।

କାରଣ ଏହି ମାସ ରେ ଭଦ୍ର କାଳ ର ସମୟ ଚାଲୁଥାଏ। ଭଦ୍ର କାଳ ର ଅର୍ଥ ଅଟେ ଭଦ୍ରା ଦେବୀ। ସିଏ ଶନିଦେବ ଙ୍କର ଭଉଣୀ ଅଟନ୍ତି। ତାଙ୍କର ସ୍ଵଭାବ ମଧ୍ୟ ଶନି ଦେବଙ୍କ ପରି ଅତ୍ୟନ୍ତ କଠୋର ଅଟେ।

ତାଙ୍କର କାଳ ଚକ୍ର ସମୟ ଅନୁସାରେ କୌଣସି ବି ଶୁଭ କାର୍ଯ୍ୟ କରିବା ଲାଭଦାୟୀ ହୋଇ ନଥାଏ। କିନ୍ତୁ ହୋଲି ଦହନ ପରେ ସବୁ ଶୁଭ ମୂହୁର୍ତ୍ତ ଆରମ୍ଭ ହୋଇଯାଇଥାଏ।ରଙ୍ଗ କୁ ପରସ୍ପର ମଧ୍ୟରେ ଖେଳି ଗୋଟେ ନୂଆ ଦିନକୁ ଆରମ୍ଭ କରାଯାଇଥାଏ। ଏହି ବର୍ଷ ର ହୋଲି ଶାସ୍ତ୍ର ଅନୁସାରେ ବା ହୋଲିକା ଦହନ ୨୯ ମାର୍ଚ୍ଚ ସୋମବାର ଦିନ ମନା ଯିବ। ହୋଲି ର ଦହନ ମୂହୁର୍ତ୍ତ ସନ୍ଧ୍ୟା ସମୟ ୬ଟା ୩୮ ମିନିଟ ରୁ ରାତି ୮ଟା ୫୬ ମିନିଟ ପର୍ଯ୍ୟନ୍ତ ରହିବ।

ଶାସ୍ତ୍ର ଅନୁସାରେ ୨୯ ମାର୍ଚ୍ଚ ସୋମବାର କୁ ଫାଲଗୁନ ମାସର କୃଷ୍ଣ ପକ୍ଷପ୍ରତିପଦା ତିଥିରେ ହୋଲି ଖେଳା ଯାଇଥାଏ। ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ଉପାୟ ବିଷୟରେ ଜଣାଇବୁ ଯାହା ଆପଣଙ୍କ ଜୀବନରେ ଚାଲୁଥିବା ସମସ୍ୟା ଗୁଡିକର ସମାଧାନ ହୋଇପାରେ।

୧) ହୋଲି ଦିନ ଘରର ସମସ୍ତ ସଦସ୍ୟ ଙ୍କ ସହ ମିଶି ହୋଲିକାର ପବିତ୍ର ଅଗ୍ନିରେ ଦେଶୀ ଘିଅ, ୨ଟି ଲବଙ୍ଗ, ସିନ୍ଦୁର ଓ ଅଗ୍ନିର ଚାରିପଟେ ୧୨ ଥର ପରିକ୍ରମା କରି ସେଥିରେ ଶୁଖିଲା ନଡିଆ କୁ ଚଢାଇ ଦେବେ। ଏହା କରିବା ଦ୍ଵାରା ଆପଣଙ୍କ ଜୀବନରେ ଥିବା ଦୁଃଖ କଷ୍ଟ ଗୁଡିକ ଧୀରେ ଧୀରେ ସମାପ୍ତ ହେବାକୁ ଲାଗିବ।

ଏହି ହୋଲି ଦହନ ପରମ୍ପରା ବହୁତ ଖାସ ହୋଇଥାଏ। ତେଣୁ ଏହି ପୂଜା କୁ ହୋଲି ଦିନ ନିଶ୍ଚୟ କରନ୍ତୁ। ଏବଂ ଧ୍ୟାନ ରଖନ୍ତୁ ଏହି ଉପାୟ ପରିବାରର ସବୁ ସଦସ୍ୟ ଙ୍କ ସହ ମିଶି କରନ୍ତୁ। ଓ ହୋଲିକା ମାତା ଙ୍କର ଆରାଧନା ନିଶ୍ଚୟ କରନ୍ତୁ। ଏହା କରିବା ଦ୍ଵାରା ଆପଣଙ୍କୁ ଲାଭଦାୟୀ ଫଳ ପ୍ରାପ୍ତ ହେବ।

୨) ଯଦି ଆପଣଙ୍କ ଜୀବନରେ କେହି ଶତ୍ରୁ ଥାଆନ୍ତି। ଓ ସେମାନେ ଆପଣଙ୍କ କାର୍ଯ୍ୟ ରେ ସର୍ବଦା କିଛି କିଛି ବାଧା ଉତ୍ପନ କରୁଛନ୍ତି। ବା କାହାର ଖରାପ ନଜର ପାଇଁ ଆପଣ ବାରମ୍ବାର ଅସୁସ୍ଥ ହେଉଥିଲେ ଆପଣ ହୋଲିକା ଦହନ ପୂଜା ସମୟରେ ଗୋମତୀ ଚକ୍ର ଆଣି ହୋଲିକା ଅଗ୍ନିରେ  ଚାରିପଟେ ୭ ଥର ପରିକ୍ରମା କରନ୍ତୁ।

ଏହି ହୋଲିକା ପୂଜା ପରେ ଆପଣଙ୍କୁ ଏହି ଗୋମତୀ ଚକ୍ର ଅଗ୍ନିରେ ଢାଳି ଦିଅନ୍ତୁ। ଏହି ଉପାୟ କରିବା ଦ୍ଵାରା ଆପଣଙ୍କ ଉପରେ ଲାଗିଥିବା ଖରାପ ନଜର, ଶତ୍ରୁ ମାନଙ୍କର ଭୟ ଓ ସ୍ୱାସ୍ଥ୍ୟ ସମ୍ବନ୍ଧିତ ସବୁ ସମସ୍ଯା ଗୁଡିକ ସମାପ୍ତ ହେବାକୁ ଲାଗିବ।

୩) ଯଦି ଆପଣଙ୍କ ବେପାର ବାଣିଜ୍ୟ ରେ ବହୁତ ସାରା ସମସ୍ଯା ଉତପନ ହେଉ ଅଛି ଏବଂ ସବୁବେଳେ କିଛି ନା କିଛି ଅସୁବିଧା ଉତପନ ହେଉ ଅଛି ଓ ଅର୍ଥ ସମସ୍ଯା ହେଉଥିଲେ। ଆପଣ ହୋଲି ଦିନ ହୋଲିକା ଦହନ ପୂଜା ପରେ ତାର ଅଙ୍ଗାର କୁ ଘରକୁ ନିଜ ସହ ନେଇ ଆସନ୍ତୁ।

ନିଜ ବେପାର ବାଣିଜ୍ୟ ସ୍ଥାନରେ ଟିକେ ଲୁଣ ସହ ଏହାକୁ ମିଶାଇ ଗୋଟେ କପଡାରେ ବାନ୍ଧି ରାଖୀ ନିଅନ୍ତୁ। ଓ ଯଦି ଏହାକୁ ଘରେ ରଖିବାକୁ ଚାହୁଞ୍ଛାନ୍ତି ତେବେ ଚଉରା ତୁଳସୀ ଗଛ ସହ ଏହାକୁ ମାଟିରେ ମିଶାଇ ଦିଅନ୍ତୁ। ଓ ପ୍ରତିଦିନ ଏହା ସାମ୍ନାରେ ଦୀପ ଜଳାନ୍ତୁ। ଏହା କରିବା ଦ୍ଵାରା ଆପଣଙ୍କ ସବୁ ସମସ୍ୟା ଗୁଡିକ ସମାପ୍ତ ହୋଇଯିବ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *