ବନ୍ଧୁଗଣ ଏହି ଦୁନିଆରେ ଥିବା ସମତା ମଣିଷଙ୍କ ଜୀବନରେ କିଛି ନା କିଛି ସମସ୍ଯା ନିଶ୍ଚୟ ଲାଗିରହିଥାଏ । ଏହି ସବୁ ସମସ୍ଯାକୁ ଦୂର କରିବା ପାଇଁ ଲୋକାମାନେ ବହୁତ ଚେଷ୍ଟା କରିଥାନ୍ତି ହେଲେ ଏହି ସମସ୍ଯା ଅତି ସହଜରେ ଦୂର ହୋଇନଥାଏ ।
କିନ୍ତୁ ବନ୍ଧୁଗଣ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ କାରଣ ଆଜିଆମେ ଆପଣ ମାନଙ୍କୁ ଏପରି କିଛି ଉପାୟ ବିଷୟରେ କହିବାକୁ ଯାଉଛୁ ଯାହାକୁ କରି ଆପଣ ମାନେ ନିଜ ଜୀବନରେ ହେଉଥିବା ସମସ୍ତ ସମସ୍ଯାକୁ ଦୂର କରିପାରିବେ ।
ବନ୍ଧୁଗଣ ଏହି ଉପାୟକୁ ଆପଣ ମାନେ ହୋଲି ଦିନ କରିବେ । ହୋଲି ହେଉଛି ହିନ୍ଦୁଧର୍ମର ଏକ ପବିତ୍ର ଉତ୍ସବ ଯାହାକୁ ସମଗ୍ର ଦେଶ ବାସୀ ବହୁତ ଧୁମଧାମରେ ପାଳନ କରିଥାନ୍ତି । ହେଲେ ବନ୍ଧୁଗଣ ଏହି ଦିନରେ କିଛି ଉପାୟ କରିବା ଦ୍ଵାରା ମଣିଷ ନିଜ ଜୀବନରେ ହେଉଥିବା ସମସ୍ତ ସମସ୍ଯାକୁ ବହୁତ ସହଜରେ ଦୂର କରିପାରିବେ ଓ ଆଗାମୀ ଜୀବନ ସୁଖ ସମୃଦ୍ଧିରେ ବ୍ଯତୀତ କରିପାରିବ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ସବୁ ଉପାୟ ଗୁଡିକ ବିଷୟରେ ।
୧. ବନ୍ଧୁଗଣ ହୋଲି ଦହନ ଦିନ ଆପଣ ମାନେ ନିଜ ପରିବାର ଲୋକଙ୍କ ସହ ଦେଶି ଘିଅ, ଦୁଇଟି ଲବଙ୍ଗ, ବତାସା ଓ କୁମକୁମକୁ ସେହି ଦହନ ଅଗ୍ନିରେ ଅର୍ପଣ କରିଦିଅନ୍ତୁ । ଏହା ସହିତ ଆପଣ ମାନେ ନିଜ ଘର ଲୋକଙ୍କ ସହ ସେହି ଅଗ୍ନିର ୧୧ ଥର ପରିକ୍ରମା କରନ୍ତୁ । ପରିକ୍ରମା କରିବା ପରେ ଆପଣ ଏକ ଶୁଖିଲା ନଡିଆକୁ ସେହି ଅଗ୍ନିରେ ଚଢାଇ ଦିଅନ୍ତୁ । ବନ୍ଧୁଗଣ ଏହି ଉପାୟ କରିବା ଦ୍ଵାରା ଆପଣ ଦେଖିବେ ଆପଣଙ୍କ ଜୀବନରେ ଆସୁଥିବା କେତେକ ସମସ୍ଯା ଧୀରେ ଧୀରେ ଦୂର ହେବାକୁ ଲାଗିବ । ଯଦି ଆପଣ ନିଜ ଘର ଲୋକଙ୍କ ସହ ମିଶି ହୋଲି ଦିନରେ ହୋଲି ମାତାଙ୍କ ଆରାଧନା କରିବେ ତା ହେଲେ ଆପଣଙ୍କ ଘରେ ସୁଖ ସମୃଦ୍ଧି ବୃଦ୍ଧି ହେବ ।
୨. ବନ୍ଧୁଗଣ ଏହି ହୋଲି ମାସରେ ବହୁତ ମାତ୍ରାରେ ତନ୍ତ୍ର ମନ୍ତ୍ର ଆଦି କରାଯାଇଥାଏ । ଯଦି ଆପଣଙ୍କୁ ଲାଗୁଛି ଆପଣଙ୍କ ଉପରେ କିଏ କଳାଜାଦୁ କରିଛି ତା ହେଲେ ଆପଣ ହୋଲି ଦିନରେ ସଖାଳ ସମୟରେ କିଛି କଳାରାଶି ଏକ କଳା କପଡାରେ ବାନ୍ଧି ନିଜ ପକେଟ ମଧ୍ୟରେ ରଖିଦିଅନ୍ତୁ ଓ ହୋଲି ଦହନ ସମୟରେ ଏହି କଳାରାଶିକୁ କପଡା ସହ ଅଗ୍ନିରେ ଅର୍ପଣ କରିଦିଅନ୍ତୁ । ବନ୍ଧୁଗଣ ଏହି ଉପାୟ ଦ୍ଵାରା ଆପଣଙ୍କ ଉପରେ ହୋଇଥିବା ସମସ୍ତ କଳାଜାଦୁ ନଷ୍ଟ ହୋଇଯିବ ।
୩. ଯଦି ବନ୍ଧୁଗଣ ଆପଣଙ୍କ ଶରୀର ଅସୁସ୍ଥ ରହୁଛି କିମ୍ବା ଆପଣଙ୍କ ଆର୍ଥିକ ସ୍ଥିତି ବହୁତ ଦୁର୍ବଳ ଅଛି ତା ହେଲେ ଆପଣ ହୋଲି ଦିନରେ ଗୋମତୀ ଚକ୍ର ଆଣି ହୋଲି ଦହନରେ ୭ ଥର ପରିକ୍ରମା କରିବାକୁ ହେବ । ହୋଲି ଦହନ ପୂଜା ଶେଷ ହେବା ପରେ ଆପଣ ସେହି ଗୋମତୀ ଚକ୍ରକୁ ଅଗ୍ନିରେ ଅର୍ପଣ କରିଦିଅନ୍ତୁ । ବନ୍ଧୁଗଣ ଏହି ଉପାୟ କରିବା ଦ୍ଵାରା ଆପଣଙ୍କ ଶରୀର ସୁସ୍ଥ ହୋଇଯିବ ଓ ଏହା ସହିତ ଆପଣଙ୍କ ଆର୍ଥିକ ସ୍ଥିତି ଧୀରେ ଧୀରେ ମଝବୁତ ହେବାକାଉ ଲାଗିବ । ତା ହେଲେ ବନ୍ଧୁଗଣ ହୋଲି ଦିନରେ ଏହି ସବୁ ଉପାୟ ଗୁଡିକ କରି ନିଜ ଜୀବନରେ ସୁଖ ସମୃଦ୍ଧି ପାନ୍ତୁ ।
ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।