Health Tips- ମାତ୍ର 3 ଦିନ ଖାଲି ପେଟରେ ଖାଇ ନିଅନ୍ତୁ ବେଲପତ୍ର, ତା’ପରେ ଯାହା ହେବ ଆପଣ କେବେ ଭାବି ବି ନଥିବେ

ବନ୍ଧୁଗଣ, ହିନ୍ଦୁ ଧର୍ମ ରେ ଭଗବାନ ଶିବ ଙ୍କ ମନ୍ଦିରରେ ପ୍ରତିଦିନ ହଜାର ହାଜାର ବେଲପତ୍ର ଅର୍ପଣ କରାଯାଇଥାଏ । ଆମ ଆୟୁର୍ବେଦ ଗ୍ରନ୍ଥ ଅଷ୍ଟାଙ୍ଗ ହୃଦୟମ ରେ ଏହି ବେଲପତ୍ର ର ଅନେକ ଫାଇଦା ସମ୍ବନ୍ଧରେ ଉଲ୍ଲେଖ ରହିଅଛି । ଏହି ସବୁଜାଣିଲେ ଆପଣ ମଧ୍ୟ ପ୍ରତିଦିନ ବେଲପତ୍ର ଖାଇବେ । ବେଲପତ୍ର ଅଧିକ ଭୟଙ୍କର ରୋଗରୁ ମଧ୍ୟ ଉପସମ ଦେଇପାରେ । ଆସନ୍ତୁ ଜାଣିବା ବର୍ତ୍ତମାନ ବେଲପତ୍ର ର ଉପସମ ସମ୍ବନ୍ଧରେ ।

ଯଦି ଆପଣଙ୍କୁ ଅଥବା ଆପଣଙ୍କ ଘରେ କାହାକୁ ମଧ୍ୟ ଉଚ୍ଚ ରକ୍ତଚାପ ର ସମସ୍ୟା ରହିଅଛି ତେବେ ଆପଣ ୩ ରୁ ୪ ଟି ବେଲପତ୍ର ନେଇ ତାକୁ ଭଲ ଭାବରେ ହେମଦସ୍ତା ରେ ଭଲଭାବରେ କୁଟି ଚଟଣି ବନାଇ ଦିଅନ୍ତୁ । ଏହାପରେ ଏହାକୁ ଏକ ଗ୍ଳାସ ପାଣିରେ ମିଶାଇ ଭଲ ଭାବରେ ଫୁଟାଇ ଦିଅନ୍ତୁ । ଏହାପରେ ଆପଣ ଏହାକୁ ପ୍ରତିଦିନ ସକାଳେ ଉଠି ସେବନ କରନ୍ତୁ । ଏହା ସହିତ ଆପଣ ଉଷୁମ ପାଣି ମଧ୍ୟ ସେବନ କରି ପାରିବେ ।

ଏହିପରି ସେବନ କରିବାଦ୍ଵାରା ଆପଣଙ୍କର ଉଚ୍ଚ ରୁ ଉଚ୍ଚ ରକ୍ତଚାପ ମଧ୍ୟ ୧ ରୁ ୨ ମାସ ମଧ୍ୟରେ ସଠିକ ହୋଇଯାଇଥାଏ । ଆଜିଭଳି ଦିନରେ କମ ବୟସରୁ ଯୁବା ଯୁବତୀ ମାନେ ଅଧିକ ବୟସ୍କ ହେଲା ଭଳି ଦେଖାଯାଉଛନ୍ତି । ମାତ୍ର ଯଦି ଆପଣ ଏହି ଉପାୟଟିକୁ ପ୍ରୟୋଗ କରନ୍ତି ତେବେ ଆପଣଙ୍କ ତ୍ଵଚା ଉଜ୍ଵଳ ରହିଥାଏ । ଆପଣ ଅଧିକ ବୟସ ହେବା ପର୍ଯ୍ୟନ୍ତ ଯବାନ ଦେଖାଯିବେ । ଏହା ସହିତ ଏହି କଢା ଡାଇବେଟିସ ରୋଗରୁ ମଧ୍ୟ ଉପସମ ଦେଇଥାଏ ।

ବେଲପତ୍ର ଆମ୍ଭ ଶରୀରରେ ରୋଗ ପ୍ରତି ରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ । ଏଠି ନିମନ୍ତେ ରାତିରେ ଶୋଇବା ଆଗରୁ ଏକ ତମ୍ବା ପାତ୍ର ରେ ପାଣି ରଖି ଦିଅନ୍ତୁ । ଏହାପରେ ୫ ରୁ ୬ ବେଲପତ୍ର, ୫ ରୁ ୬ ନିମ୍ବ ପତ୍ର, ଏବଂ ୫ ରୁ ୬ ତୁଳସୀ ପତ୍ରକୁ ଭଲ ଭାବରେ କୁଟି ଦିଅନ୍ତୁ । ଏହା ସହିତ ସେଥିରେ ଖଣ୍ଡେ ଅଦା ଏବଂ ହଳଦୀ ର ରସ ଅଧଚାମଚ ମିଶାନ୍ତୁ । ଏହାପରେ ଆପଣ ରାତିରେ ରଖିଥିବା ତମ୍ବା ପାତ୍ର ର ପାଣିରୁ ଗୋଟିଏ ଗିଲାସ ପାଣିରେ ପକାଇ ଏହାକୁ ଫୁଟାଇ ଦିଅନ୍ତୁ ।

ଏହି ପାଣି କୁ ଯଦି ଆପଣ ପ୍ରତିଦିନ ସେବନ କରିବେ ତେବେ ଏହା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି କୁ ୧ ରୁ ୨ ମାସ ମଧ୍ୟରେ ୫ ରୁ ୧୦ ଗୁଣା ବୃଦ୍ଧି କରିଥାଏ । ମାତ୍ର ଏହାକୁ ସେବନ କରିବା ସହିତ ଆପଣ ଯୋଗ ଏବଂ ପ୍ରାଣାୟମ କରିବାର ଆବଶ୍ୟକ ରହିଅଛି । ପୁରୁଷ ମାନେ ତାଙ୍କ ଶରୀରର ଶକ୍ତି ବଢାଇବା ନିମନ୍ତେ ୨ ଟି ବେଲପତ୍ର, ୨ ଟି ଖଜୁରୀ, ଏବଂ ସାମାନ୍ୟ ଅଶ୍ଵଗନ୍ଧା ମିଶାଇ ଭଲ ଭାବରେ କୁଟି ଦିଅନ୍ତୁ ।

ବେଲପତ୍ର କୁ ସକାଳେ ଉଷୁମ ପାଣି ସହିତ ଖାଲି ପେଟରେ ସେବନ କରିଲେ ଆପଣଙ୍କୁ ଆବଶ୍ୟକୀୟ ଫୁର୍ତ୍ତି ମିଳିଥାଏ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *