11 ଦିନ ଭାଜିକି ଖାଇ ନିଅନ୍ତୁ, 90 ବର୍ଷ ପର୍ଯ୍ୟନ୍ତ କମଜୋରି, ଅନିଦ୍ରା, ସୁଗାର, କୋଲେଷ୍ଟ୍ରଲ ହୃଦୟ ଜନିତ କୌଣସି ରୋଗ ହେବ ନାହିଁ -Health Tips

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବୃଦ୍ଧ ସମୟରେ ଅନେକ ପ୍ରକାର ରୋଗ ଦେଖା ଯାଇଥାଏ । ଏହି ରୋଗ ରୁ ବଂଚିବା ପାଇଁ ଆମେ ମାନେ ବହୁତ ଡାକ୍ତର ପରାମର୍ଶ କରି ବଜାର ରୁ ଅନେକ ଔଷଧ ଖାଇଥାଉ । ଯାହା ଦ୍ୱାରା କୌଣସି ସୁଫଳ ମିଳି ନ ଥାଏ । କିନ୍ତୁ ଶାସ୍ତ୍ର ରେ ଏପରି କିଛି ଉପାୟ ଅଛି ଯାହାକୁ ଆମେ ପ୍ରତିଦିନ କରି ଖାଇବା ଦ୍ୱାରା ସମସ୍ତ ରୋଗ ଭଲ ହୋଇ ଯାଇଥାଏ । ବୃଦ୍ଧ ସମୟରେ ବହୁତ ପ୍ରକାର ର ରୋଗ ଦେଖା ଯାଇଥାଏ । ଏହା ଦ୍ବାରା ଆମକୁ ବହୁତ ପ୍ରକାର ଯନ୍ତ୍ରଣା ମଧ୍ୟ ସହିବାକୁ ପଡି ଥାଏ । କିନ୍ତୁ ଏହି ସବୁ ଯନ୍ତ୍ରଣା ବେସି ଦିନ ପର୍ଯ୍ୟନ୍ତ ସହିବା ବହୁତ କଷ୍ଟ ସାଧ୍ୟ ହୋଇ ଥାଏ ।

ଏହି ସବୁ କଷ୍ଟ ରୁ ମୁକ୍ତି ପାଇବା ପାଇଁ ଆମେ ଲୋକମାନେ ବଜାର ରୁ ବିଭିନ୍ନ ପ୍ରକାର ଔଷଧ ସେବନ କରିଥାନ୍ତି । ଔଷଧ ସେବନ କରିବା ଦ୍ୱାରା ଶରୀର ଆହୁରି ଦୁର୍ବଳ ମଧ୍ୟ ହୋଇପଡ଼ିଥାଏ । ଆପଣଙ୍କୁ ଜଣାଇ ଦେଉ ଅଛୁ କି ଅତ୍ୟଧିକ ଔଷଧ ସେବନ କରିବା ଦ୍ୱାରା ହାଡ଼ ସବୁ ଦୁର୍ବଳ ହୋଇ ପଡିଥାଏ । ଯାହା ଦ୍ୱାରା ବୃଦ୍ଧ ସମୟରେ ବହୁତ କଷ୍ଟ ସହିବାକୁ ପଡିଥାଏ । କିନ୍ତୁ ଏପରି କିଛି ପ୍ରାକୃତିକ ଔଷଧ ଅଛି ଯାହାକୁ ଖାଇବା ଦ୍ୱାରା ଆମେ ସମ୍ପୂର୍ଣ୍ଣ ଭଲ ହୋଇଯାଇଥାଉ ଏବଂ ଆମ ଶରୀର ପୁରା ଫିଟ ରହିଥାଏ । ବୃଦ୍ଧ ସମୟରେ ଆଉ ଏକ ଅସୁବିଧା ଚର୍ମ ରେ ଦେଖା ଦେଇ ଥାଏ ।

ସେଥିପାଇଁ ମଧ୍ୟ ପ୍ରାକୃତିକ ଔଷଧ ରହିଛି ଯାହାକୁ ଆପଣ ନିଜ ଘରେ ପ୍ରସ୍ତୁତ କରି ସେବନ କରିପାରିବେ । ଏହି ପ୍ରାକୃତିକ ଔଷଧ ଡାଇବେଟିସ ଓ ଚକ୍ଷୁ ରୋଗ କ୍ଷେତ୍ର ରେ ମଧ୍ୟ କାର୍ଯ୍ୟ କରିଥାଏ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ଔଷଧ ସମ୍ପର୍କରେ । ତାହାର ପ୍ରସ୍ତୁତ ପ୍ରଣାଳୀ ସେବନ ପକ୍ରିୟା ଆଦି ସମସ୍ତ ବିଷୟରେ ଆଜି ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ । ତେବେ ଆସନ୍ତୁ ଏ । ବିଷୟରେ ଅଧିକ ଆଲୋଚନା କରିବା ।

ବନ୍ଧୁଗଣ ପ୍ରଥମେ କିଛି ଲବଙ୍ଗ ଗୁଣ୍ଡ ଓ ଗୋଲମରିଚ ଗୁଣ୍ଡ କୁ ନିଅନ୍ତୁ । ଏହା ପରେ ଗୋଟେ ପାତ୍ରରେ କିଛି ଘିଅ କୁ ନେଇ କରି ଗରମ କରନ୍ତୁ । ଘିଅ ଗରମ ହେବା ପରେ ସେଥିରେ ସେହି ଗୁଣ୍ଡ କୁ ପକାଇ ମିଶ୍ରଣ କରନ୍ତୁ । ଏହାକୁ ମିଶ୍ରଣ କରିବା ପରେ ଏହାର ମିଶ୍ରଣ କୁ ନେଇ ଗୋଟିଏ କପ କ୍ଷୀର ରେ ମିଶାନ୍ତୁ । ଏହାପରେ ଏହାକୁ ନେଇ ଗରମ କରନ୍ତୁ ଦୁଇ ଥର କ୍ଷୀର ଫୁଟିବା ପରେ ଏହାକୁ କାଢି ଆଣନ୍ତୁ ଓ ବିନା ଛାଣି ଏହାକୁ କପ ରେ ରଖନ୍ତୁ ।

ଏହାକୁ ଆପଣ ସକାଳୁ ଖାଲି ପେଟରେ ପିଇ ପାରିବେ । କିନ୍ତୁ ଯଦି ଆପଣଙ୍କୁ ଅନିଦ୍ରା ଭଳି ରୋଗ ରହିଛି ତେବେ ଏହାକୁ ରାତି ରେ ଶୋଇବା ପୂର୍ବରୁ ପିଅନ୍ତୁ । ଏହି ପରି ଭାବରେ ଏହାକୁ ମୋଟ ୧୧ ଦିନ ପର୍ଯ୍ୟନ୍ତ ସେବନ କରନ୍ତୁ ଆପଣଙ୍କୁ ନିଶ୍ଚିତ ସୁଫଳ ମିଳିବ । ଏହାକୁ ସେବନ କରିବା ଦ୍ୱାରା ଆପଣ ସମସ୍ତ ପ୍ରକାର ରୋଗ ରୁ ମୁକ୍ତି ପାଇ ପାରିବେ । ବୃଦ୍ଧ ସମୟରେ ହେଉ ଥିବା ସମସ୍ତ କଷ୍ଟ ଦାୟକ ରୋଗ ରୁ ଏହି ଉପାୟ ଦ୍ୱାରା ଆପଣ ମୁକ୍ତି ପାଇଁ ପାରିବେ ।

ଯଦି ଆପଣଙ୍କ ଘରେ କାହାର ଏପରି ସମସ୍ୟା ଅଛି ତେବେ ଏହାକୁ ନିଶ୍ଚୟ ସେବନ କରିବାକୁ ଦିଅନ୍ତୁ । ଏହା ବଜାର ରେ ମିଳୁଥିବା ଔଷଧ ଠାରୁ ବହୁତ କମ ମୂଲ୍ୟରେ ପ୍ରସ୍ତୁତ ହୋଇଥାଏ । ଏହା ଦ୍ବାରା ଆପଣ ବହୁତ ଲାଭ ପାଇ ପାରିବେ । ବନ୍ଧୁଗଣ ଆପଣଙ୍କ ଘରେ ଯଦି କେହି ବୃଦ୍ଧ ବ୍ୟକ୍ତି ଅଛନ୍ତି ତେବେ ନିଶ୍ଚୟ ଏହାକୁ ସେବନ କରିବାକୁ ଦିଅନ୍ତୁ ।

ତେବେ ବନ୍ଧୁଗଣ ଆପଣଙ୍କ ଘରେ କିମ୍ବା ଆଖପାଖ ରେ ଯାହାର ବି ଏହିପରି ସମସ୍ୟା ଅଛି ତାକୁ ଏହି ଉପାୟ ସମ୍ପର୍କରେ ଅବଗତ କରାନ୍ତୁ ଓ ଏହି ଭଳି ସମସ୍ୟା ରୁ ମୁକ୍ତ କରାନ୍ତୁ । ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ବହୁତ ଭଲ ଲାଗିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ଶେୟାର କରିଦେବେ ଓ ଆଗକୁ ଏମିତି କିଛି ନୂଆ ନୂଆ ବିଉଟି ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିଦେବେ । ଧନ୍ୟବାଦ

Leave a Reply

Your email address will not be published. Required fields are marked *