ବନ୍ଧୁଗଣ, ମଧୁମେୟ ଏକ ଏଭଳି ରୋଗ ଯାହା କେବଳ ଥରେ ହୋଇଗଲେ ସ୍ୱାସ୍ଥ୍ୟ ଉପରେ ନାନା ପ୍ରକାରର ପ୍ରଭାବ ପକାଇଥାଏ । ଆଧୁନିକ ଚିକିତ୍ସ୍ୟ ବିଜ୍ଞ ଅନୁଯାୟୀ ମଧୁମେୟ ରୋଗ ସଂପୂର୍ଣ୍ଣ ରୂପେ କ୍ଷୟ ହୁଏ ନାହିଁ ।
କିନ୍ତୁ ଏହା ଉପରେ ନିୟନ୍ତ୍ରଣ ରଖା ଯାଇ ପାରିବ । ଆଜିଭଳି ସମୟରେ ୩ ଜଣଙ୍କ ମଧ୍ୟରୁ ଏହି ରୋଗ ଜଣଙ୍କୁ ନିହାତି ଭାବରେ ହୋଇଥିବ । ଏହାର ମୁଖ୍ୟ କାରଣ ଏହା ହୋଇଥାଏ ଯେ, ଆଜିର ଦୁନିଆରେ ଘରଠାରୁ ସମସ୍ତେ ବାହାର ଖାଇବା ପସନ୍ଦ କରିଥାନ୍ତି । ଆଜି ଆମ୍ଭେ ଆପଣଙ୍କ ଗହଣରେ ଯେଉଁ ବିଷୟ ଟି ନେଇ ଆସିଛୁ ତାହା ହେଉଛି ଆପଣ ଦିନକୁ କେବଳ ୩ ଥର ଖାଆନ୍ତୁ ଏହି ଜିନିଷ ଆପଣଙ୍କ ମଧୁମେୟ ଅଥବା ଡାଇବେଟିସ ହୋଇଯିବ ମୂଳରୁ ଶେଷ ।
ଆସନ୍ତୁ ବର୍ତ୍ତମାନ ଏହି ବିଶେଷ ଟିପ୍ପଣୀ ଉପରେ ନଜର ପକାଇବା । ଆପଣ ମାନେ ପ୍ରାଏ ଜାଣିନଥିବେ ଯେ, ମଧୁମେୟ ରୋଗ କୁ କମ କରିବା ନିମନ୍ତେ ଶାରୀରିକ ଯୋଗା ଆସନ ନିହାତି ଆବଶ୍ୟକ ଅଟେ । ଆପଣ ସକାଳ ସମୟରେ ଖାଲି ପାଦରେ ଘାସରେ ବୁଲିବା ଆବଶ୍ୟକ । ଆପଣଙ୍କୁ ଭରପୁର ନିଦ ନିହାତି ୮ ଘଣ୍ଟା ନେବା ଆବଶ୍ୟକ । ଆପଣ ସବୁପ୍ରକାରର ମାନସିକ ଚିନ୍ତା ଠାରୁ ଦୂରରେ ରୁହନ୍ତୁ ।
ଧୂମ୍ରପାନ ଆଦୌ କରନ୍ତୁ ନାହିଁ । ଏହା ସହିତ ଆପଣ ଲୁଣ କମ ଖାଆନ୍ତୁ । ଆପଣଙ୍କ ଶରୀରକୁ ପାଣିର ଅଭାବ ହେବାକୁ ଦିଅନ୍ତୁ ନାହିଁ । ଦିନକୁ ୬ ଲିଟର ପାଣି ପିଅନ୍ତୁ । ସାରୁ କୁ ଭାରତରେ ବିଭିନ୍ନ ନାମରେ ଜଣାଯାଏ । ସାଧାରଣତ ବହୁତ ଲୋକ ଏହାର ତରକାରୀ କରି ଖାଇବାକୁ ପସନ୍ଦ କରିଥାନ୍ତି । ଏବଂ ଅନେକ ଲୋକ ସାରୁ ର ପକୁଡି ବନାଇ ଖାଇବାକୁ ପସନ୍ଦ କରିଥାନ୍ତି । ଏହା ଅତ୍ୟନ୍ତ ସ୍ଵାଦିଷ୍ଠ ହୋଇଥାଏ । ସାରୁରେ ଭିଟାମିନ-c, କ୍ୟାଲସିୟମ, ଆଇରନ, ମାଗ୍ନେସିୟମ, ଏବଂ ଭିଟାମିନ-b ଭରପୁର ମାତ୍ରାରେ ରହିଅଛି ।
ଏଥିରେ ଆଣ୍ଟିଅକ୍ସିଡେଣ୍ଟ ମିଳିଥାଏ । ଏହା ଆମ ଶରୀରକୁ ବିଭିନ୍ନ ପ୍ରକାରର ରୋଗରୁ ରକ୍ଷା କରିଥାଏ । ସାରୁରୁ ପ୍ରଜ୍ୟାପ୍ତ ପରିମାଣରେ ଫାଇଭର ମିଳିଥାଏ । ଯାହା ଡାଇବେଟିକ୍ସ ସହିତ ଲଢିବାରେ ସାହାର୍ଯ୍ୟ କରିଥାଏ । ଏଥିପାଇଁ ସାରୁର ସେବନ ନିହାତି କରନ୍ତୁ । ଏହା ଛଡା କଲରା ମଧ୍ୟ ଡାଇବେଟିକ୍ସ କୁ କଣ୍ଟ୍ରୋଲ କରିବାରେ ବହୁତ ସାହାର୍ଯ୍ୟ କରିଥାଏ । ଏହା ସଂପୂର୍ଣ୍ଣ ଶରୀରର ଗ୍ଳୁକୋଜ ମେଟାବେଲଜିୟମ କୁ ପ୍ରଭାବିତ କରିଥାଏ । ଏଣୁ ଆପଣ ଅଧିକରୁ ଅଧିକ କଲରା ଜୁଷ ସେବନ କରନ୍ତୁ । ମେଥିଦାନା ର ମଧ୍ୟ ମଧୁମେୟ କୁ ସଂପୂର୍ଣ୍ଣ ରୂପେ କ୍ଷୟ କରିବାର କ୍ଷମତା ରହିଅଛି ।
ଏହା ସୁଗାର ଲେବଲ କୁ କମ କରିଥାଏ । ଏହା ସହିତ ଇନସୁଲିନ ର ସ୍ତର କୁ ମଧ୍ୟ ବଢାଇଥାଏ । ଜାମୁକୋଳି ବ୍ଲଡ଼ ସୁଗାର ଲେବଲ କୁ କାବୁ କରି ମଧୁମେୟ କୁ କମ କରିଥାଏ । ବନ୍ଧୁଗଣ ଆପଣ ଏହି ସବୁ ଜିନିଷ କୁ ଦିନକୁ ମାତ୍ର ୩ ଥର ସେବନ କରନ୍ତୁ । ମଧୁମେୟ ରୋଗ ସଂପୂର୍ଣ୍ଣ ଭାବେ କ୍ଷୟ ହୋଇଯିବ । ଆପଣ ମାନଙ୍କୁ ଏହି ମହତ୍ଵପୂର୍ଣ୍ଣ ବିବରଣୀ ଟି କିଭଳି ଲାଗିଲା ନିଜର ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।
ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ