ବନ୍ଧୁଗଣ, ଭଗବାନ ଶ୍ରୀ କୃଷ୍ଣ ଙ୍କ ଅନୁଯାୟୀ ଯେଉଁ ମନୁଷ୍ୟ ଗୁରୁବାର ଦିନ ଏହି ୫ ଟି କାର୍ଯ୍ୟ କରିଥାଏ, ଏହିଭଳି ମନୁଷ୍ୟ ନିଜ ଜୀବନରେ ସର୍ବଦା ଉନ୍ନତି କଋଥାଏ । ମାତା ଲକ୍ଷ୍ମୀ ଏହିଭଳି ମନୁଷ୍ୟ ର ସାଥ କେବେ ମଧ୍ୟ ଛାଡନ୍ତି ନାହିଁ । ଏହିଭଳି ମନୁଷ୍ୟ ଙ୍କୁ କେବେ ମଧ୍ୟ ଧନ ର ଅଭାବ ର ସାମ୍ନା କରିବାକୁ ପଡି ନଥାଏ । ଆମ୍ଭ ଶାସ୍ତ୍ର ମାନଙ୍କ ରେ ମଧ୍ୟ ଗୁରୁବାର କୁ ବହୁତ ଅଧିକ ମହତ୍ଵ ଦିଆ ଯାଇଅଛି । ଗୁରୁବାର ର ବ୍ରତ କଣ ପାଇଁ ଏବଂ କାହାକୁ ରଖିବା ଆବଶ୍ୟକ ଏହା ସମ୍ବନ୍ଧରେ ଅନେକ କିଛି କଥା ଏହି ଗ୍ରନ୍ଥ ମାନଙ୍କ ରେ ଉଲ୍ଲେଖ ହୋଇଅଛି ।
ଯଦି ଆପଣଙ୍କ ର ଗୁରୁଗ୍ରହ କମଜୋର ଅଛନ୍ତି ତେବେ ଆପଣଙ୍କୁ ଗୁରୁବାର ଦିନ କିଛି ବିଶେଷ ଉପାୟ କରି ନିଜର ଗୁରୁଗ୍ରହ କୁ ମଜବୁତ କରିବା ଆବଶ୍ୟକ । କାରଣ ଯାହାର ଗୁରୁଗ୍ରହ କମଜୋର ହୋଇଥାଏ, ସେମାନଙ୍କୁ ନିଜ ଜୀବନରେ ଅନେକ ସମସ୍ୟା ର ସମୁଖୀନ ହେବାକୁ ପଡିଥାଏ । ଗୁରୁଗ୍ରହ ର କମଜୋର ହେବା କାରଣରୁ ବ୍ୟକ୍ତି ଆଳସୀ ହୋଇଯାଇଥାନ୍ତି । ସଫଳତା ହାସଲ କରିବା ନିମନ୍ତେ ଗୁରୁଗ୍ରହ କୁ ସର୍ବଦା ଖୁସି ରଖିବା ଆବଶ୍ୟକ ।
୧;- ଗୁରୁବାର ଦିନ ବୃହସ୍ପତିଦେବ ଙ୍କୁ ଗୁଡ ଚଢାଇବା ଦ୍ଵାରା ସୂର୍ଯ୍ୟ ଏବଂ ମଙ୍ଗଳ ଗ୍ରହ ମାନଙ୍କର ସକାରାତ୍ମକ ପ୍ରଭାବ ପଡିଥାଏ । ଗୁରୁବାର ଦିନ ଆପଣ ଗୁଡ ଏବଂ ଚଣା ର ସେବନ ନିଶ୍ଚିନ୍ତ ରୂପରେ କରନ୍ତୁ ।
୨;- ହିନ୍ଦୁ ମାନ୍ୟତା ଅନୁଯାୟୀ ଗୁରୁବାର ଦିନ ସ୍ତ୍ରୀ ତଥା ପୁରୁଷ ମାନଙ୍କୁ ନିଜ କେଶ ଆଦୌ ଧୋଇବା କଥା ନୁହେଁ । ଏହା ସହିତ ଏହିଦିନ କେଶ କାଟିବା ମଧ୍ୟ ଅଶୁଭ ମାନାଯାଇଅଛି । ଏହା ଦ୍ଵାରା ଗୁରୁ ଗ୍ରହ କମଜୋର ହୋଇଥାଏ ଏବଂ ଆପଣଙ୍କ ଜୀବନରେ ନାନା ପ୍ରକାରର ସମସ୍ୟା ଉପୁଜିଥାଏ
୩;- ଗୁରୁବାର ଦିନ କଦଳୀ ଗଛ ର ପୂଜା କରିବା ଆବଶ୍ୟକ । ଏଭଳି କରିବା ଦ୍ଵାରା ବ୍ୟକ୍ତି ର ଗୁରୁଗ୍ରହ ମଜବୁତ ହୋଇଥାଏ ଏବଂ ଆପଣଙ୍କ ଜୀବନରେ ଚାଲୁଥିବା ସମସ୍ୟା ର ଅନ୍ତ ହୋଇଥାଏ ।
୪;- ଗୁରୁବାର ଦିନ ଅଧିକ ଓଜନ ଥିବା ପୋଷାକ ଧୁଅନ୍ତୁ ନାହିଁ । ଘରେ ପୋଛା ଲଗାନ୍ତୁ ନାହିଁ । ଏଭଳି କରିବା ଦ୍ଵାରା ଆପଣଙ୍କ ଘରେ ଅଶୁଭ ପ୍ରଭାବ ପଡିଥାଏ ।
୫;- ଗୁରୁବାର ଦିନ ନଖ କା-ଟ-ନ୍ତୁ ନାହିଁ କିଅବା ଦାଢି ମଧ୍ୟ ବନାନ୍ତୁ ନାହିଁ । ମାନଯାଇଅଛି ଯେଉଁ ବ୍ୟକ୍ତି ଏହିଭଳି କରିଥାଏ ତାହା ଉପରେ ବୃହସ୍ପତି ଦେବ ଙ୍କର ଅଶୁଭ ପ୍ରଭାବ ପଡିଥାଏ । ବୃହସ୍ପତି ଦେବ ଙ୍କର ହଳଦୀଆ ରଙ୍ଗ ପ୍ରିୟ ହୋଇଥାଏ ଏଣୁ ଆପଣ ଭଗବାନ ଶ୍ରୀ କୃଷ୍ଣ ଙ୍କୁ ହଳଦୀଆ ରଙ୍ଗର ଭୋଗ ଚଢାନ୍ତୁ । ଆପଣ ଏହିଦିନ ହଳଦୀଆ ରଙ୍ଗର ପୋଷାକ ମଧ୍ୟ ଧାରଣ କରନ୍ତୁ ।
ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ