ଗୁରୁବାର ଦିନ ନିଶ୍ଚୟ କରନ୍ତୁ କରନ୍ତୁ ଏହି ୫ ଟି କାମ, ଘରେ ହେବ ଧନର ବର୍ଷା- Vastu Shastra

ବନ୍ଧୁଗଣ ଗୁରୁବାର ହେଉଛି ଏକ ଶୁଭବାର କାରଣ ଏହି ବାରଟି ଲକ୍ଷ୍ମୀ ଓ ନାରାୟଣଙ୍କ ସହ ଜଡିତ ଅଟେ । ଏହି ଦିନରେ ଲକ୍ଷ୍ମୀ ଓ ନାରାୟଣଙ୍କର ପୂଜା କରିବା ଦ୍ଵାରା ସମସ୍ତ ମନସ୍କାମନା ପୂରଣ ହୋଇଥାଏ ।

ହିନ୍ଦୁଧର୍ମରେ ସବୁବାର ସହିତ କିଛି ନା କିଛି ମହତ୍ଵ ନିଶ୍ଚୟ ରହିଛି ଏବଂ ଗୁରୁବାର ଦିନ ଭଗବାନ ବିଷ୍ଣୁଙ୍କ ପୂଜା କରିବା ଦ୍ଵାରା ଘରେ ଅନେକ ଖୁସି ଆସିଥାଏ । ଏହା ସହିତ ଘରର ଧନ ସମ୍ପତି ମଧ୍ୟ ବୃଦ୍ଧି ହୋଇଥାଏ ।

ତେଣୁ ବନ୍ଧୁଗଣ ଗୁରୁବାର ଦିନ ଲକ୍ଷ୍ମୀ ଓ ନାରାୟଣଙ୍କ ପୂଜା କରିବା ନିହାତି ଆବଶ୍ୟକ । ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ସମସ୍ତ ଲୋକ କୌଣସି ନା କୌଣସି ସମସ୍ଯାର ସମ୍ମୁଖୀନ ହେଉଛନ୍ତି । କିନ୍ତୁ ଏହି ସବୁ ସମସ୍ଯାକୁ ଦୂର କରିବା ପାଇଁ ଲୋକମାନଙ୍କ ପାଖରେ କୌଣସି ରାସ୍ତା ଦେଖାଯାଉ ନାହିଁ । କିନ୍ତୁ ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏପରି କିଛି କାର୍ଯ୍ୟ ବିଷୟରେ କହିବାକୁ ଯାଉଛୁ ଯାହାକୁ ଆପଣ ମାନେ ଯଦି ଗୁରୁବାର ଦିନ କରିବେ ତା ହେଲେ ଆପଣଙ୍କ ଜୀବନରେ ଥିବା ସମସ୍ତ ସମସ୍ଯା ଦୂର ହେବା ସହିତ ଆପଣ ପ୍ରଚୁର ଧନଲାଭ କରିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି କାମ ଗୁଡିକ ବିଷୟରେ ।

୧. ବନ୍ଧୁଗଣ ଗୁରୁବାର ଦିନ ପ୍ରତ୍ୟକ ମଣିଷଙ୍କୁ ବ୍ରହ୍ମ ମୂହୁର୍ତ୍ତରେ ସ୍ନାନ କରିବା ଉଚିତ । କାରଣ ଏହି ମୂହୁର୍ତ୍ତରେ ସମସ୍ତ ଦେବା ଦେବୀଙ୍କ ପ୍ରଭାବ ସବୁଠାରୁ ଅଧିକ ରହିଥାଏ । ସ୍ନାନ କରିବା ସମୟରେ ଆପଣ ପାଣିରେ ଗଙ୍ଗାଜଳ ନିଶ୍ଚୟ ମିଶାନ୍ତୁ । ଏହା କରିବା ଦ୍ଵାରା ଆପଣଙ୍କୁ ନିଶ୍ଚୟ ଶୁଭଫଳ ମିଳିବ । ବନ୍ଧୁଗଣ ଏହି ଦିନରେ ସ୍ନାନ କରିବା ସହ ଭଗବାନଙ୍କ ପୂଜା କରିବା ଦ୍ଵାରା ପୂଜା ନିଶ୍ଚୟ ସଫଳ ହୋଇଥାଏ ଏବଂ ପୂଜାର ଫଳ ମଧ୍ୟ ମିଳିଥାଏ ।

୨. ବନ୍ଧୁଗଣ ଆର୍ଥିକ ସମସ୍ଯାରୁ ମୁକ୍ତି ପାଇବା ପାଇଁ ଗୁରୁବାର ଦିନ ମା ଲକ୍ଷ୍ମୀ ଓ ଭଗବାନ ବିଷ୍ଣୁଙ୍କର ପୂଜା କରିବା ଉଚିତ । ଏହି ଦିନରେ ମା ଲକ୍ଷ୍ମୀ ଓ ଭଗବାନ ବିଷ୍ଣୁଙ୍କ ପୂଜା କରିବା ଅତ୍ୟନ୍ତ ଶୁଭ ହୋଇଥାଏ । ଏହି ଦିନରେ ପୂଜା କରିଲେ ଆପଣଙ୍କ ଜୀବନରେ ଥିବା ସମସ୍ତ ସମସ୍ଯା ଦୂର ହେବା ସହିତ ଆପଣଙ୍କ ଆର୍ଥିକ ସ୍ଥିତି ମଝବୁତ ହୋଇଥାଏ । ତେଣୁ ବନ୍ଧୁଗଣ ଆପଣ ଏହି ଦିନରେ ମା ଲକ୍ଷ୍ମୀ ଓ ଭଗବାନ ବିଷ୍ଣୁଙ୍କ ପୂଜା ନିଶ୍ଚୟ କରନ୍ତୁ ।

୩. ବନ୍ଧୁଗଣ ଗୁରୁବାର ଦିନ ହଳଦିଆ ରଙ୍ଗର ବସ୍ତ୍ର ପିନ୍ଧନ୍ତୁ । ଏହା ସହିତ ମା ଲକ୍ଷ୍ମୀଙ୍କୁ ପୂଜା କରିବା ସମୟରେ ହଳଦିଆ ରଙ୍ଗର ପୁଷ୍ପ ଓ ଫଳ ପ୍ରଦାନ କରନ୍ତୁ । ଏହା କରିବା ଦ୍ଵାରା ଆପଣ ନିଜର ସମସ୍ତ କାର୍ଯ୍ୟରେ ସଫଳତା ପାଇବେ ଓ ଆପଣଙ୍କୁ ନିଜ ଜୀବନସାଥୀର ପୂର୍ଣ୍ଣ ସହାୟତା ରହିବ ।

୪. ବନ୍ଧୁଗଣ ଗୁରୁବାର ଦିନ ଆପଣ ହଳଦୀ ପାଣିରେ ସ୍ନାନ କରନ୍ତୁ ଏବଂ ଗୋଟିଏ କଦଳୀ ଗଛ ମୂଳରେ ହଳଦୀ ପାଣି ଅର୍ପଣ କରନ୍ତୁ । ଏହା ଦ୍ଵାରା ଆପଣଙ୍କ ଘରକୁ ପ୍ରଚୁର ମାତ୍ରାରେ ଧନ ଆସିବ । ଆପଣ ବହୁତ କମ କଷ୍ଟରେ ଅଧିକ ଫଳ ପାଇବେ । ଏହା ସହିତ ଆପଣଙ୍କ ଉପରେ ମା ଲକ୍ଷ୍ମୀ ଓ ଭଗବାନ ବିଷ୍ଣୁଙ୍କର ବିଶେଷ ଆଶୀର୍ବାଦ ନିଶ୍ଚୟ ରହିବ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *