Vastu Tips- ଗୁରୁବାର ଦିନ ଏହି 1 ଉପାୟ କଲେ ଘରକୁ ଆସିଥାନ୍ତି ମା’ ଲକ୍ଷ୍ମୀ, ବଢିଚାରେ ଧନ ସମ୍ପତ୍ତି

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣଂକୁ କିଛି ଏଭଳି ଉପାୟ ସମ୍ବନ୍ଧରେ କହିବୁ ଯାହା କରିବା ଦ୍ୱାରା ଆପଣଙ୍କ ଭାଗ୍ୟ ଚମକି ଉଠିବ। ବନ୍ଧୁଗଣ ଆପଣ ମାନେ ତ ଜାଣିଛନ୍ତି ଯେ, ଆଜିର ସମୟରେ ସମସ୍ତ ବ୍ୟକ୍ତି ସେମାନଙ୍କର ସବୁ ଆବଶ୍ୟକତାକୁ ପୂରଣ କରିବା ପାଇଁ ଅର୍ଥ ଧନର ଆବଶ୍ୟକତା କରିଥାନ୍ତି ।

ଏହି ସମୟରେ ଅନେକ ଲୋକବି ଅଛନ୍ତି ବହୁତ ଟଙ୍କା ରୋଜଗାର କରନ୍ତି ।  କିନ୍ତୁ ଶେଷରେ ସେମାନଙ୍କ ପାଖରେ ଟଙ୍କାଟିଏ ମଧ୍ୟ ରହିନଥାଏ । କେଉଁଠି ନା କେଉଁଠି ଖର୍ଚ ହୋଇଯାଇଥାଏ । ଯେଉଁଥି ପାଇଁ ସେମାନଙ୍କର ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ଧନ ସେଇ ମାନଙ୍କ ପାଖରେ ରହିଥାଏ ଯେଉଁ ମାନଙ୍କ ଉପରେ ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି।
ମାତା ଲକ୍ଷ୍ମୀ ଙ୍କର କୃପା ପ୍ରତ୍ୟେକ ବ୍ୟକ୍ତି ଉପରେ ରହିଥାଏ ।

ତେଣୁ ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ମାତା ଲକ୍ଷ୍ମୀଙ୍କ ପୂଜା ଅର୍ଚ୍ଚନା କରିବା ସହିତ କିଛି କାର୍ଯ୍ୟ ରହିଛି ଯାହାକୁ କରିବା ଦ୍ୱାରା ମାତା ଲକ୍ଷ୍ମୀ ଙ୍କ ଆଶୀର୍ବାଦ ମିଳିଥାଏ ଏବଂ ଧନ ର ବର୍ଷା ହୋଇଥାଏ। ତେବେ ବନ୍ଧୁଗଣ କେଉଁ କାର୍ଯ୍ୟ କରିବା ଦ୍ୱାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଏବଂ ଘରେ ଧନର ବର୍ଷା ହୋଇଥାଏ, ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା।

୧- ପ୍ରଥମ କାର୍ଯ୍ୟ ଟି ହେଉଛି ଆପଣ ଯେତେବେଳେ ସ୍ନାନ କରୁଛନ୍ତି ସେତେବେଳେ ହଳଦୀ କୁ ସେହି ପାଣି ରେ ପକାଇ ଗାଧୋଇବା ଦ୍ୱାରା ବହୁତ ଶୁଭ ହୋଇଥାଏ ଏବଂ ସମସ୍ତ ଅସୁବିଧା ମଧ୍ୟ ଦୁର ହୋଇଥାଏ। ସ୍ୱାସ୍ଥ୍ୟ ସମସ୍ୟା,ଧନ ସମସ୍ୟା, ଆଦି ଦୁର ହୋଇଥାଏ ଏବଂ ଗୁରୁବାର ଦିନ ହଳଦୀ ପାଣିରେ ଗାଧୋଇବା ଦ୍ୱାରା ମାତା ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ହୋଇଥାନ୍ତି।

୨- ଦ୍ଵିତୀୟ ଉପାୟ ଟି ହେଉଛି ହଳଦୀ ରଙ୍ଗର ଫୁଲ କୁ ଗୁରୁବାର ଦିନ ଭଗବାନ ବିଷ୍ଣୁ ଙ୍କୁ କିମ୍ବା ବୃହସ୍ପତି ଙ୍କୁ ଚଢାନ୍ତୁ ଏହି ହଳଦୀ ଫୁଲ ଅର୍ପଣ କରିବା ଦ୍ୱାରା ଭଗବାନ ବିଷ୍ଣୁ ଏବଂ ବୃହସ୍ପତି ଟାଣି ହୋଇ ଆସିଥାନ୍ତି ଏବଂ ସବୁ ସମସ୍ୟା ମଧ୍ୟ ଦୁର ହୋଇଥାଏ।

୩- ତୃତୀୟ ଉପାୟ ଟି ହେଉଛି କିଛି ହଳଦୀ ଗୁଣ୍ଡ କୁ ନେଇ ଓସ୍ତ ଗଛ ପାଖରେ ଅର୍ପଣ କରନ୍ତୁ ଏବଂ ନିଜର ମନ ର ଇଚ୍ଛା ପୂର୍ଣ୍ଣ ମଧ୍ୟ ହୋଇଥାଏ ଏବଂ ସବୁ ସମସ୍ୟା ମଧ୍ୟ ଦୁର ହୋଇଥାଏ ଏବଂ ଧନ ର ସମସ୍ୟା ମଧ୍ୟ ଦୁର ହୋଇଥାଏ।

୪- ଚତୁର୍ଥ ଉପାୟ ଟି ହେଉଛି ହଳଦୀ ଖଣ୍ଡ କୁ ସୁତାରେ ଗୁନ୍ଥି ମାଳ କରନ୍ତୁ ଏବଂ ଘରର ମୁଖ୍ୟ ଦ୍ୱାର ରେ ଟାଙ୍ଗି ଦିଅନ୍ତୁ ଏହା ଗୁରୁବାର ଦିନ କରିବା ଦ୍ୱାରା ମାତା ଲକ୍ଷ୍ମୀ ଆପଣଙ୍କ ଘର ଉପରେ ପ୍ରସନ୍ନ ହୋଇ ଆପଣଙ୍କ ଘରେ ବାସ କରିଥାନ୍ତି ଏବଂ ଧନ ର ଆଗମନ ମଧ୍ୟ ହୋଇଥାଏ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *