Vastu Tips- ଗୁରୁବାର ଦିନ ବାସ କିଛି ଚାଉଳ ଓ ହଳଦୀରେ କରନ୍ତୁ ଏହି ଉପାୟ, ଦରିଦ୍ରତା ଆପଣଙ୍କୁ କେବେ ବି ଛୁଇଁ ବି ପାରିବନି, ବଢିବ ସୁଖ, ଧନ, ସମ୍ପତି

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଟଙ୍କାର ଆବଶ୍ୟକତା ସମସ୍ତଙ୍କର ରହିଥାଏ । ତେଣୁ ରୋଜଗାର କରି ଟଙ୍କା ଅର୍ଜନ ସମସ୍ତେ କରିଥାନ୍ତି । କାରଣ ଘରେ ଟଙ୍କାର ଅଭାବ ଅନାଟନ ରହିଲେ । ଘରେ ବିଭିନ୍ନ ପ୍ରକାର ସମସ୍ଯାର ସମ୍ମୁଖୀନ ହେବା ପାଇଁ ପଡିଥାଏ । ତେଣୁ ପ୍ରତ୍ଯେକଟି ବ୍ୟକ୍ତି ନିଜର କାର୍ଯ୍ୟପନ୍ଥା ଦ୍ଵାରା ଟଙ୍କା ଅର୍ଜନ କରିଥାଏ । ଏହା ସହିତ ଯଦି ବ୍ୟକ୍ତି ନିଜର ବୃହସ୍ପତି ଗ୍ରହକୁ ମଜଭୁତ କରିପାରିଥାଏ ।

ତେବେ ନିହାତି ଭାବରେ ବ୍ୟକ୍ତିତ ଥିବା ସମସ୍ତ ଧନ ଅଭାବ ଜନିତ କଷ୍ଟ ସମସ୍ଯା ଦୂର ହୋଇଥାଏ । ଶାସ୍ତ୍ରର ମାନ୍ୟାତା ଅନୁସାରେ ହଳଦୀ ସହିତ ବୃହସ୍ପତି ଗ୍ରହର ସଂଯୋଗ ରହିଥାଏ । ହଳଦୀକୁ ସବୁ ଲୋକ ରୋଷେଇ କାର୍ଯ୍ୟରେ ବ୍ୟବହାର କରିବା ହିଁ ଜାଣିଥାନ୍ତି । ଏହା ସହିତ ଅନେକ ପୂଜା ପଦ୍ଧତିରେ ମଧ୍ୟ ହଳଦୀର ପ୍ରୟୋଗ କରାଯାଇଥାଏ ।

ଗୁରୁବାର ଦିନ ବ୍ୟକ୍ତି ଯଦି ହଳଦିଆ ବସ୍ତ୍ର ପରିଧାନ କରି ପ୍ରଭୁ ନାରାୟାଣଙ୍କର ପୂଜା ଅର୍ଚନା କରିଥାନ୍ତି । ତେବେ ତାହାର ବୃହସ୍ପରି ଗ୍ରହ ମଜଭୁତ ହୋଇବା ସହ ପ୍ରଭୁ ନାରାୟଣଙ୍କର ଆଶ୍ରୀବାଦ ମଧ୍ୟ ପ୍ରାପ୍ତ ହୋଇଥାଏ । ପ୍ରଭୁ ନାରାୟଣଙ୍କର ପୂଜା କରିବା ସମୟରେ ହଳଦୀ ରଙ୍ଗର କୌଣସି ପୂଜା ସାମଗ୍ରୀ ମଧ୍ୟ ବ୍ୟବହାର କରିପାରିବେ । ଯେପରି ହଳଦୀ, ଚନ୍ଦନ, ହଳଦିଆ ରଙ୍ଗର ଫୁଲ ଓ ପ୍ରସାଦ ଆଦି ପୂଜା କାର୍ଯ୍ୟରେ ବ୍ୟବହାର କରିପାରିବେ ।

ପୂଜା କରିବା ସମୟରେ ଗୋଟିଏ କଥା ଉପରେ ଧ୍ୟାନ ଦେବା ଉଚିତ । ଏହା କି ଯେ କେବଳ ପ୍ରଭୁ ନାରାୟଣଙ୍କର ପୂଜା ଅର୍ଚନା ନକରି ଉଭୟ ମା ଲକ୍ଷ୍ମୀ ଓ ନାରାୟଣଙ୍କର ପୂଜା କରିବା ଉଚିତ । ଏପରି କରିବା ଦ୍ଵାରା ପୂଜାର ଉପଯୁକ୍ତ ଫଳ ପ୍ରାପ୍ତି ହୋଇଥାଏ । ଗୁରୁବାର ଦିନ ଗାଧୋଇବା ସମୟରେ ପାଣିରେ ଅଳ୍ପ ହଳଦୀ ମିଶାଇ ଗାଧୋଇବା ଦ୍ଵାରା ବ୍ୟକ୍ତିର ବୃହସ୍ପରି ଗ୍ରହ ମଜଭୁତ ହୋଇଥାଏ ।

ଯାହା ଦ୍ଵାରା ଅବିବାହିତ ଲୋକଙ୍କର ବିବାହ ଜନିତ ସମସ୍ଯା ମଧ୍ୟ ଦୂର ହୋଇଥାଏ । ଗୁରୁବାର ଦିନ ନିତ୍ୟାଦି କାର୍ଯ୍ୟ ସାରି ଜଳରେ ଅଳ୍ପ ହଳଦୀ ମିଶାଇ ହଳଦୀ ମିଶାଇ ସୂର୍ଯ୍ୟ ଦେବଙ୍କୁ ଜଳ ସମର୍ପଣ କରନ୍ତୁ । ଏହା ବହୁତ ଶୁଭ ପ୍ରଦାୟୀ ହୋଇଥାଏ । ଗୁରୁବାର ଦିନ କୌଣସି ଶୁଭ କାର୍ଯ୍ୟରେ ଯିବା ସମୟରେ ଚନ୍ଦନ ଅଳ୍ପ ହଳଦୀ ମିଶାଇ ଦିଅନ୍ତୁ ।

ତାହାକୁ ଲଗାଇ କୌଣସି ଯାତ୍ରାରେ ଗଲେ । ବ୍ୟକ୍ତିର ଯାତ୍ରା ମଙ୍ଗଳ ହୋଇଥାଏ । ଗୁରୁବାର ଦିନ ଚାଉଳରେ, ହଳଦୀରେ ସାମାନ୍ୟ ପାଣି ମିଶାଇ ତାହାକୁ ଘରର ମୁଖ୍ୟ ଦ୍ଵାର ସାମ୍ନାରେ ଏକ ସ୍ଵସ୍ତିକ ଚିହ୍ନ ଆଙ୍କନ୍ତୁ । ଏହା ଘର ପାଇଁ ବହୁତ ମଙ୍ଗଳକାରୀ ହୋଇଥାଏ । ଏହା ସହିତ ଘରର ଶୁଖ, ଶାନ୍ତି ଓ ସମୃଦ୍ଧି ବୃଦ୍ଧି କରିଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *