ଗୁରୁବାର ଦିନ ଲୁଣର ଏହି ଉପାୟ, କରିଥାଏ ଧନ ବର୍ଷା ! ଘରେ ବଢି ଥାଏ ଧନ ସମ୍ପତି

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଖାଦ୍ୟରେ ସମସ୍ତେ ଲୁଣର ପ୍ରୟୋଗ କରିଥାନ୍ତି । କାରଣ ଲୁଣ ବିନା ଖାଦ୍ୟ ସୁଆଦିଆ ଲାଗିନଥାଏ । ସେହି ଲୁଣ ଖାଦ୍ୟରେ ପ୍ରୟୋଗ କରିବା ସହିତ ଏହାର ଅନ୍ୟ କିଛି ମଧ୍ୟ ଉପକରୀତା ରହିଛି । ସେହି ଲୁଣକୁ ବ୍ୟବହାର କରି ଆଜି ଆପଣ ମାନେ ଏପରି ଏକ ଉପକାରୀତା ବିଷୟରେ ଜାଣିବାକୁ ପାଇବେ । ଯେଉଁ ଉପାୟକୁ କରିବା ଦ୍ଵାରା ବ୍ୟକ୍ତିର ଭାଗ୍ୟ ଚମକି ଉଠିଥାଏ ।

ବ୍ୟକ୍ତି ଇଛା କରିଥିବା ସମସ୍ତ ଇଛାକୁ ପୂରଣ କରିଥାଏ । ଏହି ଉପାୟକୁ କରିବା ପାଇଁ ଏହି ସବୁ ସାମଗ୍ରୀରର ଆବଶ୍ୟକତା ରହିଛି । ଏଥିପାଇଁ ୧୦୦ ଗ୍ରାମ ମୁଗଡାଲି, ୫୦ ଗ୍ରାମର ଚାଉଳ, ୫୦ ଗ୍ରାମର କଞ୍ଚା ଲଙ୍କା, ୧୦୦ ଗ୍ରାମର ସୋରିଷ ତେଲ, ୧ ପକେଟ ଲୁଣ ଓ ଗୋଟିଏ ପାଣି ବୋତଲର ଦରକାର ରହିଛି ।

ଏହି ସମସ୍ତ ସାଗ୍ରୀକୁ ନେଇ କୌଣସି ପୁରୁଷ ବା ମହିଳାଙ୍କୁ ଦାନ ରୂପେ ଗୁରୁବାରରେ ଦେଇଦିଅନ୍ତୁ । ତାପରେ ସେହି ସ୍ଥାନରୁ ଚୁପଚାପ ଚାଲି ଆସନ୍ତୁ । ଏହି ଉପାୟର କିଛି ଦିନ ଭିତରେ ଭାଗ୍ୟର ତାଲା ଖୋଲିଯିବ । ମା ଲକ୍ଷ୍ମୀଙ୍କ କୃପା ଆପଣଙ୍କୁ ପ୍ରାପ୍ତ ହୋଇବ । ଯେଉଁ ମାନଙ୍କର ଚାକିରି ମିଳିବାରେ ଅସୁବିଧା ହେଉଥିଲା । ସେମାନଙ୍କ ପାଇଁ ଚାକିରି ପାଇଁ ପ୍ରସ୍ତାବ ଆସିବ । ଘରେ ଆର୍ଥିକ ସ୍ଥିତିରେ ସୁଧାର ଆସିବ ।

ବ୍ୟକ୍ତିର ବୃହସ୍ପତି ଗ୍ରହ ମଜଭୁତ ହୋଇଯିବ । ବ୍ୟକ୍ତି ଉପରେ ଯେଉଁ ଶନିଦୋଷ ରହୁଥିବ, ତାହା କଟିଯିବ । ଧାର କରଜ କରିଥିବା ବ୍ୟକ୍ତି ନିହାତି କରଜରୁ ମୁକୁଳିପାରିବ । ଏହି ଉପାୟକୁ କରିବା ପାଇଁ ଯେଉଁ ସବୁ ସାମଗ୍ରୀର ଆବଶ୍ୟକତା ପଡିଥିବା । ସେଥିମଧ୍ୟରୁ କୌଣସି ସାମଗ୍ରୀ ଯେପରି କମିନଯାଏ । ଏହି ଉପାୟକୁ ନିଜେ କରିବା ପୂର୍ବରୁ କାହାକୁ ମଧ୍ୟ କୁହନ୍ତୁ ନାହିଁ ।

ତେବେ ଯାଇ ଏହାର ସୁଫଳ ଆପଣଙ୍କୁ ପ୍ରାପ୍ତ ହେବ । ଲୁଣକୁ ଚନ୍ଦ୍ର ଓ ଶୁକ୍ର ଗ୍ରହର ପ୍ରତୀକ ବୋଲି ବିବେଚନା କରାଯାଇଥାଏ । ଲୁଣକୁ ଷ୍ଟିଲ, ପ୍ଲାଷ୍ଟିକ କିମ୍ବା ଲୁହାର ପାତ୍ରରେ ରଖିବା ଅନୁଚିତ । କାରଣ ଏପରି କରିବା ଦ୍ଵାରା ବ୍ୟକ୍ତି କାଙ୍ଗଳ ହୋଇଯାଇଥାଏ । ଲୁଣକୁ ସର୍ବଦା କାଚର ପାତ୍ରରେ ରଖିବା ଉଚିତ । ଲୁଣକୁ କେବେ ତଳେ ପଡିବା ପାଇଁ ଦିଅନ୍ତୁ ନାହିଁ ।

ଏପରି କରିବା ଦ୍ଵାରା ବ୍ୟକ୍ତିର ଦୁର୍ଭାଗ୍ୟ ଆସିଥାଏ । ତେଣୁ ଏଥିପ୍ରତି ସର୍ବଦା ସତର୍କ ରହିବା ଉଚିତ । କାହାଠାରୁ ଧାର ଆଣିଥିବା ଟଙ୍କାରେ ଲୁଣ କିଣିକି ଖାଇବା ଅନୁଚିତ । ନିଜ ଟଙ୍କାରେ ଲୁଣର ବ୍ୟବହାର କରନ୍ତୁ । ସନ୍ଧ୍ୟା ସମୟରେ କାହାଠାରୁ ଲୁଣ ଆଣିବା କି ଦେବା ମଧ୍ୟ ଅନୁଚିତ ।

ପାଣିରେ ଲୁଣ ମିଶାଇ ଘରେ ପୋଛିବା ଦ୍ଵାରା ଘରେ ଥିବା ନକରାତ୍ମକ ଊର୍ଜା ଦୂର ହୋଇଥାଏ । ତେବେ ଲୁଣକୁ ନେଇ ଏହି ସବୁ ନିୟମ ମାନି ଚଳିବା ଦ୍ଵାରା ବ୍ୟକ୍ତିର ଉନ୍ନତି ହୋଇଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *