ଆମ ଓଡିଆ ଘରେ ଗୁରୁବାର ଦିନ ଘର କୌଣସି କାମ ରଖିବା ଉଚିତ ନୁହେଁ । ବିଶେଷ କରି ଅଳିଆ ଆବର୍ଜନା ବୁଧବାର ଦିନ ଘରୁ ବାହାର କରିବା ଉଚିତ । ଗୁରୁବାର ଦିନ କେବେ ଘର ପୋଛା କାମକୁ ଅନେକ ମହିଳା ରଖନ୍ତି ନାହି । କିନ୍ତୁ ଯଦି ଗୁରୁବାର ଦିନ ଘର ପୋଛାଯାଏ ତେବେ ଏଥିରେ କିଛି ଭୁଲ ନାହି । ବୃହତ୍ତ ମହାଲକ୍ଷ୍ମୀ ପୁରାଣରେ ମା ଲକ୍ଷ୍ମୀ କେଉଁଠାରେ ରହିବାକୁ ବାସ କରନ୍ତି ସେଠାରେ ଲେଖା ଯାଇଛି କି ସଙ୍କ୍ରାନ୍ତି, ଅମାବାସ୍ୟା ବା ଗୁରୁବାର ଦିନ ଯେଉଁ ଗୃହିଣୀ ଘରକୁ ଲିପା ପୋଛା କରନ୍ତି ସେହି ଘରକୁ କେବେ ବି ମା ଲକ୍ଷ୍ମୀ ପ୍ରବେଶ କରନ୍ତି ନାହି ।
ଅମାବାସ୍ୟା ବା ଗୁରୁବାର ଦିନ ଗୋବରରେ ଘର ଦ୍ଵାରା ଲିପା ପୋଛା କରିବା ଦରକାର । ଯଦି କୌଣସି ବ୍ୟକ୍ତି ଏହି ଦିନରେ ଘର ଲିପା ପୋଛା କରୁଛନ୍ତି ତେବେ କିଛି ଭୁଲ ନାହି । କିନ୍ତୁ ସୂର୍ଯ୍ୟ ଉଦୟ ପୂର୍ବ ରୁ ଘର ପୋଛିବା ଉଚିତ । ଦୀପାବଳି ଦିନ ସୂର୍ଯ୍ୟ ଉଦୟ ହେବ ଅପୂର୍ବ ରୁ ତେଲ ଲଗାଇ ସ୍ନାନ କରିଲେ କିଛି ଅସୁବିଧା ହୁଏ ନାହି ।
କିନ୍ତୁ ସୂର୍ଯ୍ୟ ଉଦୟ ହେବ ପୂର୍ବରୁ ଏହି ସବୁ କଥା ପ୍ରତି ଧ୍ୟାନ ଦେବା ଉଚିତ । ସକାଳୁ ଭୋର ସମୟରେ ଉଠି ଘରକୁ ଲିପା ପୋଛା କରିବା ଉଚିତ । ଗୃହିଣୀ ମାନେ ବାଡି ଭୋର ରୁ ଉଠି ଘର ସଫା କରି ପୋଛିବା ଉଚିତ । ଯଦି ଘରୁ ଅଳନ୍ଧୁ ସଫା କରିବା ଅଛି ବା ଅଧିକ ଜିନିଷ ଜମା ହୋଇଛି ଓ ତାହାକୁ ସଫା କରିବାକୁ ଚାହୁଁଛନ୍ତି ତେବେ ବୁଧର ଦିନ ସଫା କରିବା ଉଚିତ । ପାଣିରେ ଗୋବର ପକାଇ ଘର ପୋଛିଲେ ଶୁଭ ଫଳ ପ୍ରାପ୍ତ ହୁଏ ।
ଏହା ଦ୍ଵାରା ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି । ଯଦି ବୁଧବାର ଦିନ ଘର ପୋଛା ମରା ଯାଇଥାଏ ତେବେ ମଧ୍ୟ ଗୁରୁବାର ଦିନ ସୂର୍ଯ୍ୟ ଉଦୟ ହେବ ପୂର୍ବ ରୁ ପୋଛା ମାରିବା ଉଚିତ । ଯଦି ଆପଣ କୌଣସି ବ୍ରତ ରଖିଛନ୍ତି ତେବେ ଯେଉଁ ଦିନ ଏକବାର କରିବେ ସେଦିନ ଗୋବରରେ ଲିପା ପୋଛା କରିବେ । ଯେବେ ଚୁତକ ହେଉଛି ତେବେ ଗିବାର ରେ ଲିପା ପୋଛା କରିବା ଉଚିତ । ଯଦି ଅଣଶୁଧିଆ ହୋଇଛି ତେବେ ଦାସ ଦିନ ପରେ ଘରେ ଗୋବର ରେ ଲିପା ପୋଛା କରିବା ଉଚିତ ।
ଏହା ପୂର୍ବରୁ କରିବା ଭୁଲ ଅଟେ । ଦଶ ସ୍ନାନ କରିବା ପୂର୍ବରୁ ଘରକୁ ଗୋମୟ ରେ ପବିତ୍ର କରିବ ଉଚିତ । ଏହା ପରେ ୧୧ ଦିନରେ ଘରେ ଗୁରୁବାର ପକାଇ ପୋଛା କରିବା ସହ ପଞ୍ଚାମୃତ କରି ଘରେ ସିଂଚନ କରିବା ଉଚିତ । ଯଦି ଆପଣଙ୍କର ମାସିକ ଧର୍ମ ହେଉଛି ତେବେ ମଧ୍ୟ ଗୋବରରେ ଘର ଦ୍ଵାରା ସଫା କରି ହେବ । ଋତୁସ୍ରାବ ସମୟରେ ନାରୀ ଜଳ ଓ ଅଗ୍ନିକୁ ସ୍ପର୍ଶ କରିବା ଅନୁଚିତ ।
ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ