ବନ୍ଧୁଗଣ, ଆଜି ଆମ୍ଭେ ଆପଣ ମାନଙ୍କୁ ଯେଉଁ ଉପାୟ ସମ୍ବନ୍ଧରେ କହିବାକୁ ଯାଉଅଛୁ ଆପଣ କେବଳ ୨ ମିନିଟ ରେ ଦାନ୍ତ ସମ୍ବନ୍ଧିତ ସମସ୍ୟା, ତଥା ଦାନ୍ତରେ ପୋକ ଲାଗିବା, ମାଢି ସମ୍ବନ୍ଧିତ ସମସ୍ୟା ରୁ ମୁକ୍ତି ମିଳି ପାରିବ । ଆସନ୍ତୁ ଜାଣିବା ଏହି ଉପାୟ ସମ୍ବନ୍ଧରେ । ଏହି ଉପାୟ ବହୁତ ଚମତ୍କାରୀ ଅଟେ । ଆପଣ ଏହି ଉପାୟ କୁ ୨ ରୁ ୩ ଥର ପ୍ରୟୋଗ କରିବା ଦ୍ଵାରା ଆପଣଙ୍କ ଦାନ୍ତ ସମ୍ବନ୍ଧିତ ଅମସ୍ତ ସମସ୍ୟା ଦୂର ହୋଇଯିବ । ଏହି ଉପାୟ ବନାଇବା ନିମନ୍ତେ ଆପଣ ପିଜୁଳି ପତ୍ର ନିଅନ୍ତୁ । ଏହା ଆପଣଙ୍କ ବାଡି ତଥା ଘର ପାଖ ଅଞ୍ଚଳରେ ଅତି ସହଜରେ ମିଳିଯିବ ।
ଏହି ପତ୍ର ଦେଖିବାକୁ ବହୁତ ସାଧାରଣ ଅଟେ । କିନ୍ତୁ ଏହା ବହୁତ ଉପଯୋଗୀ ତଥା ଗୁଣକାରୀ ଅଟେ । ଏହି ଉପାୟ ବନାଇବା ନିମନ୍ତେ ଆପଣ ସର୍ବ ପ୍ରଥମେ ୪ ରୁ ୫ ଟି ପିଜୁଳି ପତ୍ର ନିଅନ୍ତୁ । ଏହାପରେ ଆପଣ ଏହାକୁ ଗରମ ପାଣିରେ ୫ ରୁ ୭ ମିନିଟ ପର୍ଯ୍ୟନ୍ତ ଫୁଟାନ୍ତୁ । ଏହାପରେ ସେହି ପାଣି କୁ ଛାଣି ଦିଅନ୍ତୁ । ଏହାପରେ ପିଜୁଳି ପତ୍ର କୁ କାଢି ବାହାରେ ପକାଇ ଦିଅନ୍ତୁ ।
ଏହାପରେ ଏହିପାଣି କୁ ଅଳ୍ପ ଥଣ୍ଡା କରନ୍ତୁ ଅର୍ଥାତ ଏହା ଉଷୁମ ଥିବାବସ୍ଥା ରଖନ୍ତୁ । ଯେତେବେଳେ ସେହି ପିଜୁଳି ପତ୍ର ଫୁଟା ପଣି ଥଣ୍ଡା ହୋଇଯିବ ତେବେ ଆପଣଙ୍କ ଘରେ ଥିବା ସାଧା ଲୁଣ ରୁ ଅଳ୍ପ ଲୁଣ ନେଇ ସେହି ପାଣିରେ ମିଶାଇ ଦିଅନ୍ତୁ । ଏହାପରେ ଏହି ପାଣିରେ ଆପଣ ନିଜ ପାଟି କୁ ଭଲ ଭାବରେ ଧୁଅନ୍ତୁ । ଆପଣ ଏହାକୁ ନିଜ ପାଟିରେ ରଖି କୁଲୁକୁଚା ମଧ୍ୟ କରିପାରନ୍ତି । ଏହାପରେ ଆପଣ ଏହି ପାଣି କୁ ପକାଇ ଦିଅନ୍ତୁ । ଏହିଭଳି ଭାବରେ ଆପଣ ସେହି ସମସ୍ତ ପାଣି ରେ କୁଲୁକୁଚା କରନ୍ତୁ । ଆପଣ ଏହି ପ୍ରୟୋଗ କୁ ଦିନକୁ ୨ ରୁ ୩ ଥର କରନ୍ତୁ ।
ଏହାପରେ ଆପଣ ନିଜେ ଅନୁଭବ କରି ପାରିବେ ଯେ ଗୋଟିଏ ଦିନରେ ହିଁ ଆପଣଙ୍କ ଦାନ୍ତରେ ଦରଦ ହେବା, ପୋକ କାଟିବା ତଥା ଅନ୍ୟାନ୍ୟ ଯନ୍ତ୍ରଣା ରୁ ଆପଣଙ୍କୁ ମୁକ୍ତି ମିଳି ପାରିବ । ମାତ୍ର ଆପଣଙ୍କୁ ଯଦି ଦରଦ ହେୟାଚି ଦାନ୍ତ ରେ ତେବେ ଆପଣ ଏହି ଉପାୟ ଟି ଆପଣଙ୍କ ଦାନ୍ତ ଭଲ ହେବା ପର୍ଯ୍ୟନ୍ତ ମଧ୍ୟ କରି ପାରିବେ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।