ଆଣ୍ଠୁ ଗଣ୍ଠି ବିନ୍ଧା ପୁରା ପୁରି ଭଲ କରିଦେବ ଏହି 1 ପତ୍ର, ଶଯ୍ୟାଶାୟୀ ହୋଇ ଯାଇଥିବା ଲୋକ ବି ଉଠି ଦୌଡିବାକୁ ଲାଗିବ (Health Tips)

ବନ୍ଧୁଗଣ, ପୁରାତନ କାଳରେ ଦେଖାଯାଉଥିଲା ଲୋକ ମାନେ ବୁଢା ହେବା ପରେ ସେମାନଙ୍କ ଆଣ୍ଠୁଗଣ୍ଠି, ଅଣ୍ଟା, ହାତ ଆଦିରେ ଯନ୍ତ୍ରଣା ଅନୁଭବ କରୁଥିଲେ । ଆଣ୍ଠୁଗଣ୍ଠି ରୁ କଟ କଟ ଆବାଜ ଆସୁଥିଲା । କିଛି ମଧ୍ୟ କାର୍ଯ୍ୟ କରିବାକୁ ମାନେ ହେଉନଥିଲା । ଶରୀରରେ ଦୁର୍ବଳତା ରହୁଥିଲା । ଏହା ସାଧାରଣତ ୬୦ ଅଥବା ୭୦ ବୟସ ପରେ ଏମିତି ସମସ୍ୟା ହେଉଥିଲା । ମାତ୍ର ଆଜିଭଳି ଦିନରେ ଅତି କମ ବୟସର ପିଲା ମାନଙ୍କ ଠାରେ ମଧ୍ୟ ଏହିସବୁ ସମସ୍ୟା ଦେଖାଯାଉଅଛି ।

ଆଜି ଆମ୍ଭେ ଆପଣ ମାନଙ୍କୁ ଯେଉଁ ଉପାୟ ସମ୍ବନ୍ଧରେ କହିବାକୁ ଯାଉଅଛୁ ଏହାକୁ ପ୍ରୟୋଗ କରି ଆପଣ ଏହିସବୁ ସମସ୍ୟା ରୁ ଆରାମ ପାଇ ପାରିବେ । ଆସନ୍ତୁ ତେବେ ସେହି ଉପାୟ ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିନେବା । ପାନ ପତ୍ର ର ବହୁତ ଚମତ୍କାରୀ ଉପକାର ରହିଅଛି । ଆୟୁର୍ବେଦ ଅନୁଯାୟୀ ପାନପତ୍ର କୁ ଏଭଳି ଚମତ୍କାରୀ ମାନଯାଇଅଛି, ଯାହାକୁ ବ୍ୟବହାର କରି ଆମ୍ଭେ ଆମ୍ଭ ଶରୀରର ବାତ, ପିତ, କଫ କୁ ନିୟନ୍ତ୍ରଣ କରି ରଖି ପାରିବା ।

ସର୍ବ ପ୍ରଥମେ ଆପଣ ଏକ ପାନ ପତ୍ର ନିଅନ୍ତୁ । ଏହାପରେ ଆପଣ ପାନପତ୍ର ରେ ଆପଣ ଅଳ୍ପ ଚୂନ ଲଗାଇ ଦିଅନ୍ତୁ । ଆପଣ ରାତିରେ ତମ୍ବା ପାତ୍ର ରେ ପାଣି ଭର୍ତ୍ତି କରି ରଖନ୍ତୁ । ଏହାପରେ ଏହି ପାଣି କୁ ସକାଳେ ସେବନ କରି ନିଅନ୍ତୁ । ଏହାପରେ ଆପଣ ପାନପତ୍ର ରେ ଏହିଭଳି ଚୂନ ଲଗାଇ ତାହାକୁ ଚୋବାଇ ଚୋବାଇ ଖାଇନିଅନ୍ତୁ ।

ଏହିଭଳି ଆପଣ ମାତ୍ର ୧୫ ଦିନ ପର୍ଯ୍ୟନ୍ତ ପ୍ରୟୋଗ କରନ୍ତୁ । ଆପଣ ଏହାକୁ ଦିନେ ଛଡା ଦିନେ ପ୍ରୟୋଗ କରନ୍ତୁ । ଏହା ସହିତ ଆପଣ ଧ୍ୟାନ ରଖିବେ ଯେ ଏକ ମାସରୁ ଅଧିକ ଏହାର ପ୍ରୟୋଗ କରିବେ ନାହିଁ । ଯଦି ଆପଣ ଏକ ମାସରେ ପ୍ରାଏ ୧୪ ରୁ ୧୫ ଥର ଏହାର ପ୍ରୟୋଗ କରନ୍ତି ତେବେ ଆପଣଙ୍କର ଯଦି କ୍ୟାଲସିୟମ ର ଅଭାବ ରହିଥାଏ, ଶରୀରରେ ବହୁତ ଅଧିକ ଦୁର୍ବଳତା ରହିଥାଏ, ଶରୀରର ପ୍ରତ୍ୟକ ଅଙ୍ଗ ପ୍ରତ୍ୟଙ୍ଗ ରେ ଯଦି କଷ୍ଟ ରହୁଥାଏ, ଗଣ୍ଠି ସମସ୍ୟା ରହୁଥାଏ ତେବେ ଏହି ସମସ୍ୟା ମଧ୍ୟ ସମାପ୍ତ ହୋଇଯାଇଥାଏ ।

ସବୁଦିନ ବେଡ ରେ ପଡିଥିବା ବ୍ୟକ୍ତି ଙ୍କ ପାଇଁ ମଧ୍ୟ ଏହା ବହୁତ ଚମତ୍କାରୀ ଅଟେ । ଯେଉଁ ମାନଙ୍କୁ ଆଭ୍ୟନ୍ତରୀଣ ସମସ୍ୟା ରହିଅଛି ସେମାନଙ୍କ ପାଇଁ ମଧ୍ୟ ଏକ ଉପାୟ ରହିଅଛି । ତାହା ହେଉଛି ପ୍ରଥମେ ଆପଣ ଏକ ପାନ ପତ୍ର ନିଅନ୍ତୁ ଏବଂ ତାହା ଉପରେ ଆପଣ ଅଳ୍ପ ମହୁ ଲଗାନ୍ତୁ । ଏହାପରେ ଆପଣ ଏଥିରେ ଗୋଟିଏ ରଶୁଣ ପାଖୁଡା ର ପେଷ୍ଟ ଲଗାନ୍ତୁ । ଏହାପରେ ଆପଣ ଏହାକୁ ଦିନେ ଛଡା ଦିନେ ପ୍ରାଏ ଏକମାସ ପର୍ଯ୍ୟନ୍ତ ସେବନ କରନ୍ତୁ । ଆପଣ ଦେଖିବେ ଆପଣଙ୍କର ଆଭ୍ୟନ୍ତରୀଣ ଶକ୍ତି ଫେରସ୍ଥ ଆସିଯିବ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *