ଏହି ଗୋଟିଏ କାମ କରି ଦିଅନ୍ତୁ ଜୀବନ ସାରା କେବେ ବି ଧନର ଅଭାବ ରହିବ ନାହିଁ- Ajira Anuchinta

୧- ବନ୍ଧୁଗଣ କଣ ଆପଣ କାମ କରୁଛନ୍ତି କିନ୍ତୁ ତାହାର ଫଳ ପାଉ ନାହାନ୍ତି ? ଯେତେ ଯୋଗ୍ୟତା ଅଛି ଆପଣଙ୍କର ତଥା ଦକ୍ଷତା ଅଛି ସେହି ଅନୁସାରେ ଫଳ ପ୍ରାପ୍ତ ହେଉ ନାହିଁ । ଏହା ସହିତ ଆପଣ ଅର୍ଥହାନୀ ର ଶି-କା-ର ହେଉଛନ୍ତି । ଟଙ୍କା ପଇସା ପାଉ ନାହାନ୍ତି । ଦରମା ପାଇଲେ ମଧ୍ୟ ତାହା କିଭଳି ଭାବରେ ଖର୍ଚ୍ଚ ହେଇ ଯାଉଅଛି ଆପଣ ତାହା ସମ୍ବନ୍ଧରେ ଜାଣି ନାହାଁନ୍ତି ।

ଏହା ଫଳରେ ଆପଣଙ୍କ ର ବହୁତ ମନ ଦୁଖ ହେଉଅଛି । ପରିବାର ଲୋକେ ଦୁଖ ରେ କୁହନ୍ତି ଯେ ପଇସା ଆସୁଛି ମାତ୍ର ତାହା କୁଆଡେ ଯାଉଛି ଠିକଣା ନାହିଁ । ଯଦି ଆପଣ ଚାହୁଁଛନ୍ତି ଯେ ଆପଣଙ୍କ ପାଖରେ ପଇସା ରହୁ ଏବଂ ଆର୍ଥିକ ଅନାଟନ ରୁ ବଞ୍ଚିତ ହେବାକୁ ଚାହୁଁଛନ୍ତି ତେବେ ଛୋଟ ଉପାୟ ଟିଏ କରନ୍ତୁ । ତାହା ହେଉଛି ୧୧ ଟି ହକିଟ ପଥର ଆଣି କୌଣସି ମନ୍ଦିର, ମସଜିତ ଅଥବା ଗୀର୍ଜା ରେ ଅର୍ପଣ କରି ଦିଅନ୍ତୁ । ନଚେତ ଆପଣ ଏହାକୁ କୌଣସି ପ୍ରବାହ ମାନ ଜଳରେ ଫିଙ୍ଗିଦେବେ ନିଶ୍ଚିତ କାର୍ଯ୍ୟ ହୋଇଯିବ ।

୨- ଲକ୍ଷ୍ମୀ କାହା ପାଖରେ ବାସ କରିଥାନ୍ତି ? ଆଜିଭଳି ଦୁନିଆରେ ସମସ୍ତଙ୍କ ଟଙ୍କା ଦରକାର । ଯେଉଁଠାରେ ମୂର୍ଖ ଲୋକ ମାନଙ୍କର ପୂଜା ହୋଇଥାଏ, ସେଠାରୁ ଲକ୍ଷ୍ମୀ ଛାଡି ଚାଲି ଯାଇଥାନ୍ତି ।

୩- ଯାହା ଘରେ ରୋଷେଇ କରିବା ପରେ ହାଣ୍ଡି ରୁ ଭାତ ସରେ ନାହିଁ, ସେଠାରେ ଲକ୍ଷ୍ମୀ ବାସ କରିଥାନ୍ତି ।

୪- ଯେଉଁ ଘରେ ସ୍ଵାମୀ ସ୍ତ୍ରୀ ଭିତରେ ଆଦୌ ଝ-ଗ-ଡା ହୁଏ ନାହିଁ, ସେ ଘର ବୈକୁଣ୍ଠ ସାଦୃଶ୍ୟ ।

୫- ଯେଉଁଠି ଗୁରୁଜନ ମାନଙ୍କୁ ଆଗୁଆ ଖାଇବାକୁ ଦେଇ ସ୍ଵାମୀ ସ୍ତ୍ରୀ ପଛରେ ଖାଉଥିବେ ସେମାନଙ୍କ ଆଶୀର୍ବାଦ ରୁ ଲକ୍ଷ୍ମୀ ଠାକୁରାଣୀ ସେମାନଙ୍କ ଗୃହରେ ବସବାସ କରିଥାନ୍ତି ।

୬- ତୁଳସୀ ମୂଳର ମାଟି ମୁଣ୍ଡରେ ଲଗାଇ ଗଲେ, ଯାହା ସାଙ୍ଗେ କଥା ବାର୍ତ୍ତା କରିବେ ସେ ନଇଁ ପଡିବେ ।

୭- ତୁଳସୀ ଗଛ ଆପଣଙ୍କ ଘରର ଡାହାଣ ପାର୍ଶ୍ଵ ରେ ଥିଲେ, ବହୁ ତୁଳସୀ ଗଛ ଥିଲେ ତାହା ବୃନ୍ଦାବତୀ ଏବଂ ଅଧିକ ଥିଲେ ତାହା ବୃନ୍ଦାବନ ହୋଇଯିବ । ଆପଣ ଅମ୍ଳଜାନ ବହୁତ ପାଇବା ସହିତ ଆପଣଙ୍କ ଶରୀର ନିମନ୍ତେ ତାହା ଅତ୍ୟନ୍ତ ଭଲ ହେବ ।

୮- ତୁଳସୀ ପତ୍ର ବାସୀ ହୁଏ ନାହିଁ, ଗତକାଲୀ ର ତୁଳସୀ ପତ୍ର କୁ ଆଣି ଯଦି ଆପଣ ଆଜି ଦିଅଁ ଙ୍କୁ ଦେବେ, ଶାଳଗ୍ରାମ ଜଳ କୁ ସେବନ କରିବେ, ତେବେ ୧୨ ବର୍ଷ ପର୍ଯ୍ୟନ୍ତ ଆପଣଙ୍କୁ କ୍ୟାନ୍ସର ବେମାରି ହେବ ନାହିଁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *