Interesting Gk Questions- ଗୋଟିଏ ପୁଅ ଓ ଗୋଟିଏ ଝିଅ ଥିଲେ, ନା ସେମାନେ ପତି-ପତ୍ନୀ, ନା ଭାଇ-ଭଉଣୀ ନା ମା-ପୁଅ, କିନ୍ତୁ ଝିଅର ଶ୍ଵଶୁର ପୁଅର ଶ୍ବଶୁରର ବାପା ତେବେ କୁହନ୍ତୁ ପୁଅଟି ଓ ଝିଅଟି ମଧ୍ୟରେ ସମ୍ପର୍କ କଣ ?

ବନ୍ଧୁଗଣ ସାଧାରଣତଃ ସମସ୍ତ ଲୋକ ନିଜ ଜୀବନରେ ବହୁତ ବଡ ବଡ ପରୀକ୍ଷା ଦେଇଥାନ୍ତି । ଏମିତିକି ଚାକିରି କ୍ଷେତ୍ରରେ କେତେକ ସାଧାରଣ ଜ୍ଞାନର ବହୁତ ଗୁରୁତ୍ଵ ରହିଥାଏ ।

ବନ୍ଧୁଗଣ ସବୁଠାରୁ କଠିନ ପରୀକ୍ଷା ହେଉଛି ଆଇଏଏସ ପରୀକ୍ଷା । ଆପଣ ମାନେ ସମସ୍ତେ ଏହି ପରୀକ୍ଷା ବିଷୟରେ ନିଶ୍ଚୟ ଜାଣିଥିବେ । ଏହି ପରୀକ୍ଷାରେ ବହୁତ କଠିନ ପ୍ରଶ୍ନ ପଚରା ହୋଇଥାଏ ଓ ବହୁତ କମ ଲୋକ ଏହି କଠିନ ପ୍ରଶ୍ନର ଉତ୍ତର ଦେଇ ପାରନ୍ତି ।

୧- ଇସ୍ରୋର ମୁଖ୍ୟ କାର୍ଯ୍ୟାଳୟ କେଉଁଠାରେ ଅବସ୍ଥିତ?
ଉ: ବାଙ୍ଗାଲୋର

୨- ଦୁନିଆରେ ସବୁଠୁ ତେଜ ଗତି କାହାର?
ଉ: ଆଲୋକ

୩- ସମୁଦାୟ କେତୋଟି ଉପନିଷଦ ରହିଛି?
ଉ: ୧୦୮ଟି

୪- କାହାକୁ ପୃଥିବୀର ଭଉଣୀ କୁହାଯାଏ?
ଉ: ଶୁକ୍ର ଗ୍ରହ

୫- ପର୍ଲ ଅଫ୍ ସାଇବେରିଆ କାହାକୁ କୁହାଯାଏ?
ଉ: ବୈକାଲ ହ୍ରଦ

୬- ଭାରତର ପ୍ରଥମ ରେଳ ଷ୍ଟେସନ କେଉଁଠାରେ ଅବସ୍ଥିତ?
ଉ: ମୁମ୍ବାଇ

୭- କେଉଁ ଦେଶ ସର୍ବ ପ୍ରଥମେ ଇଣ୍ଟରନେଟ ର ପ୍ରୟୋଗ କରିଥିଲା?
ଉ: ଆମେରିକା

୮- ରାନୀ କି ଭବ୍ କେଉଁଠାରେ ଅବସ୍ଥିତ?
ଉ: ଗୁଜରାଟ

୯- ଶିପିଲା ପାସ୍ କେଉଁଠାରେ ଅଛି?
ଉ: ହିମାଚଳ ପ୍ରଦେଶ

୧୦- ମହାଭାରତର ରଚୟିତା କିଏ?
ଉ: ବେଦବ୍ୟାସ

୧୧- ଅଜନ୍ତା ଗୁମ୍ଫା କେଉଁଠାରେ ଅବସ୍ଥିତ?
ଉ: ଔରଙ୍ଗାବାଦ

୧୨- ଆକବର ନାମା ର ଲେଖକ କିଏ?
ଉ: ଅବୁଲ ଫଜଲ୍

୧୩- ସର୍ବ ପ୍ରଥମେ କେଉଁ ଧାତୁରେ ବ୍ୟବହାର ଆରମ୍ଭ ହୋଇଥିଲା?
ଉ: ତମ୍ବା

୧୪- ବିଶ୍ୱରେ ସର୍ବାଧିକ ମତଦାତା ଦେଶ କେଉଁଟି ଅଟେ?
ଉ: ଭାରତ

୧୫- ଆମ ଦେଶର ଲୌହ ମାନବ କାହାକୁ କୁହାଯାଏ?
ଉ: ସର୍ଦ୍ଦାର ବଲ୍ଲଭଭାଇ ପଟେଲ

୧୬- କାହାକୁ ଆମ ଦେଶର ମାର୍ଟିନ ଲୁଥର ବୋଲି କୁହାଯାଏ?
ଉ: ସ୍ବାମୀ ଦୟାନନ୍ଦ ସରସ୍ୱତୀଙ୍କୁ

୧୭- କିଏ ଉତ୍ତର ଆମେରିକା ର ଆବିଷ୍କାର କରିଥିଲେ?
ଉ: କଲମ୍ବସ

୧୮- କାଲାହାରି ମରୁଭୂମି କେଉଁ ଥରେ ଅବସ୍ଥିତ?
ଉ: ଦକ୍ଷିଣ ଆଫ୍ରିକା

୧୯- ନେତ୍ରଦାନ କଲା ବେଳେ ଚକ୍ଷୁର କେଉଁ ଭାଗ ଦାନ କରାଯାଏ?
ଉ: କାର୍ନିଆ

୨୦- ଚମ୍ପାରଣ ସତ୍ୟାଗ୍ରହ କେବେ ହୋଇଥିଲା?
ଉ: ୧୯୧୭ ମସିହାରେ

୨୧- ‘ଏକ ରାଷ୍ଟ୍ର ଏକ ନେତା’ ର ନାରା କିଏ ଲଗାଇ ଥିଲେ?
ଉ: ହିଟଲର୍

୨୨- କେଉଁ ଦେଶରେ କପଡ଼ା ଉପରେ ଖବରକାଗଜ ଛପା ଯାଏ?
ଉ: ସ୍ପେନ

୨୩- ୟେଲୋଷ୍ଟୋନ୍ ପାର୍କ କେଉଁଠାରେ ଅବସ୍ଥିତ?
ଉ: ଯୁକ୍ତରାଷ୍ଟ୍ର ଆମେରିକା

୨୪- ସବୁଠୁ ହାଲୁକା ଧାତୁ କଣ ଅଟେ?
ଉ: ଲିଥିୟମ୍

୨୫- ଶାନ୍ତି ଭବନ କେଉଁଠାରେ ଅବସ୍ଥିତ?
ଉ: ଦିଲ୍ଲୀ

୨୬- ଦକ୍ଷିଣ ର ଗଙ୍ଗା କାହାକୁ କୁହାଯାଏ?
ଉ: କାବେରୀ ନଦୀ

୨୭- କ୍ୟାଲେଣ୍ଡର ର ଆବିଷ୍କାର କିଏ କରିଥିଲେ?
ଉ: ବିକ୍ରମାଦିତ୍ୟ

୨୮- କଳା ସୁନା କାହାକୁ କୁହାଯାଏ?
ଉ: ଅଫିମ

୨୯- ରାଜଗିରି ର ପୁରୁଣା ନାମ କଣ ଥିଲା?
ଉ: ରାଜଗୃହ

୩୦- ଟାଇପରାଇଟର ର ଆବିଷ୍କାର କେଉଁ ଦେଶରେ ହୋଇଥିଲା?
ଉ: ଇଟାଲୀ

୩୧- ଭାରତର ସବୁଠୁ ବଡ଼ ମ୍ୟୁଜିୟମ କେଉଁଠାରେ ଅବସ୍ଥିତ?
ଉ: କଲିକତା

୩୨- ଭାରତର ସବୁଠୁ ଉଚ୍ଚ ଦ୍ଵାର କେଉଁଟି ଅଟେ?
ଉ: ବୁଲନ୍ଦ୍ ଦରୱାଜା

୩୩- ସ୍ଵର୍ଣ୍ଣ ନଗର କାହାକୁ କୁହାଯାଏ?
ଉ: ଜୋହାନ୍ସବର୍ଗ

୩୪- ଇନକିଲାବ ଜିନ୍ଦାବାଦ ନାରା କିଏ ଦେଇଥିଲେ?
ଉ: ଭଗତ ସିଂହ

୩୫- ଗୋଟିଏ ପୁଅ ଓ ଝିଅ, ସେମାନେ ପତି ପତ୍ନୀ ନୁହନ୍ତି, ଭାଇ ଭଉଣୀ ନୁହନ୍ତି ବା ମା ପୁଅ ନୁହନ୍ତି। କିନ୍ତୁ ଝିଅର ଶ୍ଵଶୁର ପୁଅର ଶ୍ଵଶୁରର ବାପା ଅଟନ୍ତି। ତେବେ ପୁଅ ଝିଅର ସମ୍ପର୍କ କଣ କୁହନ୍ତୁ?
ଉ: ଶାଶୁ ଓ ଜ୍ବାଇଁ

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ 

Leave a Reply

Your email address will not be published. Required fields are marked *